-ଜଳଜୀବନ ମିଶନ ୩.୬ ଲକ୍ଷ କୋଟି ଟଙ୍କା
-ଗ୍ରାମାଂଚଳରେ ସ୍ୱଚ୍ଛ ଭାରତ ପାଇଁ ୧୨ ହଜାର ୩ଶହ କୋଟି ଟଙ୍କା
-ଶିକ୍ଷାକ୍ଷେତ୍ର ପାଇଁ ୯୯ହଜାର ୩୦୦ କୋଟି ଟଙ୍କା
-ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା
-ପାଇପ ପାଣି ଯୋଗାଣ ପାଇଁ ୩.୬ ଲକ୍ଷ କୋଟି
-କୃଷି ଓ ଜଳ ସେଚନ ପାଇଁ ୨.୩୮ ଲକ୍ଷ କୋଟି
-୧୦୦ ଲକ୍ଷ କୋଟିର ଜାତୀୟ ଭିତିଭୂମି ପାଂଠି
-ଶିଳ୍ପାନୁଷ୍ଠାନର ବିକାଶ ପାଇଁ ୨୭ ହଜାର ୩ଶହ କୋଟି
-ପୁଷ୍ଟିକର ଖାଦ୍ୟ ଯୋଜନା ପାଇଁ ୩୫ ହଜାର ୬ଶହ କୋଟି
-ମହିଳାଙ୍କ ପାଇଁ ୧୮ହଜାର ୬ଶହ କୋଟି
-ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆବର୍ଗଙ୍କ ପାଇଁ ୮୫ ହଜାର କୋଟି ଟଙ୍କା
-ଆଦିବାସୀ କଲ୍ୟାଣ ପାଇଁ ୫୭ ହଜାର ୭ଶହ କୋଟି ଟଙ୍କା
-ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ୫ଶହ କୋଟି
-ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୨୫ ଶହ କୋଟି
-ସଂସ୍କୃତି ମନ୍ତ୍ରାଳୟ ପାଇଁ ୩ ହଜାର ୧୫୦ କୋଟି
-ସହରାଂଚଳରେ ଶୁଦ୍ଧ ବାୟୁ ପାଇଁ ୪ ହଜାର ୪୦୦ କୋଟି
-କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିକାଶ ପାଇଁ ୫ ହଜାର ୯୫୮ କୋଟି
-୨୦୨୨ରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ୧୦୦ କୋଟି
-ସରକାରୀ ବ୍ୟାଙ୍କ ଗୁଡିକ ପାଇଁ ୩ଲକ୍ଷ ୫୦ ହଜାର କୋଟି
-ଜମ୍ମୁ-କାଶ୍ମୀରର ବିକାଶ ପାଇଁ ୩୦ହଜାର ୭୫୭ କୋଟି
-ଭାରତ ନେଟ୍ ଯୋଜନା ପାଇଁ ୬ ହଜାର କୋଟି ବ୍ୟୟବରାଦ
BREAKING NEWS
- BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…
- ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ
- ତେହେରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୧୦ ଇରାନୀ ଲ୍ୟାଣ୍ଡମାଇନ୍ ନଷ୍ଟ କଲା ଆମେରିକା
- Special flights to the Middle East: ଘରକୁ ଫେରିବେ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଭାରତୀୟ, ଆଜିଠୁ ପୁଣି ଆରମ୍ଭ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନ ସହିତ କଥା ହେଲେ ଜୟଶଙ୍କର
- US-Iran clash soars in Strait of Hormuz: ସମୁଦ୍ରରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ହର୍ମୁଜରେ ପ୍ରଣାଳୀରେ ମାଇନ୍ ବିଛାଉଛି ଇରାନ? କଡ଼ା ଚେତାବନୀ ଦେଲେ ଟ୍ରମ୍ପ
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ଆଶଙ୍କା
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
Comments are closed.