ନୂଆଦିଲ୍ଲୀ: ବଜେଟ ୨୦୨୦-୨୧ରେ ଆୟକର ସ୍ଲାବରେ ବଡ ଧରଣ ରିହାତି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବକୁ ୪ଟି ସ୍ଲାବରେ ବିଭାଗ କରାଯାଇଛି । ୫ଲକ୍ଷ ଯାଏଁ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ରିହାତି ଘୋଷଣା କରିବା ସହ ସର୍ବାଧିକ ୩୦ପ୍ରତିଶତ ଟିକସ ପ୍ରସ୍ତାବ ରଖାଯାଇଛି । -୫ଲକ୍ଷ ଯାଏଁ ଆୟ ଉପରେ ଟିକସ ଛାଡ ।
-୫ ଲକ୍ଷରୁ ସାଢ଼େ ୭ ଲକ୍ଷ ଆୟ ଉପରେ ୧୦ % ଟିକସ ।
-ସାଢ଼େ ୭ ଲକ୍ଷରୁ ୧୦ ଲକ୍ଷ ଆୟ ଉପରେ ୧୫ % ଟିକସ ।
-୧୦ଲକ୍ଷରୁ ସାଢ଼େ ୧୨ଲକ୍ଷ ଆୟ ଉପରେ ୨୦ % ଟିକସ ।
-ସାଢ଼େ ୧୨ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୫ % ଟିକସ ।
-୧୫ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ।
-ଆୟକର ପୈଠ ପାଇଁ ୨ଟି ବିକଳ୍ପ ବ୍ୟବସ୍ଥା ।
-ନୂଆ କିମ୍ବା ପୁରୁଣା ଆୟକର ବ୍ୟବସ୍ଥାରୁ ଗୋଟିଏ ଚୟନ କରିପାରିବେ ଆୟକରଦାତା ।
-ପୁରୁଣା ବ୍ୟବସ୍ଥାରେ ଆୟକର ଦେଲେ ଲାଗୁ ହେବନି ନୂଆ ଆୟକର ସ୍ଲାବ ।
-ପୁରୁଷ, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଗୋଟିଏ ଆୟକର ବ୍ୟବସ୍ଥା ।
BREAKING NEWS
- ୪ରେ ପୁରୀ ଆସିବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ
- ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି
- କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ…
- ଆଇପିଏଲ ମେଗା ନିଲାମ: ପନ୍ତ ସବୁଠାରୁ ଦାମୀ ଖେଳାଳି
- କାହିଁକି ବିମାନରେ ନଡିଆ ନେବା ମନା?
- ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ, ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ
- ଦୁନିଆର ସବୁଠୁ ବିଷାକ୍ତ ଗଛ: ତଳେ ଛିଡା ହେଲେ ବି ଚାଲିଯିବ ଜୀବନ
- ଜାମା ମସଜିଦ ସର୍ଭେ; ପୋଲିସକୁ ପଥର ମାଡ଼, ଜାଳି ଦେଲେ ଗାଡି଼
- କାଲିଠୁ ସଂସଦରେ ଶୀତ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ
- ‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Comments are closed.