Latest Odisha News

BREAKING NEWS

ବଜେଟ୍ ୨୦୨୦: କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା ଜାଣନ୍ତୁ

ମହଙ୍ଗା
-ସିଗାରେଟ୍‌, ଟବାକୋ, ଇମ୍ପୋଟେଡ୍ ଜୋତା ମହଙ୍ଗା
-ଫର୍ଣ୍ଣିଚର, ଚିକିତ୍ସା ଉପକରଣ ଓ କାନ୍ଥ ଫ୍ୟାନ୍ ମହଙ୍ଗା
-ଚୀନା ମାଟିରେ ତିଆରି ରୋଷୋଇ ସରଂଜାମ ମହଙ୍ଗା
-ଅଟୋ ମୋବାଇଲ୍ ଏବଂ ଅଟୋ ପାର୍ଟସ୍ ମହଙ୍ଗା
-ମୋବାଇଲ୍ ଫୋନ୍‌, ଇଲେକ୍‌ଟ୍ରିକ ବାହାନ ମହଙ୍ଗା
ଶସ୍ତା
-ନ୍ୟୁଜ୍ ପ୍ରିଂଟ, ଲାଇଟ୍‌ୱେଟ୍ କୋଟେଡ୍ ପେପର, ପଶୁଜାତ ଉତ୍ପାଦ, ଗୁଡ, ସୋୟାବିନ୍ ଶସ୍ତା
-ସୋୟାବିନ୍‌, କେତେକ ଆଲକହଲ ଯୁକ୍ତ ପାନୀୟ ଶସ୍ତା
-ସରବିହୀନ କ୍ଷୀର ଶସ୍ତା

Leave A Reply

Your email address will not be published.