Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କ’ଣ ଏହି କୋଲ୍ଡ ମୁନ୍? କେବେ ଓ କେଉଁଠି ନଜର ଆସିବ..

ନୂଆଦିଲ୍ଲୀ: ୨୦୨୪ ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି । ଏହି ଶେଷ ମାସରେ, ବିଶ୍ୱ ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣାର ସାକ୍ଷୀ ହେବ । ଏହି ମାସରେ ବିଶ୍ୱ କୋଲ୍ଡ ମୁନ୍ ବା ଶୀତଳ ଚନ୍ଦ୍ର ଦେଖିବ । ଆପଣ ହୁଏତ ଫୁଲମୁନ୍, ସୁପର ମୁନ୍, ହଣ୍ଟର୍ ମୁନ୍ ଦେଖିଥିବେ, କିନ୍ତୁ କୋଲ୍ଡ…

ଏ ହେଉଛି ଦେଶର ବହୁ ଚର୍ଚ୍ଚିତ ଦଙ୍ଗା, ଯେଉଁଥିରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଆପଣମାନେ ସାଧାରଣତଃ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ହେଉଥିବା ଘଟଣା ପ୍ରାୟତଃ ଶୁଣିଥିବେ l ଏହି ଦଙ୍ଗାରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଥାନ୍ତି l ବାସ୍ତବରେ ଆମ ଦେଶରେ ଦଙ୍ଗାର ଇତିହାସ ବହୁ ପୁରୁଣା l ଝିମିଟି ଖେଳରୁ ମହାଭାରତ ହେବ ପରି ସାମାନ୍ୟ ଘଟଣାକୁ ନେଇ ବିଭିନ୍ନ…

କୃତ୍ରିମ ବର୍ଷା କ’ଣ, ଏଥିପାଇଁ କେତେ ଖର୍ଚ୍ଚ ହୁଏ? ଜାଣନ୍ତୁ ଏହାର ପର୍ଯ୍ୟାୟ…

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀକୁ ଏକ ଗ୍ୟାସ ଚାମ୍ବର କୁହାଯାଉଛି। ଏହା କହିବା ଭୁଲ ନୁହେଁ। କାରଣ ରାଜଧାନୀରେ ବାୟୁର ଗୁଣବତ୍ତା ସାଙ୍ଘାତିକ ହେବାରେ ଲାଗିଛି। ମଙ୍ଗଳବାର ସକାଳ ୭ ଟାରେ ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ରୁ ଅଧିକ ରେକର୍ଡ କରାଯାଇଛି। ଦିଲ୍ଲୀର…

କେଉଁଠାରେ ବିକ୍ରି ହୁଏ ମାଆ କ୍ଷୀର, କାହିଁକି ରହିଛି ବ୍ରେଷ୍ଟ ମିଲ୍କର ଚାହିଦା ?

ନୂଆଦିଲ୍ଲୀ: ମାଆ କ୍ଷୀର ପ୍ରତି ଶିଶୁ ପାଇଁ ବହୁତ ପୁଷ୍ଟିକର ଖାଦ୍ୟ। ନବଜାତ କିମ୍ବା ଛୋଟ ପିଲା ମାଆ କ୍ଷୀର ପିଇଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ। ସଂକ୍ରମଣ ହେବାର ବିପଦ କମ ହୋଇଥାଏ ଏବଂ ଶିଶୁର ଶାରୀରିକ ବୃଦ୍ଧି ମଧ୍ୟ ଘଟିଥାଏ। ଗତ କିଛି ଦଶନ୍ଧିରେ ଦେଶ ଦୁନିଆରେ…

ହ୍ୱାଟସ୍ ଆପରେ କଲ୍ ରେକର୍ଡ ହେଉନି କି? କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ୱାଟସ୍ ଆପ୍, ଯାହାର ବ୍ୟବହାର ଭାରତ ତଥା ବିଶ୍ୱର ଅଧିକାଂଶ ଲୋକେ କରୁଛନ୍ତି l ମେସେଜ ପଠାଇବା, ଅଡିଓ କିମ୍ବା ଭିଡିଓ କଲ କରିବା ଭଳି କାର୍ଯ୍ୟ ପାଇଁ ଏହି ଆପ୍ ବ୍ୟବହୃତ ହୁଏ l ଏବେ ଏଥିରେ ଟଙ୍କା ନେଣଦେଣର…

କାହିଁକି ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା?

