Latest Odisha News

BREAKING NEWS

ଓଡିଶା

ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଶ୍ରୀରାଧା

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି ।…

ପୁରୀ ଆସିବେ ରାଷ୍ଟ୍ରପତି, ନୌସେନାର ଦିବସରେ ହେବେ ସାମିଲ

ଭୁବନେଶ୍ଵର: ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ନୌସେନାର ସମରାଭ୍ୟାସରେ ହେବେ ସାମିଲ । ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ । ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ…

ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ, ବୋହୁ କରୁଥିଲା ଶାଶୁର ଶବଦାହ

ଭୁବନେଶ୍ଵର: ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ । ତେବେ ପୋଷ୍ଟମର୍ଟମ ନ କରି ଶବ ଦାହ କରୁ୍ଥିବା ନେଇ ଅଭିଯୋଗ କରିଥିଲେ ସମ୍ପର୍କୀୟ…

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ ମନା

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ମନା । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି । ତେବେ ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ…

“କନଫାଇନଡ୍ ସ୍ନେକ ରେସ୍କ୍ୟୁ” କର୍ମଶାଳା: ସାପ ଧରିବେ କେମିତି?

ଭୁବନେଶ୍ଵର: ସ୍ନେକ୍ ହେଲ୍ପ ଲାଇନ ଏବଂ ସିଟି ଫରେଷ୍ଟ ଡିଭିଜନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି "କନଫାଇନଡ୍ ସ୍ନେକ ରେସ୍କ୍ୟୁ" କର୍ମଶାଳା । ଏଇ କର୍ମଶାଳାରେ ରାଜ୍ୟର ବିଭିନ୍ନ କୋଣରୁ ପ୍ରାୟ ୭୫ ଜଣ ସାପ ଉଦ୍ଧାରକାରୀ ଏବଂ ସିଟି ଫରେଷ୍ଟ ଏବଂ ଚନ୍ଦକା ଡିଭିଜନ ର ମୋଟ ୪୦ ଜଣ ବନ…

ଖେଳ

ଜାତୀୟ ପୁରୁଷ ହକିରେ ଇତିହାସ ରଚିଲା ଓଡିଶା

ଚେନ୍ନାଇ: ଏଠାରେ ଅନୁଷ୍ଠିତ ଜାତୀୟ ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ଇତିହାସ ରଚିଛି । ହକିର ଜାତୀୟ କ୍ୟାପିଟାଲ ସାଜିଥିଲେ ମଧ୍ୟ ଓଡିଶା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଓହରିଲେ ଭାରତ ହୋଇପାରେ ଆୟୋଜକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ନେଇ ସମସ୍ତ ବିବାଦର ଅନ୍ତ ଏ ପର୍ଯ୍ୟନ୍ତ ଘଟିନାହିଁ । ବିସିସିଆଇ ସୁରକ୍ଷା ଦୃଷ୍ଟିକୋଣରୁ…

ଆଇପିଏଲ ମେଗା ଅକ୍ସନରେ ୧୪ ବର୍ଷୀୟ ବୈଭବ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମରେ ବିହାରର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି । ୧୯ ବର୍ଷରୁ କମ ଏହି ଭାରତୀୟ…

ପ୍ରଖ୍ୟାତ ବୋଲର ମହମ୍ମଦ ଶାମିଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ୍ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ଶାମି ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍…

ଦେଶ ବିଦେଶ

ଭିଡ଼ିଓ

Saiintlad