Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦିଲ୍ଲୀ ଦରବାରରେ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ମଞ୍ଚସ୍ଥ ହେଲା ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ । ଗତ ୨୨ ତାରିଖରେ ବିଶ୍ବଜିତ ଦାସଙ୍କ ଲୋକପ୍ରିୟ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ ଦିଲ୍ଲୀ ସ୍ଥିତ ଶ୍ରୀରାମ ସେଣ୍ଟରରେ ଇଂରାଜୀ ଭାଷାରେ ଅଭିନୀତ ହୋଇଯାଇଛି । ଯାହା ଦର୍ଶକଙ୍କୁ…

ଆମେରିକାର ଏହି ସହରରେ ଇଣ୍ଟରନେଟ୍-ୱାଇଫାଇ ନିଷେଧ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆଜି ଇଣ୍ଟରନେଟ୍ ବିନା ଏକ ବିଶ୍ୱ କଳ୍ପନା କରିବା କଷ୍ଟକର। କାରଣ ଆଜି ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ କେବଳ ଇଣ୍ଟରନେଟ୍ ମାଧ୍ୟମରେ ଏକାଠି କାମ କରିବାକୁ ସକ୍ଷମ ଅଟନ୍। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସହର ଅଛି ଯେଉଁଠାରେ ଇଣ୍ଟରନେଟ୍ ଏବଂ ୱାଇଫାଇ ବ୍ୟବହାର ଉପରେ ପ୍ରତିବନ୍ଧକ ଅଛି।…

ଅଜବ ସଉକ: ଜିଭରେ ଟାଟୁ କଲେ ଯୁବକ, ଆଉ ତାପରେ…

ଆଜିକାଲି ଷ୍ଟାଇଲିସ୍ ଏବଂ କୁଲ ଦେଖାଯିବା ପାଇଁ ଅଧିକାଂଶ ଲୋକ ନିଜ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିଥା’ନ୍ତି। ଯେଉଁମାନେ ଟାଟୁ ବନେବାକୁ ଭଲ ପାଆନ୍ତି, ସେମାନେ ନିଜ ଶରୀରର କୌଣସି ଅଙ୍ଗ ଛାଡନ୍ତି ନାହିଁ। ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜିଭକୁ କାଟି ଟାଟୁ…

କୃଷକ ଦିବସ ୨୦୨୪: ଚାଷୀଙ୍କ ପାଇଁ ସରକାର ଏହି ୬ଟି ଯୋଜନା ଚଳାନ୍ତି, କିପରି ଲାଭ ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୩ ଡିସେମ୍ବର ଭାରତରେ ଜାତୀୟ କୃଷକ ଦିବସ ଭାବରେ ପାଳନ କରାଯାଏ | ଦେଶର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ କୃଷକ ଦିବସ ପାଳନ କରାଯାଏ। ତେବେ କୃଷକ ଦିବସ ଅବସରରେ କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହେଇଥିବା…

କ’ଣ ରହିଛି ମାନଦଣ୍ଡ, କେମିତି ବଛାଯାଏ ଗଣତନ୍ତ୍ର ପରେଡରେ ପ୍ରଦର୍ଶିତ ଝାଙ୍କୀ?

ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ଏବେ ଆପ ଏବଂ ବିଜେପି…

ଦେଖିଛନ୍ତି କି କେବେ ଏହି ଲାଲ ରଙ୍ଗର ଖ୍ରୀଷ୍ଟମାସ ବାର୍ଡ?

ଭୁବନେଶ୍ୱର: ବଡଦିନକୁ ଆଉ ମାତ୍ର ଦୁଇ ଦିନ l ଦୁଇ ଦିନ ପରେ ଖ୍ରୀଷ୍ଟମାସ ସାରା ବିଶ୍ୱରେ ପାଳନ କରାଯିବ l ସାଧାରଣତଃ ଆମେରିକା ସମେତ ୟୁରୋପୀୟ ଦେଶମାନଙ୍କରେ ଏହି ପର୍ବ ବେଶ ଧୁମଧାମରେ ପାଳନ କରାଯାଏ l ତେବେ ଏହି ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ ଏହି ନାମରେ ଏକ ପକ୍ଷୀ ମଧ୍ୟ ଅଛି l…

