Latest Odisha News

ଶିତଦିନରେ ଶୁଷ୍କ ଓଠରୁ କିପରି ରକ୍ଷା ପାଇବେ ! ଜାଣିବା……

ଓଡ଼ିଶା ସମ୍ଧାଦ ବୁରୋ : ସାଧାରଣତଃ ଶୀତ ଦୀନରେ ଓଠ ଫାଟିବା ସମସ୍ୟା ଦେଖାଯାଇଥାଏ  । ଓଠ ଶୁଷ୍କ ହୋଇଯିବା, ମଳିନ ଦେଖାଯିବା, ରୁକ୍ଷ ହୋଇଯିବା ପରି ସମସ୍ୟା ଦେଖାଦେଇଥାଏ  । ତେବେ ଆମେ ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ।

ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ, ଦେଖିବେ ଆପଣଙ୍କ ଓଠ ଫାଟିବା ତୁରନ୍ତ ବନ୍ଦ ହୋଇଯିବ ।
କଞ୍ଚା କ୍ଷୀର ମଧ୍ୟ ଲଗାଇଲେ ଓଠ ଶୁଷ୍କତା ଦୂର ହୋଇଥାଏ  ।

ପ୍ରତି ୨-୩ଦିନରେ ଥରେ ଓଠକୁ ସ୍କ୍ରବ୍ କରନ୍ତୁ । ପୁରୁଣା ଦାନ୍ତ ଘଷା ବ୍ରଶ୍‌ରେ ଚିନି ଲଗାଇ ଓଠ ଉପରେ ଘଷିଲେ ମୃତକୋଷିକା ବାହାରିଯିବ ଫଳରେ ଓଠ ଚିକ୍କଣ ଦେଖାଯିବ  ।
ଓଠରେ କୌଣସି କ୍ରିମ୍/ଲିପ୍‌ଷ୍ଟିକ୍ ଲଗାଇବା ପୂର୍ବରୁ ମହୁ ନଚେତ୍ କ୍ଷୀର ସର ଲଗାନ୍ତୁ । ଓଠ ଶୁଷ୍କ ହେବ ନାହିଁ ଏବଂ ଆପଣଙ୍କ ଓଠ ପୂର୍ବଠୁ ଆହୁରି ସୁନ୍ଦର ଦିଶିବ  ।

 

Leave A Reply

Your email address will not be published.