Latest Odisha News

BREAKING NEWS

ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବସ ନିକଟରେ ଶୁକ୍ରବାର ଏକ ବିସ୍ଫୋରଣ ଘଟିଛି । ଦୂତାବସଠାରୁ ୧୫୦ ମିଟର ଦୂରତାରେ ଏହି ବିସ୍ଫୋରଣ ଘଟିଥିଲା । ୪/୫ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି । ୧୯୯୨ରେ  ଆଜିର ଦିନରେ ଭାରତ-ଇସ୍ରାଏଲ କୂଟନୀତି ସମ୍ପର୍କର ପ୍ରଥମ ଫର୍ଦ୍ଦ ଯୋଡି ହୋଇଥିଲା ।  ଯାହା ଏବେ ବି ବଳବତର ରହିଛି ।

ସେଥିପାଇଁ ଏହି ବିସ୍ଫୋରଣ ପଛରେ କାହାର ହାତ ଅଛି ପୋଲିସ ତଦନ୍ତ କରୁଛି । ବିସ୍ଫୋରଣରେ ଆରଡିଏକ୍ସ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.