Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାସ୍ତୁ ଟିପ୍ସ; ଚାବିକୁ ଘରର ଏହି ଦିଗରେ ରଖନ୍ତୁ, ଭାଗ୍ୟର ତାଲା ଖୋଲିବ

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ରର ଆମ ଜୀବନରେ ଗଭୀର ଗୁରୁତ୍ୱ ରହିଛି । ବାସ୍ତୁ ଶାସ୍ତ୍ରରେ ଜିନିଷର ରକ୍ଷଣାବେକ୍ଷଣ ପାଇଁ ସଠିକ୍ ଦିଗ ଏବଂ ସ୍ଥାନ ଉଲ୍ଲେଖ କରାଯାଇଛି | ବିଶ୍ୱାସ କରାଯାଏ ଯେ ଯଦି ଆପଣ ବାସ୍ତୁ ନିୟମକୁ ସଠିକ୍ ଭାବରେ ପାଳନ କରନ୍ତି ତେବେ ଆପଣ କଦାପି ଟଙ୍କା ଅଭାବର ସମ୍ମୁଖୀନ…

ଶୀତଋତୁରେ ଏହି ରଙ୍ଗୀନ ଫୁଲଗଛ ଲଗାନ୍ତୁ ବଗିଚାରେ ..

ଭୁବନେଶ୍ବର: ଶୀତଦିନରେ ନିଜ ବଗିଚାର ସୁନ୍ଦରତାକୁ ଦ୍ବିଗୁଣ କରିବାକୁ ଯଦି ଚାହୁଁଛନ୍ତି ତେବେ ଅତି ଶୀଘ୍ର ନିଜ ବଗିଚାରେ ଶୀତଋତୁରେ ଫୁଟୁଥିବା ଫୁଲ ଗଛ ନର୍ସରୀରୁ ଆଣି ଘର ବଗିଚାରେ ଲଗାନ୍ତୁ । ଦେଢ ମାସ ଭିତରେ ଗଛରେ ଫୁଲ ଫୁଟିଯିବ । ଆଉମଧ୍ୟ ଅଧିକାଂଶ ଫୁଲ ଗଛ ବିନା ଖତରେ ଭଲଭାବରେ…

ଡାକ୍ତରୀ ପାଠ ପଢିପାରିବେନି ଝିଅ: ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ ଝିଅମାନେ କିମ୍ବା ମହିଳାମାନେ ଡାକ୍ତରୀପାଠ ପଢିପାରିବେ ନାହିଁ…

ମାଇକ୍ରୋୱେଭ୍‌ରେ ଖାଦ୍ୟ ଗରମ କରିବା କେତେ ସୁରକ୍ଷିତ? ଜାଣନ୍ତୁ ସବିଶେଷ ତଥ୍ୟ

କ୍ରମାଗତ ଭାବରେ ବଦଳୁଥିବା ଟେକ୍ନୋଲୋଜି ସହିତ ଘରର ରୋଷେଇ ଘର ମଧ୍ୟ ହାଇ-ଟେକ୍ ହୋଇପାରିଛି। ଆଜିକାଲି ଖାଦ୍ୟ ଗରମ ଏବଂ ରାନ୍ଧିବା ପାଇଁ ମାଇକ୍ରୋୱେଭ୍ ବହୁଳ ଭାବରେ ବ୍ୟବହୃତ ହେଇଛି। ଅଫିସ୍, ରେଷ୍ଟୁରାଣ୍ଟ, ହୋଟେଲ କିମ୍ବା ଘର ରୋଷେଇ ହେଉ, ଖାଦ୍ୟ ଗରମ କରିବା ପାଇଁ ମାଇକ୍ରୋୱେଭ୍ ସବୁ…

ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ସେବନ ନୀରବ ଘାତକ, ଶୀଘ୍ର ଆସେ ବାର୍ଦ୍ଧକ୍ୟ

ବଜାରରେ ବିକ୍ରି ହେଉଥିବା ପ୍ରକ୍ରିୟାକୃତ ପ୍ୟାକେଟ୍‌ ଖାଦ୍ୟର ଗୁଣବତ୍ତା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଖାଉଟିମାନେ ଅଧିକ ଟଙ୍କା ଦେଇ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ନିମ୍ନମାନର ଖାଦ୍ୟ କ୍ରୟ କରୁଛନ୍ତି। ଖାଉଟିମାନେ ଚକଚକିଆ ପ୍ୟାକେଟ୍‌ରେ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ବିଷ କ୍ରୟ…

ପାନ୍ ୨.୦: ନୂଆ ପାନ୍ କାର୍ଡ କିପରି ଆପ୍ଲାଏ କରିବେ? ଜାଣନ୍ତୁ ନୂଆ ନକଲେ କେଉଁ ସମସ୍ୟା ହେବ..

