Latest Odisha News

BREAKING NEWS

Browsing Category

କେନ୍ଦ୍ରାପଡ଼ା

Kendrapara

[ଦେଖନ୍ତୁ ଭିଡିଓ] ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଲୋକମାନଙ୍କ ସମସ୍ୟାର ସମାଧାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜ଼ିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟ ସରକାରଙ୍କର ସବୁ ବିଭାଗ ପ୍ରତେକ ପଂଚାୟତ ସ୍ତରରେ ପହଂଚି ଲୋକ ମାନଙ୍କର ପ୍ରତି ସମସ୍ୟାକୁ ବୁଝି ତାହାକୁ ସମାଧାନ…

ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡ଼ା: ବିଜେପି ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।…

ଆଜିଠୁ ୩ ମାସ ଭିତରକନିକା ବନ୍ଦ

ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନେ ବସା କରିବା ସହ ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ହିଂସ୍ର ହୋଇପଡ଼ନ୍ତି। ତେଣୁ ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ…

[ଭିଡିଓ] କାଇଁଚ ଘାସରୁ ପ୍ରସ୍ତୁତ ସାମଗ୍ରୀ ପାଲଟିଛି ରୋଜଗାରର ମାଧ୍ୟମ

କେନ୍ଦ୍ରାପଡ଼ା : କାଇଁଚ ଘାସରୁ ତିଆରି ହେଉଛି ଭଳିକି ଭଳି ଆକର୍ଷଣୀୟ ଘରୋଇ ଉପକରଣ । ବିଭିନ୍ନ ଡିଜାଇନର ବ୍ୟାଗ୍ , ଚାଙ୍ଗୁଡି, ଡୋରସ୍କିନ୍, ପେନ ଷ୍ଟାଣ୍ଡ,ଫୁଲ ଷ୍ଟାଣ୍ଡ, ଗାଲିଚା ,ଆସନ ଭଳି କେତେ ରକମର ସାଜ ସଜା ସାମଗ୍ରୀ । ପ୍ରାୟ ଶହେରୁ ଅଧିକ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି…

ଚିତ୍ରୋତ୍ପଳା ନଦୀରେ ବାରୁଣୀ ସ୍ନାନ ପାଳିତ, ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିବାର ବର୍ଗ

କେନ୍ଦ୍ରାପଡା : ବାରୁଣୀ ସ୍ନାନ ପାଳିତ । ପିତୃପୁରୁଷଙ୍କ ପାଇଁ ପରିବାର ବର୍ଗ ଶ୍ରାଦ୍ଧ ଓ ବୁଡ ପକାଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଚିତ୍ରୋତ୍ପଳା ନଦୀରେ ବାରୁଣୀ ସ୍ନାନ ପାଳିତ ହେଉଛି । କଳାବୁଦା ଘାଟରେ ଚାଲିଛି ବାରୁଣୀ ସ୍ନାନ । ବର୍ଷ ବର୍ଷ ଧରି ଏହି ନଦୀର ପ୍ରତିବର୍ଷ…

ପ୍ରତିବାଦ କରିବା ମହଙ୍ଗା ପଡିଲା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁବୃର୍ତ୍ତ । କେନ୍ଦ୍ରାପଡା ଜିଲ୍ଲା ରାଜ ନଗର ଚନ୍ଦ୍ରଶେଖର ପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।ମୃତକ ଜଣକ ହେଉଛନ୍ତି ବିଚିତ୍ରା ନନ୍ଦ ବିଶ୍ୱାଳ । ପ୍ରେମ ବ୍ୟାପାରକୁ ନେଇ ଏପରି ହତ୍ୟା କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି…

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ…

[ଦେଖନ୍ତୁ ଭିଡିଓ] ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର, ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବଢୁଛି ରହସ୍ୟ

ଢେଙ୍କାନାଳ : ରସାତଳକୁ ଯାଉଛି ରସିକିଆ ଡାକ୍ତରଙ୍କ କଳାକାରନାମା। ଧୀରେ ଧୀରେ ଫିଟୁଛି କାରନାମାର ଗୁମର। ହେଲେ ତାଙ୍କର ଏହି କେଳେଙ୍କାରୀର ଲମ୍ବାଚେର ଢେଙ୍କାନାଳ କାମାକ୍ଷାନଗର ଯାଏ ବି ଲମ୍ବିଛି । ଯେଉଁଠି ଲମ୍ବା ସମୟ ଭୋଗ ବିଳାସରେ ବିତାଇଛନ୍ତି ରସିକିଆ ରମେଶ। ଦେଖନ୍ତୁ କାମାକ୍ଷାନଗରରେ…

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

ଢିଙ୍କିଆରେ ପ୍ରକଳ୍ପ ପାଇଁ ୨୪ଟି ପାନବରଜ ମାପ

ପାରାଦୀପ: କିଛିଦିନ ହେବ ଏରସମା ତହସିଲ ଢିଙ୍କିଆ ପଞ୍ଚାୟତବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ପ୍ରକଳ୍ପ ପାଇଁ କିଛି ଲୋକ ବିରୋଧ କରିଆସୁଥିବା ବେଳେ ଅନ୍ୟ କିଛି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତ ବର୍ଷ ଢିଙ୍କିଆ ଗାଁର ତିନୋଟି ପାନବରଜ ମାପଚୁପ…