ରୁଟି ସହ ଖାଆନ୍ତୁ ରାଜସ୍ଥାନର ‘ରସୁଣ ଚଟଣୀ’

ଭୁବନେଶ୍ବର: ରାଜସ୍ଥାନରେ ଲୋକମାନେ ରସୁଣ ଏବଂ ଲଙ୍କା ଚଟଣୀ ବହୁତ ସୌଉକରେ ଖାଆନ୍ତି | ସେଠାରେ ବାଜରା ଏବଂ  ରୁଟି ସହ ରସୁଣ ଲାଲ ଲଙ୍କା ଚଟଣୀ ଖାଆନ୍ତି | ତେବେ ଆସନ୍ତୁ ଆଜି ଶିଖିବା ରାଜସ୍ଥାନୀ ଶୈଳୀରେ ଲଙ୍କା ରସୁଣର ଲାଲ୍ ଚଟଣୀ କିପରି ସହଜରେ ପ୍ରସ୍ତୁତ କରାଯାଏ? ସାମଗ୍ରୀ:୨୦-୨୫ ରସୁଣ…

ଲଞ୍ଚ ହେଲା ନୂଆ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର; ଜାଣନ୍ତୁ ପ୍ରାଇସ, ଫିଚର କ’ଣ ରହିଛି..

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ନିର୍ମାତା ବଜାଜ ଅଟୋ,ନୂଆ ଜେନେରେସନ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି, ଏଥିରେ ନୂଆ ଫିଚର ରହିଛି | ତିନୋଟି ମଡେଲରେ ନ୍ୟୁ ଚେତକ ମାର୍କେଟକୁ ଆସିଛି | ବର୍ତ୍ତମାନ କମ୍ପାନୀ କେବଳ ମିଡ-ଭେରିଆଣ୍ଟ (୧.୨୦ ଲକ୍ଷ ଟଙ୍କା) ଏବଂ ଟପ୍-ସ୍ପେକ୍ ଭର୍ସନ…

ଆପଣ ଘରେ କେତେ ନଗଦ ରଖିପାରିବେ? ନିୟମ ଜାଣନ୍ତୁ ନଚେତ୍ ଆପଣଙ୍କ ଘରେ ହୋଇପାରେ ଆୟକର ଚଢାଉ

ନୂଆଦିଲ୍ଲୀ: କୋରନା ପର ଠାରୁ ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ବୃହତ ଜନସଂଖ୍ୟା ଅନଲାଇନ୍ କାରବାର କରିବାକୁ ପସନ୍ଦ କରନ୍ତି | କିନ୍ତୁ ଯେଉଁ ଲୋକମାନେ ଇଣ୍ଟରନେଟ୍ ବ୍ୟବହାର ଜାଣନ୍ତି ନାହିଁ, ସେମାନେ ଅନଲାଇନ୍ କାରବାର ପରିବର୍ତ୍ତେ ନଗଦ ମାଧ୍ୟମରେ ସେମାନଙ୍କର…

ସାବଧାନ! ଶିଶୁଙ୍କ ପାଟି ଓ ସ୍ବାସ୍ଥ୍ୟକୁ କରନ୍ତୁନି ଅଣଦେଖା, ହୋଇପାରେ ଗମ୍ଭୀର ସମସ୍ୟା

ଏକ ଶିଶୁ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଆ କ୍ଷୀର ଉପରେ ନିର୍ଭର କରିଥାଏ। ଆମେ ଯଦୁ ନବଜାତ ଶିଶୁ କଥା ଆଲୋଚନା କରିବା ତେବେ ସେମାନଙ୍କ ପାଟିରେ ବେଳେବେଳେ ମା' କ୍ଷୀର ଅଠାରେ ପରିଣତ ହୁଏ ଫଳରେ ଏହା ଶିଶୁର ଜିଭରେ ଲାଗିଯାଏ। ଆଉ ପରବର୍ତ୍ତୀ ସମୟରେ ପାଟି ଭିତରେ ଜୀବାଣୁ ସୃଷ୍ଟି…