Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାଇକରେ ବସିକି ଯାଉଛି ଓଟ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଥିବା ଦେଖୁଥିବେ । ଏହି ଭିଡିଓ ଗୁଡିକରେ, ବିଭିନ୍ନ ପ୍ରକାରର ଲୋକ ବିଭିନ୍ନ କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳୁଛି । କିଛି ଲୋକ ଏପରି କାର୍ଯ୍ୟ କରୁଛନ୍ତି ଆପଣ ଦେଖିଲେ ଭାବପ୍ରବଣ ହୋଇଯାଉଥିବାବେଳେ, ଆଉ କିଛି…

କଲ୍ ଡ୍ରପ୍ କାହିଁକି ହୁଏ, ଏଥିରୁ କିପରି ପାଇବେ ନିସ୍ତାର..

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବେ,ତେବେ ଆପଣଙ୍କ ସହିତ ଅନେକ ଥର ଏପରି ସମସ୍ୟା ହୋଇଥିବ ; ଫୋନରେ କଥା ହେବାବେଳେ ହଠାତ୍ କଲଟି ବିଚ୍ଛିନ୍ନ ହୋଇଯାଏ । ଏପରି ପରିସ୍ଥିତିରେ, ଆପଣ ପୁଣି ଥରେ କଲ୍ କରନ୍ତି ତେବେ କିଛି ମିନିଟ୍ ପରେ ଆପଣଙ୍କ କଲ୍ ଲାଗିଥାଏ । ଏହି ସମସ୍ୟାକୁ…

କାହିଁକି ତରବରିଆରେ ଖାଦ୍ୟ ଖାଇବା ଉଚିତ ନୁହେଁ? ଜାଣନ୍ତୁ କାରଣ..

ବ୍ୟସ୍ତବହୁଳ ଜୀବନ ମଧ୍ୟ ଜୀବନଶୈଳୀକୁ ବିଶୃଙ୍ଖଳିତ କରିଛି। ଯଦି ଆପଣ ସଠିକ୍ ଜୀବନଶୈଳୀ ଏବଂ ରୁଟିନ୍ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ କିଛି ସମୟ ବାହାର କରି ଆପଣଙ୍କ ଜେଜେ ବାପା-ମାଆଙ୍କ ସହିତ ଟିକିଏ ସମୟ ବିତାନ୍ତୁ। ପୂର୍ବ କାଳର ବ୍ୟକ୍ତିଙ୍କଠାରୁ ଏପରି ଜ୍ଞାନ ପାଇବେ ଯାହା ଆପଣଙ୍କ…

କେବଳ ପାଣି ପିଇବା ଦ୍ବାରା କିଡନୀର ଷ୍ଟୋନ ଠିକ୍ ହୋଇପାରିବ କି? କ’ଣ କହୁଛନ୍ତି ଏକ୍ସପର୍ଟ..

ନୂଆଦିଲ୍ଲୀ: କିଡନୀରେ ପଥର ହେବ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି । ବିଶେଷକରି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ହେତୁ ଅନେକ ଲୋକଙ୍କ କିଡନୀରେ ପଥର ବଢିବାରେ ଲାଗେ । ଜୁଗ୍ ଜୁଗ୍ ଜିଓ ଅଭିନେତା ମନମିତ ସିଂ ମଧ୍ୟ ପଥର ସହ ଜଡିତ ଏକ ବଡ଼ ଖୁଲାସା କରିଛନ୍ତି । ମନମିତ ସିଂ କହିଛନ୍ତି ଯେ…

ମୋଗଲ କାଳରେ ହରମରେ ରହୁଥିବା ମହିଳାଙ୍କ ନାମ ବଦଳାଇବାର ପଛର ରହସ୍ୟ କଣ…

ନୂଆଦିଲ୍ଲୀ: ଭାରତରେ ମୋଗଲମାନେ ପ୍ରାୟ ଦେଢ଼ଶହ ବର୍ଷ ଧରି ଶାସନ କରିଥିଲେ। 1526 ମସିହାରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଯାଇଥିଲା l ଏବଂ 1857 ମସିହାରେ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା l ଦେଖିବାକୁ ଗଲେ ଭାରତରେ ମୋଗଲମାନଙ୍କର ଏକ ସୁବର୍ଣ୍ଣ ଇତିହାସ ରହିଛି l କିନ୍ତୁ ମୋଗଲ…

ବିଦେଶରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ କିଏ ଦିଅନ୍ତି ଦରମା? କିପରି ସ୍ଥିର ହୁଏ ବେତନ..

