Latest Odisha News

BREAKING NEWS

ବିନ୍ଦୁ ସାଗରରେ ବୁଡ଼ ପକାଇବା ମନା

ଭୁବନେଶ୍ୱର : ବିନ୍ଦୁ ସାଗରରେ ବୁଡ଼ ପକାଇବା ମନା । କାର୍ତ୍ତିକ ପୂର୍ଣ୍ଣିମାରେ କଟକଣା ଲାଗୁ ହେଇଛି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି ।

ଆସନ୍ତା ୧୯ ତାରିଖ ପାଇଁ କଟକଣା ଜାରି କରିଛି ବିଏମସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବିଏମସି ଅଧୀନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.