ନୂଆଦିଲ୍ଲୀ: ଆୟକର ବିଭାଗ ପ୍ୟାନ କାର୍ଡର ନୂତନ ୨.୦ ସଂସ୍କରଣ ଲଞ୍ଚ କରିଛି । ୧୯୭୨ ମସିହା ପରଠାରୁ କାର୍ଯ୍ୟକ୍ଷମ ଥିବା ପାନ୍ କାର୍ଡର ଏହା ଏକ ନୂତନ ସଂସ୍କରଣ ଏବଂ ଏହାକୁ କରିବା ବାଧ୍ୟତାମୂଳକ ଅଟେ । ନୂତନ ପାନ୍ କାର୍ଡ ୨.୦ ରେ, କ୍ୟୁଆର୍ କୋଡ୍ ସହିତ ଅଧିକ ସୁରକ୍ଷିତ ଟେକ୍ନୋଲୋଜି ସହିତ…

ଭାରତର ସବୁଠୁ ବଡ ଶ୍ମଶାନ ଘାଟ, ଯେଉଁଠି ଚିତା ହୁଏନି ଥଣ୍ଡା

ବାରଣାସୀ: ଭାରତରେ ଏମିତିରେ ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଶ୍ମଶାନ୍ ଘାଟ ରହିଛି । ଯେଉଁଠାରେ ମୃତବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । କିନ୍ତୁ ଆମ ଦେଶରେ ଏପରି ଏକ ଶ୍ମଶାନ ଘାଟ ଅଛି ଯାହାକି ଦେଶର ସବୁଠାରୁ ବଡ ଶ୍ମଶାନ ଘାଟ ଭାବରେ ପରିଚିତ l ସବୁଠାରୁ ବଡ କଥା ହେଉଛି ଏଠାରେ କେବେ ବି…

ସ୍ବପ୍ନ ଶାସ୍ତ୍ର: ସ୍ବପ୍ନରେ ଦେବଦେବୀଙ୍କୁ ଦେଖିଲେ କେଉଁସବୁ ଶୁଭ ସୂଚନା ମିଳେ!

ଭୁବନେଶ୍ବର:ଶୋଇବାବେଳେ ଆମେ କେବେକେବେ ଦେବାଦେବୀଙ୍କ ସ୍ବପ୍ନ ଦେଖିଥାଉ । ଦେଖିବାକୁ ଗଲେ ସ୍ବପ୍ନରେ ଠାକୁରଙ୍କୁ ଦେଖିବା ଶୁଭ ସଙ୍କେତ ଅଟେ । ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ କେଉଁ ଦେବାଦେବୀଙ୍କୁ ସ୍ବପ୍ନରେ ଦେଖିଲେ କେଉଁ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା: -ସ୍ବପ୍ନରେ ଶ୍ରୀରାମଙ୍କ…

ଚୀନରେ ମିଳିଲା ବଡ଼ ମୁଣ୍ଡ ବିଶିଷ୍ଟ ରହସ୍ୟମୟ ପ୍ରାଚୀନ ମଣିଷ ପ୍ରଜାତି

ନୂଆଦିଲ୍ଲୀ: ଚୀନରେ ମିଳିଲା ମାନବଙ୍କ ନୂଆ ପ୍ରଜାତି । ସେମାନେ ୩ଲକ୍ଷରୁ ୫ହଜାର ବର୍ଷ ପୂର୍ବେ ଏହି ପୃଥିବୀରେ ବସବାସ କରୁଥିଲେ । ସେମାନଙ୍କ ମୁଣ୍ଡ ବହୁତ ବଡ ଥିଲା । ଏହି ମାନବ ପ୍ରଜାପତିଙ୍କ ନାଁ ହେଲା 'ହୋମୋ ଜୁଲୁଏନସିସି' , ଏହାର ଅର୍ଥ ବଡ ମୁଣ୍ଡ । ଆମେମାନେ ହୋମୋ ସାପିଅନ୍ ପ୍ରଜାତି…

ଗୁଗୁଲ୍ ଷ୍ଟୋରେଜ୍ ବୃଦ୍ଧି କରିବାର ସହଜ ଉପାୟ, ହେବନି ଟଙ୍କା ଖର୍ଚ୍ଚ

ଅନେକ ଲୋକ ନିଜ ଫୋନରେ ଷ୍ଟୋରେଜ୍ ସମସ୍ୟାର ସମ୍ମୁଖୀନ ହେବା ମାତ୍ରେ ଫୋନ୍ ବଦଳାଇବାକୁ କିମ୍ବା ଷ୍ଟୋରେଜ୍ କିଣିବାକୁ ସ୍ଥିର କରନ୍ତି। କିନ୍ତୁ ଷ୍ଟୋରେଜ୍ ହେତୁ ଫୋନ୍ ପରିବର୍ତ୍ତନ କରିବାର ନିଷ୍ପତ୍ତି ଭୁଲ ଅଟେ। ଷ୍ଟୋରେଜ୍ କିଣିବା ପୂର୍ବରୁ ଆପଣ ନିଜ ଫୋନରେ କିଛି ସେଟିଂ କରିବା ଉଚିତ୍। ଏହା…