ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସମ୍ପୁର୍ଣ୍ଣା ୱେବ ପୋର୍ଟାଲ ଅଫିସକୁ ସିଲ୍ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସରେ ପହଁଞ୍ଚି ଖୋଳତାଡ ଆରମ୍ଭ କରିଥିଲା । ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ନେଇ କ୍ରାଇମବ୍ରାଞ୍ଚ୍ ଟିମ ଚଢାଉ କରିଥିଲା । ଚଢାଉ କରି କ୍ରାଇମବ୍ରାଞ୍ଚ୍ ଟିମ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସକୁ ସିଲ କରିଛି । ଏହି ହତ୍ୟା କାଣ୍ଡ ମାମଲାରେ ନିରଞ୍ଜନ ସେଠୀ ସପୃକ୍ତ ଥିବା ମଧ୍ୟ ମାନିଛନ୍ତି । ଶର୍ମିଷ୍ଠାଙ୍କୁ ଫେରାର କରିବା ପାଇଁ ନିରଞ୍ଜନଙ୍କ ହାତ ରହିଛି ବୋଲି ସୂଚନା ମିଳିଛି ।
BREAKING NEWS
- ଗମ୍ଭୀର କୋଚ ହେବା ପରେ ଡ୍ରେସିଂ ରୁମରେ କଣ ପରିବର୍ତନ ହୋଇଛି କହିଲେ ସୂର୍ଯ୍ୟକୁମାର
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା ଥିଲା; କାହିଁକି ଏଭଳି କହିଲେ ଓମ୍ ବିର୍ଲା…
- ଖୁଜଲି vs ଅବୋଧ ବାଳକ; ରାଜ୍ୟସଭାରେ ପରସ୍ପର ଉପରେ ବର୍ଷିଲେ ନଡ୍ଡା ଓ ଖର୍ଗେ
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
- MEA replies to Trump’s claim: ଭାରତ କ’ଣ ରୁଷ ତେଲ କିଣିବା ବନ୍ଦ କରିଦେବ? ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସାମ୍ନାକୁ ଆସିଲା ଭାରତ, ରୁଷ୍ ଉଭୟର ପ୍ରତିକ୍ରିୟା…
- ପରିଦର୍ଶନରେ ଆସିଥିବା ୫ଦେଶର ସେନା ବାହିନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
- ସରକାରୀ ପାଣ୍ଠିର ଅପବ୍ୟବହାର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଦୋଷୀ ସାବ୍ୟସ୍ତ
- Why Naseeruddin Shah Angry : ‘ପ୍ରଶଂସା ନ କରିବା ଦେଶଦ୍ରୋହ ହୋଇଗଲା’, କାହିଁକି ଭଡ଼କିଲେ ନାସିରୁଦ୍ଦିନ ଶାହ?
- UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ; IAS ଓ IFS ପାଇଥିଲେ…
- PM Modi Speech Cancelled: କାହିଁକି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହୀତ ହେଲା ଧନ୍ୟବାଦ ପ୍ରସ୍ତାବ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କାରଣ…
Comments are closed.