ଶେଷରେ ଭାରତ ଫେରିବେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି । ନୀରବ ମୋଦିକୁ ବ୍ରିଟେନରୁ ଭାରତ ଅଣାଯିବାର ବାଟ ସଫା ହୋଇଯାଇଛି । ଏନେଇ ପ୍ରତ୍ୟାପଣ ପାଇଁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ପିଏନବି ବ୍ୟାଙ୍କ ଘୋଟାଲାରେ ପଳାତକ ସାଜିଥିଲେ ନୀରବ ଆଉ ତାଙ୍କ ମାମୁଁ ମେହୁଲ। ତେବେ ନୀରବଙ୍କ ନାଁରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ଏବେ କିନ୍ତୁ ଅନୁମତି ମିଳିବା ପରେ ଭାରତ ପ୍ରତ୍ୟାର୍ପଣ ପାଇଁ ଚାଲିଛି ପ୍ରସ୍ତୁତି ।
BREAKING NEWS
- ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା
- ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
- ରାଜସ୍ୱ ପର୍ଷଦର ନୂଆ ୱେବସାଇଟ୍ ଲୋକାର୍ପିତ: ମାମଲା ଫଇସଲା ହେବ ତ୍ୱରିତ ଓ ସ୍ୱଚ୍ଛ
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା
- Ama Sathi WhatsApp Bot:ରାଜ୍ୟ ପୋଲିସ ପକ୍ଷରୁ ସରଳ ବ୍ୟବସ୍ଥା :‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ଶୁଭାରମ୍ଭ;ମିଳିବ ୧୪ଟି ପୋଲିସ ସେବା
- ଏସବିଆଇ ବ୍ୟାଙ୍କରେ ଦିନଦ୍ୱିପ୍ରହରରେ ଲଙ୍କାଗୁଣ୍ଡ ମାଡ଼, ୪ ଲକ୍ଷ ଟଙ୍କା ଧରି ଫେରାର୍ ହେଉଥିବା ବେଳେ ଧରାପଡ଼ିଲା ଲୁଟେରା
- ବାଲେଶ୍ୱରରୁ ଉଦ୍ଧାର ୫ ଛୁଆ ଓରାଙ୍ଗଉଟାନଙ୍କୁ ଫେରାଇ ନେବ ଇଣ୍ଡୋନେସିଆ: ଆରମ୍ଭ ହେଲା କୂଟନୈତିକ ପ୍ରକ୍ରିୟା
- ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଘରକୁ ଘର ବୁଲି ଭୋଟର ତାଲିକା ଯାଞ୍ଚ କରିବେ ଅଧିକାରୀ
- ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲାଞ୍ଚ! ବାରିପଦାରେ ST/SC ବିଭାଗର ଦୁଇ ଅଡିଟରଙ୍କୁ ବାନ୍ଧିଲା ଭିଜିଲାନ୍ସ
- କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି


Comments are closed.