Latest Odisha News

BREAKING NEWS

ଭୁବନେଶ୍ୱରରେ ବୁଧବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଆସନ୍ତା ଶନିବାର ଯାଏଁ ଟୀକାକରଣକୁ ସ୍ଥଗିତ ରହିବ।

“ଆସନ୍ତାକାଲି ତଥା ମେ ୨୬ ତାରିଖରେ ହେବାକୁ ଥିବା ଟୀକାକରଣ ଆଗାମୀ ୨୯ ତାରିଖରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ବିଏମସି ପକ୍ଷରୁ ଏନେଇ ଟ୍ବିଟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ ୨୫ରୁ ଆସନ୍ତା ୨୭ ତାରିଖ ଯାଏଁ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ ସହ ଡୋର ଟୁ ଡୋର୍ ସର୍ଭେକୁ ବନ୍ଦ ଲାଗି ମଙ୍ଗଳବାର ଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.