Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସିପିଆର କେତେ ଲାଭଦାୟକ, ହୃଦଘାତ ସମୟରେ ସାହାଯ୍ୟ ଦିଏ କି?

ଆଜିକାଲି ଆମର ଭୁଲ ଅଭ୍ୟାସ ଯୋଗୁଁ ଅନେକ ବିପଜ୍ଜନକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଏବଂ ଛାତି ଯନ୍ତ୍ରଣା ଭଳି ମାମଲା ଅଧିକ ସାମ୍ନାକୁ ଆସିଛି। ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଯୁବକମାନେ ମଧ୍ୟ ଏହାର ଶିକାର ହେବାକୁ ଯାଉଛନ୍ତି। ଏଗୁଡ଼ିକ…

କ’ଣ ଆପଣ ମଧ୍ୟ ଘରେ ଲଗେଇଛନ୍ତି କି ଏହି ୫ ଫଟୋ? ଭୋଗି ପାରନ୍ତି ଏହି ବଡ ଅସୁବିଧା..

ଭୁବନେଶ୍ବର: ମାନବ ସଭ୍ୟତାରେ ଘର, ବଙ୍ଗଳା ଓ ଦୋକାନ ଇତ୍ୟାଦି ସଜାଇବା ପ୍ରଥା ରହିଆସିଛି । ସେଥିମଧ୍ୟରୁ ଫଟୋ ଗୁଡିକରେ ଘର ସଜାଇବା ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଘରର ସକାରାତ୍ମକତା ବଢାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ୭ଟି ଘୋଡାର ଫଟୋ ପରି ସକରାତ୍ମକ…

ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀଯୁକ୍ତ ଦାସ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…

ଏ ଆର ରହମାନ ମୋ ବାପା ଭଳି, ଅପପ୍ରଚାର କରନ୍ତୁନି: ମୋହିନି

ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏ.ଆର୍ ରହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ପ୍ରଶଂସକଙ୍କୁ ଚକିତ କରିଥିଲା। ଏହାରି ମଧ୍ୟରେ ଏ. ଆର୍ ରହମାନଙ୍କ ସହ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଯାହା ପରେ ରହମାନ ଓ ମୋହିନିଙ୍କ ସମ୍ପର୍କକୁ…

ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ

ହାଇଦ୍ରାବାଦ: ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ।ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ହାଇଦ୍ରାବାଦର ଏକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଏହି ଅଘଟଣ ଘଟିଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୧ ବର୍ଷର ଛାତ୍ର ଏକାଥରେ…

ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?

ଶୀତଋତୁ ଆରମ୍ଭ ହୋଇଯାଇଛି ଏବଂ ତାଜା ଅଁଳାର ବିକ୍ରି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି । ଯଦିଓ ଅଁଳାକୁ ଶୀତଋତୁର ଫଳ କୁହାଯାଏ, କିନ୍ତୁ ଏହା ବଜାରରେ ଶୁଖିଲା, ପ୍ରକ୍ରିୟାକୃତ, ପାଉଡର କିମ୍ବା ଜୁସ୍ ଆକାରରେ ମିଳିଥାଏ । କିନ୍ତୁ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ସମସ୍ତ ବିକଳ୍ପ ଅପେକ୍ଷା…

ବଢୁଛି ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର, ଗିରଫ ହେଲେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ…

ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ରେଜଲ୍ଟ ପରେ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ। ସେ ଉଦ୍ଧବଙ୍କ ପରାଜୟକୁ ତାଙ୍କ କର୍ମର ଫଳାଫଳ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁମାନେ ମହିଳା ଏବଂ ଅନ୍ୟମାନଙ୍କୁ ଅପମାନ କରନ୍ତି…

ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା

ତେଲ ଅଭିଭ: ଗତ କିଛି ମାସ ଧରି ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଚାଲିଛି। ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛି। ଖବର ମୁତାବକ, ରବିବାର ଦିନ ହିଜବୁଲ୍ଲା ଇସ୍ରାଏଲ ଉପରେ ୨୫୦ରୁ ଅଧିକ ରକେଟ ମାଡ କରିଥିଲା। ଏହି ଆକ୍ରମଣରେ ଅତି କମରେ ୭ ଜଣ ଆହତ…

ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା

ଥିରୁଅନନ୍ତପୁରମ୍: ପିଲାବେଳେ ଆମକୁ ୧୦ ୧୦ ଫର୍ଦ୍ଦ ପ୍ରାକ୍ଟିସ୍ ନୋଟ୍ ଲେଖିବାକୁ ପଡେ । ଓଡିଆ, ଇଂରାଜୀ ସାଙ୍ଗକୁ ହିନ୍ଦୀ ହସ୍ତାକ୍ଷର । ଆଉ ବୟସ ବଢିବା ସଙ୍ଗେ ସଙ୍ଗେ ଲେଖାର ଭାର ମଧ୍ୟ ବଢିବାକୁ ଲାଗେ । ବିଭିନ୍ନ ଆସାଇନମେଣ୍ଟ, ପ୍ରାକ୍ଟିକାଲ ନୋଟ୍ ସବୁ ଭିତରେ କାର୍ଯ୍ୟଭାର ବଢିଯାଏ ।…