Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ବି ଜୀବନ୍ତ ସେହି ଜଣାଣ; ଜନ୍ମ ଦିନରେ ଭଜନ ସମ୍ରାଟଙ୍କୁ ସ୍ମୃତିଚାରଣ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଘରେ ଘରେ ଭିକାରୀ ବଳଙ୍କୁ ସମସ୍ତେ ଜାଣନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭିକାରୀ ବଳ ମଧ୍ୟ ‘ଭଜନ ସମ୍ରାଟ୍ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ପରମ ଭକ୍ତ ତାଙ୍କର…

କରୋନା ସତର୍କତା: ଜୁନରୁ ଜୁଲାଇ ମଧ୍ୟରେ ରାଜ୍ୟରେ ୪୬ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ୱର: ଓଡିଶା ପାଇଁ ରହିଛି ଏକ ଭଲ ଏବଂ ଏକ ଖରାପ ଖବର। ପ୍ରଥମେ ଖରାପ ଖବର। ଆଗାମୀ ଜୁନ୍-ଜୁଲାଇରେ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬.୨ ଲକ୍ଷରେ ପହଞ୍ଚିବ, ଯାହା ରାଜ୍ୟର ଜନସଂଖ୍ୟାର ୧୦% (୪.୫ କୋଟି) ହେବ! ମାତ୍ର ଖୁସି ଖବର ଏହାକି ଏହି କରୋନା ଭୁତାଣୁ…

ବଢୁଛି ଚିନ୍ତା; ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି…

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଆରମ୍ଭ ହେଲା ରଥଚକର ‘ଦଣ୍ଡା’ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ପୁରୀ ବଡ଼ଦାଣ୍ଡରେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ଖୁସିର କଥା ହେଉଛି ଯେ, ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ନିର୍ମିତ ହେଉଥିବା ସମସ୍ତ ରଥର ସମସ୍ତ ଚକ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ…

ଭାରତରେ ଉଦବେଗ ହେଉଛି ସ୍ଥିତି: ୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ସ୍ୱୟଂ ଚାଳିତ ସାନିଟାଇଜ୍‌ ମେସିନ ପ୍ରସ୍ତୁତ କଲା କଟକର ଏକ ସରକାରୀ ଶିଳ୍ପ ତାଲିମ ସଂସ୍ଥା

କଟକ: ବଢୁଥିବା କରୋନା ସଂକ୍ରମଣ ଏବେ ସମସ୍ତଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାକୁ ସମୂଳେ ନାଶ ପାଇଁ ଟୀକା ନବାହାରିବା ଯାଏଁ ଏଥୁରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ସତର୍କତା । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତା ସହ ନିଜ ହାତକୁ ସାନିଟାଇଜରରେ ବାରମ୍ବାର ଧୋଇବାକୁ…

ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’, ପ୍ରଥମ ପୃଷ୍ଠାରେ ଛାପିଲା ହଜାରେ କରୋନା ମୃତକଙ୍କ ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଆମେରିକାରେ କରୋନା ତାର ତାଣ୍ଡବ ରଚିଛି । ଏହାର ପ୍ରଭାବ ରବିବାର ଦି ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା…

କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା

ଉତ୍ତରପ୍ରଦେଶ: କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା । ସଂକ୍ରମିତ ବ୍ୟବହାର କରିପାରିବେନି ମୋବାଇଲ । ଉତ୍ତରପ୍ରଦେଶର କୋଭିଡ ହସ୍ପିଟାଲରେ ଜାରି ହୋଇଛି ଏଭଳି ନିଦ୍ଦେଶନାମା । ୟପିର ମେଡିକାଲ ଡିଜି କେ.କେ ଗୁପ୍ତା କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍ ବ୍ୟବହାର…

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର, ଷ୍ଟେସନ ଓ ବସଷ୍ଟାଣ୍ଡରେ କୋଭିଡ ସଚେତନତା କରାଯିବ । ସମସ୍ତ ପ୍ରସ୍ଥାନ ଉପରେ ଥର୍ମାଲ ସ୍କ୍ରନିଂ ବ୍ୟବସ୍ଥା…

ଆସନ୍ତା ସେପ୍ଟେମ୍ବରରୁ ପୁଣି ବସିବ ‘ହୁନର ହାଟ’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ହୁନର ହାଟ । ଲୋକଲଟୁ ଗ୍ଲୋବାଲ ବାର୍ତ୍ତା ନେଇ ଏହି ହାଟ ଖୋଲିବ । କରୋନା ପାଇଁ ପ୍ରାୟ ୫ ମାସ ଧରି ଏହା ବନ୍ଦ ଥିଲା । ଚଳିତ ଥର ଲହି ହାଟରେ ବହୁ କାରିଗର ଓ ଶିଳ୍ପୀ ନିଜର ଅନୁପମ ହାତ ତିଆରି ସାମଗ୍ରୀ ସହ ଯୋଗ ଦେବା ସମ୍ଭାବନା ରହିଛି ।…