Latest Odisha News

BREAKING NEWS

Browsing Category

ସହର

City

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କରିବେ ଉଦଘାଟନ

ଭୁବନେଶ୍ଵର; ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ଅବସରରରେ ସେ ନିଜ ଜିଲ୍ଲାରେ କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ…

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍, ପ୍ରଶାସନ ବିଭାଗ ଯୋଗାଇ ଦିଆଯିବ ପକ୍ଷରୁ ୩୫ ଏକର ଜାଗା

ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ…

ଦୁବାଇ ଗସ୍ତରେ ମିଶନଶକ୍ତି ମହିଳା, ବିଶ୍ଵସ୍ତରରେ ପରିଚିତ ହେବେ ଓଡ଼ିଶାର ମହିଳା ଉଦ୍ୟୋଗୀ

ଭୁବନେଶ୍ଵର: ଓଡ଼ିଶାର ପରିବର୍ତ୍ତନ  ସ୍ବରର ଏକ ପ୍ରମୁଖ ଦିଗ ହେଲା ମହିଳା ସଶକ୍ତିକରଣ ।  ଓଡ଼ିଶାର ସାମାଜିକ  ଓ ଆଞ୍ଚଳିକ ରୂପାନ୍ତରଣରେ ମହିଳାମାନଙ୍କ ଭୂମିକାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ମହିଳା କେନ୍ଦ୍ରୀୟ ନୀତି ଓ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଆସିଛନ୍ତି । ୬ ଲକ୍ଷ ସ୍ୱୟଂ ସହାୟକ…

ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ଵର: ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ବାହିନୀ ପକ୍ଷରୁ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରିରଖିଛି ।…

କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକାରୀ ହେଲା ମଡ୍ୟୁଲାର ଓଟି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀ ମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା…

ବ୍ରାଉନ ସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଧଳା ଜହର କାରବାର । ପୁଣି ଅଢେଇ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ ଚାଲିଥିବାବେଳେ ମାଡି ବସିଲା ନୟାପଲ୍ଲୀ ପୋଲିସ । ବିଶେଷ ସୂତ୍ରରୁ ଖବରପାଇ, ବ୍ରାଉନ ସୁଗାର ଜବତ ସମୟରେ ନୂଆପଲ୍ଲୀ…

ଓଡିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ: ସଂପ୍ରସାରିତ ବାରଣାସୀ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବଲପୁର ରେଳ ଷ୍ଟେସନରୁ ବାରଣାସୀ-ସମ୍ବଲପୁର-ବାରଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍…

ନଭେମ୍ବର ୨୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ବର: ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ୨୬ ତାରିଖ ରବିବାର ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷା ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର(ଆଡମିଟ୍ କାର୍ଡ) ଓଡ଼ିଶା ପୋଲିସ ୱେବସାଇଟ http://odishapolice.gov.in ରେ ରେ…

ଡିସେମ୍ବର ୩୧ରେ ଅବସର ନେବେ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି । ଡିସେମ୍ବର ୩୧ ତାରିଖରେ ସେ  ଅବସର ଗ୍ରହଣ କରୁଛନ୍ତି। ରାଜ୍ୟସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ଲାଗି ଅନୁମତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ  ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୭ ବ୍ୟାଚର…

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ପ୍ରକଳ୍ପ ଦୁଇଟି ହେଉଛି ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ  ୪୯ କୋଟି ଏବଂ…