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ୨୧୩.୧୪ କୋଟି ଟଙ୍କା ଜୋରିମାନା ଲାଗୁ କରିବାକୁ ପ୍ରତିଯୋଗୀତା ଆୟୋଗ (ସିସିଆଇ) ର ନିଷ୍ପତ୍ତି ସହ ସହମତ ନୁହେଁ ବୋଲି କହିଛି ମେଟା। ଏହାସହ ଏହା ବିରୋଧରେ ଆବେଦନ କରିବାକୁ ଯୋଜନା କରିଛି। ସୋମବାର ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ସିସିଆଇ…

ଶୀଘ୍ର ଫୁଲ୍ ହୋଇଯାଉଛି କି ଆପଣଙ୍କ ଜିମେଲ ଷ୍ଟୋରେଜ, କରନ୍ତୁ ଏହି ଉପାୟ…

ଭୁବନେଶ୍ୱର: ଜିମେଲର ଷ୍ଟୋରେଜ ଫୁଲ ହେବା ଆଜିକାଲି ଏକ ସାଧାରଣ ସମସ୍ୟା l ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ 15 GB ଷ୍ଟୋରେଜ୍ ପ୍ରଦାନ କରାଯାଇଥାଏ l ଇମେଲ ଆଟାଚମେଣ୍ଟ, ବଡ ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ କାରଣରୁ ଏହି ଷ୍ଟୋରେଜ୍ ବହୁତ ଶୀଘ୍ର ଫୁଲ୍ ହୋଇଯାଏ l ଯେତେବେଳେ…

ଅଜବ ପରମ୍ପରା: ପୁରୁଷ ମାନେ ହୁଅନ୍ତି ମହିଳାଙ୍କ ପରି ସଜ

ଥିରୁବନ୍ତପୁରମ: ବିଭିନ୍ନ ଧର୍ମ ଏବଂ ସଂସ୍କୃତି ହେତୁ ଭାରତରେ ଅନେକ ଅନନ୍ୟ ରୀତିନୀତି ଏବଂ ପରମ୍ପରା ଦେଖିବାକୁ ମିଳେ l ଏହି ଅନନ୍ୟ ପରମ୍ପରାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କେରଳର କୋଟନକୁଲଙ୍ଗରା ଶ୍ରୀ ଦେବୀ ମନ୍ଦିରରେ ଦେଖିବାକୁ ମିଳୁଥିବା ପରମ୍ପରା l ଏହି ମନ୍ଦିରରେ ଦେବୀ ମା'ଙ୍କୁ ପୂଜା…

ରିଭର୍ସ ଏଜିଂ କଣ ? ସତରେ କଣ ଫେରିଆସେ କି ବୃଦ୍ଧାବସ୍ଥାରୁ ଯୌବନ ଅବସ୍ଥା…

ଆମେ ସମସ୍ତେ ବାର୍ଦ୍ଧକ୍ୟ ପ୍ରକ୍ରିୟା ଦେଇ ଗତି କରୁ। ସମୟ ସହିତ ଆମର ଚର୍ମ ଢିଲା ହୋଇଯାଏ, କେଶ ଧୂସର ହୋଇଯାଏ ଏବଂ ଆମର ଶାରୀରିକ ଦକ୍ଷତା ହ୍ରାସ ହୁଏ। କିନ୍ତୁ ଆପଣ ଜାଣନ୍ତି କି ବୈଜ୍ଞାନିକମାନେ ବର୍ତ୍ତମାନ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଓଲଟାଇବାକୁ କାର୍ଯ୍ୟ କରୁଛନ୍ତି। ହଁ, ଏହା ସତ!…

ସବୁ ପ୍ରାଣୀଙ୍କ ଆଖିରେ ଭିନ୍ନ ଦୁନିଆର ରଙ୍ଗ: ଜାଣି ଆଶ୍ଚର୍ଯ୍ୟ ହେବେ…

ମଣିଷ ଦୁନିଆରେ ବିଭିନ୍ନ ରଙ୍ଗ ଅନୁଭବ କରେ। ଏହି ଦୁନିଆରେ ଆମେ ରଙ୍ଗୀନ ଜିନିଷ ଦେଖୁ, କିନ୍ତୁ ଆପଣ ଜାଣନ୍ତି କି ପଶୁମାନଙ୍କ କ୍ଷେତ୍ରରେ ଏହା ନୁହେଁ। ପଶୁମାନେ ବିଭିନ୍ନ ରଙ୍ଗ ବୁଝିବାରେ ସକ୍ଷମ ନୁହଁନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଭିନ୍ନ ପ୍ରାଣୀ ବିଭିନ୍ନ ରଙ୍ଗରେ ଜଗତକୁ…