Latest Odisha News

BREAKING NEWS

Browsing Tag

Care

ତ୍ୱଚାର ଚମକ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ…

ଗୋରା ଓ କୋମଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ମାତ୍ର ଶୀତଦିନେ ତ୍ୱଚାର ଚମକ ଓ ଗୋରାପଣ ହ୍ରାସ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ନୂଆ ଉପାୟ ଆପଣେଇବା । କ୍ଷୀରର ବ୍ୟବହାର କରିବା ବେଶ ଲାଭଦାୟକ। କ୍ଷୀରର ବ୍ୟବହାର ବିଷୟରେ ତ ସଭିଁଙ୍କୁ ଜଣା ।ତେବେ ଏହି କ୍ଷୀରର ବ୍ୟବହାର କରି…

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି ! କିପରି ରକ୍ଷା ପାଇବେ ଜାଣନ୍ତୁ…

ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା । ବର୍ତ୍ତମାନ ଶୀତଦିନେ ଶୁଷ୍କ ତ୍ବଚା ଏକ ମୁଖ୍ୟ ସମସ୍ୟା। ଏଣୁ ତ୍ବଚାର ଯତ୍ନ ନେବା ପାଇଁ କେତେପ୍ରକାର ଘରୋଇ ପ୍ୟାକ୍ ଲଗାଇପାରିବେ ନଚେତ୍ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ । ତେବେ ପାନୀୟ ଗୁଡ଼ିକ ହେଲା : ସକାଳୁ ଚା’ରେ…

ସୁସ୍ଥ ରଖିବା ସହ ଓଜନ ହ୍ରାସ କରେ ଟମାଟୋ ସୁପ୍‌‌….

ଶିତଦିନେ ପ୍ରାୟତଃ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି  । ନିଜ ଖାଦ୍ୟପେୟ ପ୍ରତି ସଚେତନ ନହେବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଏ  । ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଟମାଟୋ ସାମିଲ କରିବା ନିହାତି ଜରୁରୀ  । ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ…

ହାତର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ସାଧାରଣତଃ ଶୀତଦିନେ ବିଭିନ୍ନ କାରଣରୁ ହାତର ରଙ୍ଗ କଳା ପଡିଯାଇଥାଏ। ଯେପରିକି ହାତ ରୁକ୍ଷ ହୋଇଯିବା,ମଳିନ ଦିଶିବା ପରି ଅନେକ ସମସ୍ୟା ଦେଖାଦେଇଥାଏ  । ଯାହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। ତେଣୁ କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆପଣ ଏହି ସମସ୍ୟାରୁ…

ଶିତଦିନରେ ଶୁଷ୍କ ଓଠରୁ କିପରି ରକ୍ଷା ପାଇବେ ! ଜାଣିବା……

ଓଡ଼ିଶା ସମ୍ଧାଦ ବୁରୋ : ସାଧାରଣତଃ ଶୀତ ଦୀନରେ ଓଠ ଫାଟିବା ସମସ୍ୟା ଦେଖାଯାଇଥାଏ  । ଓଠ ଶୁଷ୍କ ହୋଇଯିବା, ମଳିନ ଦେଖାଯିବା, ରୁକ୍ଷ ହୋଇଯିବା ପରି ସମସ୍ୟା ଦେଖାଦେଇଥାଏ  । ତେବେ ଆମେ ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ। ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ,…

ଚମତ୍କାରୀ ଫେସ୍‌ ପ୍ୟାକ୍‌, ଚମକାଇବ ତ୍ୱଚା ଜାଣନ୍ତୁ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଶୀତଦିନେ ସାଧାରଣତଃ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ କିଛି ଘରୋଇ ଚମତ୍କାରୀ ଫେସିଆଲ୍‌ ପ୍ୟାକ୍‌ ବନାଇ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ତେବେ ଆପଣ…

ଶୀତଦିନରେ ଆପଣଙ୍କ ତ୍ବଚା ମଳିନ ପଡ଼ି ଯାଉଛି କି ! ତେବେ ଆପଣାନ୍ତୁ ଏହି ଉପାୟ… ରୁକ୍ଷ ତ୍ବଚାରୁ ରକ୍ଷାପାଆନ୍ତୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ : ସମସ୍ତଙ୍କ ମନରେ ଗୋଟିଏ ଭାବନା ଥାଏ ଯେ ଆମ ତ୍ବଚା କିପରି ଗ୍ଲୋ କରିବ । ଆଉ ଆାମେ କିପରି ସୁନ୍ଦର ଦେଖାଯିବୁ  । ବିଶେଷ କରି ଏହି ଶୀତଦିନେ ବହୁତ ଚିନ୍ତିତ ହୋଇଯାଆନ୍ତି ସମସ୍ତେ  । ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣେଇଥାନ୍ତି ବିଭିନ୍ନ ଉପାୟ  । ସାଧାରଣତଃ…