ସମ୍ବଲପୁର: ଆଜି ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇ ଚିକିତ୍ସାଧନ ରହିଛନ୍ତି। ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ। ଏକ ବୁଲେଟ ଉପରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍ ଉପରେ ବୋମାମାଡ଼ ହୋଇଛି। କେହି ଦୁବୃର୍ତ୍ତ ବୁଲେଟ୍ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
BREAKING NEWS
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
- Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ
- Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ
- ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର
- ଭାରତର ପ୍ରଥମ FRP ଆଲୁମିନିୟମ ୟୁନିଟ୍ ସମ୍ବଲପୁରରେ ଉଦଘାଟିତ
- ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…
- ଫିଲ୍ମ ପାଇଁ ଆଉ ଗୀତ ଗାଇବେନି ଅରଜିତ ସିଂ
- ବର୍ଡର ୨ର ସଫଳତା ପରେ ଖୁବ ଶୀଘ୍ର ବର୍ଡର ୩
- PUCC ନଥିଲେ ବି ମିଳିବ ପେଟ୍ରୋଲ ଓ ଡିଜେଲ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର
- ରାଜଧାନୀରେ ପଞ୍ଚତତ୍ତ୍ୱ ପାର୍କ, ସୁପୋଷିତ ଓଡ଼ିଶା ମିଶନର ଶୁଭାରମ୍ଭ…
Comments are closed.