Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମାସେ ରୁଟି ନ ଖାଇଲେ କ’ଣ ମିଳିବ ଫାଇଦା ? ଆସନ୍ତୁ ଜାଣିବା ….

ଭୁବନେଶ୍ଵର: ଆମ ସମସ୍ତଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ପାଲଟିଛି ରୁଟି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅଧିକାଂଶ ଲୋକ ଅଟାଜାତୀୟ ଖାଦ୍ୟକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି , ଯଦି ଆପଣ ୧ ମାସ ଅଟାଜାତୀୟ ଖାଦ୍ୟ ନଖାଇବେ ଏହା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇବ ? ଆସନ୍ତୁ…

ଅଜବ ପରମ୍ପରା: ଭଗବାନ ଭାବରେ ପୂଜା ପାଆନ୍ତି କୁକୁର, ଗାଈ, କାଉ, ଷଣ୍ଢ….

ଭୁବନେଶ୍ୱର: ଆମ ଦେଶରେ ଭିନ୍ନ ଭିନ୍ନ ଧର୍ମ ଏବଂ ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବ ପାଳନ କରିବା ପାଇଁ ଏକ ଭିନ୍ନ ଉପାୟ ଅଛି । ନେପାଳରେ ମଧ୍ୟ ଏହିପରି ଏକ ପର୍ବ ପାଳନ କରାଯାଏ । ଏହି ପର୍ବ ଏବଂ ଏହାକୁ ପାଳନ କରିବାର ଉପାୟ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଭାରତର ପଡୋଶୀ…

କ’ଣ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ଦ୍ବାରା କମ୍ ହୋଇଥାଏ ଡାଇବେଟିସ୍

ଭୁବନେଶ୍ବର: ପ୍ରାତଃ ଭ୍ରମଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲିବା ଦ୍ବାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ରହିଥାଏ । ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଡାଇବେଟିସ୍ ହେବାର ଆଶଙ୍କା କମାଇବା ପାଇଁ ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚାଲିବାକୁ ପରାମର୍ଶ ଦେଇଥାଏ । ତେବେ ଏକ ନୂତନ…

କେବେଠୁ ଆରମ୍ଭ ହେଲା ଦୀପାବଳି: ସବୁ ଯୁଗ କୁହେ ଭିନ୍ନ ପୌରାଣିକ କାହାଣୀ….

ଭୁବନେଶ୍ୱର: କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଦୀପାବଳି କେବେଠୁ ପାଳନ କରାଯାଉଛି ଏହାକୁ ନେଇ ବିଭିନ୍ନ ପୌରାଣିକ କଥା ବସ୍ତୁରେ ବିଭିନ୍ନ କଥା ରହିଛି। ତେବେ ଖାଲି ଯେ ପ୍ରଭୁ ଶ୍ରୀରାମ ଏହି ଦିନ ୧୪ ବର୍ଷ ବନବାସ ପରେ ଅଯୋଧ୍ୟା ଫେରିଥିଲେ ତାହା ନୁହେଁ,…

କାଠ ପାନିଆଁ ବ୍ୟବହାର ଦ୍ବାରା କେଶକୁ ମିଳିଥାଏ କେଉଁ ସବୁ ଲାଭ?

ଭୁବନେଶ୍ବର: କ'ଣ ଆପଣ କେଶର ଯତ୍ନ ନେବାକୁ ପ୍ଲାଷ୍ଟିକ୍ ପାନିଆଁ ବ୍ୟବହାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ କେଶକୁ ପ୍ଲାଷ୍ଟିକ୍ ପାନିଆଁ ରେ କୁଣ୍ଡାଇଲେ ଆପଣଙ୍କ କେଶକୁ ଖରାପ କରିପାରେ । ସେହି ସମୟରେ, ଜେଜେମା’ଙ୍କ ସମୟରୁ ବ୍ୟବହୃତ କାଠ ପାନିଆଁ ଆପଣଙ୍କ କେଶର ସ୍ୱାସ୍ଥ୍ୟ ପାଇଁ…

ବ୍ରାଣ୍ଡେଡ୍ ନା ଜେନେରିକ୍? କେଉଁ ଔଷଧ ଆମ ପାଇଁ ଭଲ

ଏହି ଯୁଗରେ ବଢୁଥିବା ମୁଦ୍ରାସ୍ଫୀତି ଯୋଗୁଁ ଅନେକ ଲୋକ ଆର୍ଥିକ ଚାପର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଜେନେରିକ୍ ଔଷଧଗୁଡିକ ସାଧାରଣ ଲୋକଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ…

ଆସିଲାଣି ପର୍ଯ୍ୟଟନ ଋତୁ, ଏଥର ବୁଲିବାକୁ ଯାଆନ୍ତୁ ସାପୁଆ ଡ୍ୟାମ

ଢେଙ୍କାନାଳ: ଜଳଭଣ୍ଡାରର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ଵୟ ‘ସାପୁଆ’ । କଂକ୍ରିଟ୍ ଜଙ୍ଗଲ ଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡି ଦେଇଛି ସବୁକିଛି । ଯାହାର ଶୋଭା ଆକର୍ଷିତ କରୁଛୋ ସହରୀ ମଣିଷଙ୍କୁ । ହିନ୍ଦୋଳ ବଲ୍କ ରାସୋଳ ଅଞ୍ଚଳର କ୍ଷୁଦ୍ର…

ଫଳ ନା ଫଳରସ ? ସ୍ୱାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭଦାୟକ

ସୁସ୍ଥ ରହିବା ପାଇଁ ଡାକ୍ତରମାନେ ପ୍ରାୟତଃ ଫଳ ଖାଇବା କିମ୍ବା ଫଳ ରସ ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ସବୁବେଳେ ପ୍ରଶ୍ନ ଉଠେ ଯେ ଫଳ ଖାଇବା ଭଲ ନା ଏହାର ରସ ପିଇବା ଅଧିକ ଲାଭଦାୟକ ? ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ ବୁଝିବା ପାଇଁ IANS ପୁଷ୍ଟିକର ବିଶେଷଜ୍ଞ ରିଦ୍ଧି ଖାନ୍ନାଙ୍କ ସହ…

ଆଜି ଦୀପାବଳି: ତାରିଖକୁ ନେଇ ଦ୍ଵନ୍ଦ, ଜାଣନ୍ତୁ କଣ କହୁଛନ୍ତି ପାଞ୍ଜିକାର

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ । ଦୀପାବଳିର କିଛି ଦିନ ପୂର୍ବରୁ ହିଁ…

ଏହି ସବୁ ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ କରେ ଦୁର୍ବଳ

ଏକ ସୁସ୍ଥ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଏହାର ସାହାଯ୍ୟରେ ଶରୀର ରୋଗ ସହ ଲଢିବାକୁ ସକ୍ଷମ ହୁଏ ଏବଂ ଅସୁସ୍ଥ ହେଲେ ଶୀଘ୍ର ସୁସ୍ଥ ହେବାକୁ ସକ୍ଷମ ହୁଏ। ରୋଗ ପ୍ରତିରୋଧ ସାମର୍ଥ୍ୟ ପ୍ରକୃତିଦତ୍ତ। ଏହାର ଦାୟିତ୍ୱ ନେବା ପାଇଁ ପ୍ରକୃତି ଶରୀରରେ ଖଞ୍ଜିଛି…