Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କିଷାନ କ୍ରେଡିଟ କାର୍ଡ କ’ଣ , କେତେ ଋଣ ମିଳିବ ଏବଂ ଏହାର ଲାଭ କିପରି ପାଇବେ?

ନୂଆଦିଲ୍ଲୀ: କୃଷକମାନଙ୍କ ମଧ୍ୟରେ କିଷାନ କ୍ରେଡିଟ୍ କାର୍ଡ (KCC)ହେଉଛି ସବୁଠାରୁ ଲୋକପ୍ରିୟ ଯୋଜନା | କୃଷକମାନଙ୍କ ପାଇଁ ଲୋନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ୧୯୯୮ ମସିହାରେ କେସିସି ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ କୃଷକମାନଙ୍କୁ କୃଷି ଉଦ୍ଦେଶ୍ୟରେ ଲୋନ ଦିଆଯାଏ | ଏହି ଯୋଜନାରେ…

କାହିଁକି ମୃତ୍ୟୁ ପରେ ଲଣ୍ଡା ହୁଅନ୍ତି ସଂପର୍କୀୟ? କ’ଣ ରହିଛି କାରଣ ଜାଣନ୍ତୁ….

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି  । ବିଶେଷ କରି ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ରୀତିନୀତି ଓ ପରମ୍ପରା ପାଳନ  ହେଉଥିବାର ଦେଖିବାକୁ ମିଳିଥାଏ । ସେଥିପାଇଁ ହିନ୍ଦୁ ପରିବାରର କେହି ମରିଗଲେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ  ଅନେକ…

ବିଶ୍ବର ଏହି ସ୍ଥାନମାନଙ୍କରେ ନିଆରା ଢଙ୍ଗରେ ପାଳନ ହୁଏ ଖ୍ରୀଷ୍ଟମାସ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ହେଉଛି ଏକ ପର୍ବ ଯାହା ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନେ ବହୁତ ଉତ୍ସାହ ସହ ଧୁମଧାମ୍ ରେ ସହିତ ପାଳନ କରିଥାନ୍ତି | ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର | ବିଶ୍ୱାସ କରାଯାଏ ଯେ ଯୀଶୁ ଖ୍ରୀଷ୍ଟ ୨୫ଡିସେମ୍ବରରେ ଜନ୍ମ ହୋଇଥିଲେ,…

ଶୀତଦିନେ କିପରି ନିୟନ୍ତ୍ରଣ କରିବେ ୟୁରିକ୍ ଏସିଡ୍? ଆପଣାନ୍ତୁ ବିଶେଷଜ୍ଞଙ୍କ ୩ଟି ଟିପ୍ସ

ୟୁରିକ୍ ଏସିଡ୍‌ର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ। ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବୃଦ୍ଧି ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଯଦି ଶରୀରରେ ୟୁରିକ୍ ଏସିଡ୍ ବହୁ ପରିମାଣରେ ଉତ୍ପନ୍ନ ହୁଏ, ଯକୃତ ସଠିକ୍ ଭାବରେ ଫିଲ୍ଟର୍ କରିବାରେ ଅସମର୍ଥ ହୁଏ ଏବଂ ରକ୍ତରେ…

ରାତି ସାରା ରୁମ୍ ହିଟର ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ନବଜାତଙ୍କ ପାଇଁ ଏହା କେତେ ବିପଜ୍ଜନକ…

ବର୍ତ୍ତମାନ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ରୁମ୍ ହିଟର ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ଥଣ୍ଡା ପ୍ରବଳ ଅନୁଭବ ହେଉଛି ଏବଂ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି । ଏଭଳି ପରିସ୍ଥିତିରେ ଲୋକମାନେ ପ୍ରତ୍ୟେକ ଘରେ ରୁମ୍ ହିଟର ସହିତ…

ମାଇଲ୍ ଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?

ଭୁବନେଶ୍ବର: ଆମେ କୌଣସି ସଡକ ଯାତ୍ରା କଲାବେଳେ ଆମର ପଥ ପଦର୍ଶକ ପାଲଟିଥାଏ ରାସ୍ତା କଡରେ ଥିବା ମାଇଲ୍ ଖୁଣ୍ଟ୍ । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହା ସ୍ଥାପନା କରାଯାଇଥାଏ । ଏହା ଆମର ଗନ୍ତବ୍ୟସ୍ଥଳ ବିଷୟରେ ସୂଚନା ଦେବା ସହ ତାହା କେତେଦୂର ଅଛି ଜଣାଇଥାଏ । ଆପଣକେବେ ଲକ୍ଷ୍ୟ କରିଥିଲେ…

ଘରର ଏହି ଦିଗରେ କରନ୍ତୁ ରୋଷେଇ ଘର ନହେଲେ ଭୋଗିବେ ବାସ୍ତୁ ଦୋଷ

ଭୁବନେଶ୍ବର: ଘର ତିଆରି କରିବା ସମୟରେ ବାସ୍ତୁ ନିୟମକୁ ମନେ ରଖିବା ଅତ୍ୟନ୍ତ ଜରୁରୀ | ବିଶେଷକରି ରୋଷେଇ ଘର | କାରଣ ରୋଷେଇ ଘର କୌଣସି ଘରର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଯଦି ଆପଣ ରୋଷେଇ ଘର ସମ୍ବନ୍ଧୀୟ ନିୟମକୁ ଅଣଦେଖା କରନ୍ତି,…

ଶୀତଦିନ ପାଇଁ ଫେସପ୍ୟାକ୍: ତ୍ବଚାକୁ ଦେବ ଚମକ

ଭୁବନେଶ୍ବର: ଶୀତଋତୁରେ ଚର୍ମର ଅତିରିକ୍ତ ଯତ୍ନ ନେବାକୁ ପଡେ | ଯଦି ତୁମେ ଏହି ଋତୁରେ ଚମକୁଥିବା ତ୍ବଚା ପାଇବାକୁ ଚାହୁଁଛ, ତେବେ ତୁମେ ତୁମ ଚେହେରାରେ କିଛି ଫେପ୍ୟାକ୍ ଲଗାଇ ଚେହାରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିପାରିବ । କଫି ଫେସପ୍ୟାକ୍ ଗୋଟିଏ ଚାମଚ କଫିରେ ଟିକେ ମହୁ ଓ ଦୁଗ୍ଧ…

ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ଆକାଉଣ୍ଟ୍ ଖୋଲିବେ, ଏହାର ଲାଭ କ’ଣ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ୨୨ ଜାନୁୟାରୀ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା | ଝିଅ ସନ୍ତାନଙ୍କ ମା ବାପା ସେମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ତାଙ୍କ ନାମରେ ନିବେଶ କରିପାରିବେ | ନିୟମ…

ସୁଖୀ ଦାମ୍ପତ୍ୟ ଜୀବନରେ ନିଆଁ ଲଗାଏ ଏହି ସବୁ ଭୁଲ୍…

ଭୁବନେଶ୍ବର: ସୁଖୀ ଦାମ୍ପତ୍ୟ ଜୀବନ ଲାଗି ଭଲ ପାଇବା ଓ ପରସ୍ପର ଉପରେ ବିଶ୍ବାସ ରହିବା ନିହାତି ଜରୁରୀ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା, ମୁହଁ ଫୁଲାଫୁଲି ତ ହୋଇଥାଏ । ହେଲେ ବେଳେବେଳେ ଏମିତି ସମୟ ଆସେ, ସମ୍ପର୍କରେ ତିକ୍ତତା ଆସିବାରେ ଲଗିଥାଏ ଓ କେତେବେଳେ କେମିତି ସମ୍ପର୍କ…