ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ କରୋନା କଲର ଟ୍ୟୁନରେ ଆଉ ଶୁଣାଯିବନି ବିଗ ବି ଅମିତାଭ ବଚ୍ଚନଙ୍କ କଣ୍ଠସ୍ବର । କଲର ଟ୍ୟୁନକୁ ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରିଥିଲେ ।
ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଜନସାଧାରଣ । ଏହାକୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ରୁଜୁ କରାଯାଇଥିଲେ ।
Comments are closed.