ଆପଣ ନିଶ୍ଚୟ ଶୁଣିଥିବେ ଯେ ଭାରତୀୟ ରାଷ୍ଟ୍ରଦୂତମାନେ ବିଭିନ୍ନ ଦେଶରେ ରୁହନ୍ତି। ଏହା ବ୍ୟତୀତ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନେ ଭାରତରେ ମଧ୍ୟ ରୁହନ୍ତି। କିନ୍ତୁ ଆପଣ ଭାବିଛନ୍ତି କି ଭାରତୀୟ ରାଷ୍ଟ୍ରଦୂତମାନଙ୍କ ଦରମା କିଏ ପ୍ରଦାନ କରେ? ଏହା ବ୍ୟତୀତ ଭାରତୀୟ ରାଷ୍ଟ୍ରଦୂତମାନଙ୍କ ଦରମା…

ଧୋକା ଦେଉଛି କି ଗୁଗୁଲ୍ ମ୍ୟାପ୍? ବ୍ୟବହାର କରିପାରିବେ ଏହି ଭାରତୀୟ ନାଭିଗେସନ୍ ଆପ୍

ନୂଆଦିଲ୍ଲୀ: ନିକଟରେ ଏକ ଦୁଃଖଦ ଘଟଣା ଗୁଗୁଲ୍ ମ୍ୟାପ୍ସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ଗୁରୁଗ୍ରାମରୁ ବରେଲି ଅଭିମୁଖେ ଯାଉଥିବା ଏକ କାର ଗୁଗୁଲ ମ୍ୟାପ ଦେଇ ରାସ୍ତା ଅନୁସରଣ କରି ଏକ ଅର୍ଦ୍ଧ ନିର୍ମିତ ବ୍ରିଜ ଉପରେ ଚଢିଗଲେ। ଯେଉଁ କାରଣରୁ କାରଟି ରାମଗଙ୍ଗା ନଦୀରେ ଖସିପଡିଥିଲା…

ପିଲାଙ୍କ ମନରୁ ଅସଫଳତା ଡର କିପରି କରିବେ ଦୂର, ଆସନ୍ତୁ ଜାଣିବା..

ଭୁବନେଶ୍ବର: ଜୀବନରେ ସମସ୍ତେ ଚାହାଁନ୍ତି ସଫଳ ହେବା ପାଇଁ, କିନ୍ତୁ ଜରୁରୀ ନୁହେଁ ସମସ୍ତଙ୍କୁ ପ୍ରଥମ ପ୍ରୟାସରେ ହିଁ ସଫଳତା ମିଳିଯିବ । ଏପରି ସ୍ଥିତିରେ ଏମିତି ବହୁତ ପିଲା ଅଛନ୍ତି ସେମାନଙ୍କ ମନରେ ଅସଫଳତାର ଡର ଘର ବନେଇ ଦେଇଥାଏ । ଯାହାଦ୍ବାରା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ…

କୌଣସି ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ କି ସରାକର? ଜାଣନ୍ତୁ ଆପଣଙ୍କ ଅଧିକାର

ଆସାମ ସରକାର ରାଜ୍ୟରେ ଗୋମାଂସକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ବର୍ତ୍ତମାନ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ରାଜ୍ୟର କୌଣସି ସର୍ବସାଧାରଣ ସ୍ଥାନରେ ଗୋମାଂସ ଦିଆଯିବ ନାହିଁ। ଏହା ବ୍ୟତୀତ ଲୋକମାନେ ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇ ପାରିବେ ନାହିଁ। ସୋସିଆଲ ମିଡିଆ ସାଇଟରେ ଗୋମାଂସ…

ଯଦି ବ୍ୟବସାୟରେ ଲାଭ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଜଣେ ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାରଣ ଆଜି ଯଦି କୌଣସି ବ୍ୟକ୍ତି ଏକ ନୂଆ ଘର କିଣୁଛି କିମ୍ବା ଏକ ନୂଆ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ସେ ବାସ୍ତୁ ଶାସ୍ତ୍ର ଅନୁସାରେ କରନ୍ତି, ଯାହାଦ୍ୱାରା ତାଙ୍କୁ ବାସ୍ତୁ ଦୋଷର…