Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଯଦି ପୃଥିବୀରୁ ଲୋପ ପାଇ ଯାଆନ୍ତି ମଣିଷ ଜାତି….

ଭୁବନେଶ୍ବର: କେବେ ଆପଣ ଭାବିଛନ୍ତି କି? ଯଦି ପୃଥିବୀରେ ମଣିଷ ହିଁ ନ ରହେ..ପରିବର୍ତ୍ତିତ ଜଳବାୟୁ ଏବଂ ବାରମ୍ବାର ବିଶ୍ବ ଯୁଦ୍ଧ ଯଦି ପୃଥିବୀରୁ ମଣିଷର ଚିହ୍ନ ଲିଭାଇ ଦିଏ? ତାହାଲେ କ’ଣ ହେବ? ମଣିଷ ପରେ କିଏ ପୃଥିବୀରେ ରାଜ୍ କରିବ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଖୋଜି ବାହାର…

ଦ୍ଵୀପର ନାଁ ‘ବିଲେଇ ଦ୍ଵୀପ’: ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ ଜାଣୁ ଯେ ଦେଶ ତଥା ବିଭିନ୍ନ ଅଞ୍ଚଳରେ ମଣିଷଙ୍କ ସଂଖ୍ୟା ଅଧିକ ଥାଏ । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠି ମଣିଷଙ୍କ ଅପେକ୍ଷା କୌଣସି ପଶୁଙ୍କ ସଂଖ୍ୟା ଅଧିକ ରହିଛି । ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ମଣିଷଙ୍କ ଅପେକ୍ଷା…

ଏବେ ଘରେ ବସି ଜାଣିପାରିବେ ଯେ କୌଣସି ସ୍ଥାନର ଏୟାର କ୍ୱାଲିଟି ଇଣ୍ଡେକ୍ସ…

ନୂଆଦିଲ୍ଲୀ: ବଦଳୁଥିବା ପାଣିପାଗ ସହିତ ଦ୍ଵାର ମୁହଁରେ ପହଞ୍ଚିଲାଣି ଶୀତ । ଚାରିଆଡେ କୁହୁଡିର ଧଳା ଚାଦର । ଧୁଆଁ ଧୁଆଁ ପାହାନ୍ତି ସକାଳ । ଶୀତ ଋତୁ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି ଧୂଆଁ ସଦୃଶ୍ୟ କୁହୁଡି । ତେବେ କହିରଖୁଛୁ ଯେ ଏହି କୁହୁଡି ଋତୁ କାଳୀନ ନୁହେଁ ଦିଲ୍ଲୀ ବାୟୁ…

ଆ – କା – ମା – ବୈ: ଶେଷ ହେଲା ଧର୍ମ ମାସ କାର୍ତ୍ତିକ

ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗର, କୁଆଖାଇରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି…

କେଉଁ ଆପ୍ ଅଧିକ ସୁରକ୍ଷିତ ଏବଂ ଗୋପନୀୟ ?

ସମଗ୍ର ବିଶ୍ୱରେ ମେସେଜିଂ ଆପ୍ ଦୃଷ୍ଟିରୁ ହ୍ୱାଟସ୍ ଆପ୍ ଏକ ବଡ଼ ସ୍ଥିତି ହାସଲ କରିଛି। ସମଗ୍ର ବିଶ୍ୱରେ ପ୍ରାୟ ୨.୯ ବିଲିୟନ ଲୋକ ଏହା ମାଧ୍ୟମରେ ଯୋଗାଯୋଗ କରନ୍ତି। ଏହାର ସହଜ-ବ୍ୟବହାର ଇଣ୍ଟରଫେସ୍, ଗ୍ରୁପ୍ ଚାଟ୍ ଏବଂ ମିଡିଆ ଅଂଶୀଦାର ସୁବିଧା ଏହାକୁ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ…

ବିଦେଶରେ ରାଜ୍ କରୁଛି ଭାରତରେ ନିର୍ମିତ ଆଇଫୋନ୍, ବଜାରରେ ବଢିଛି ଆପଲ୍ କ୍ରେଜ୍

ଆପଲ୍ ଆଇଫୋନ୍ ପାଇଁ କ୍ରେଜ୍ ଏପରି ଯେ ନୂଆ ଆଇଫୋନ୍ ଆସିବା ମାତ୍ରେ ଲୋକମାନେ ଫୋନ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ଯେ ଆପଲ୍ ସ୍ମାର୍ଟଫୋନ୍ ରପ୍ତାନୀର ପୂର୍ବ ରେକର୍ଡଗୁଡିକ ଭାଙ୍ଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ…

କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ଏହି ଦେଶ ମାନଙ୍କରେ ବି ମନା ବୁର୍ଖା …

ନୂଆଦିଲ୍ଲୀ: ନିକଟରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର l ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ମହିଳାମାନଙ୍କ ବୁର୍ଖାକୁ ନେଇ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ପାଇଁ ଏବେ ଦେଶ ବିଷୟରେ ସବୁଠି ଆଲୋଚନା କରାଯାଉଛି l ବୁର୍ଖାକୁ ନେଇ ଲାଗିଥିବା ଏହି…

ଅଜବ ପରମ୍ପରା: ବିବାହ ପୂର୍ବରୁ କାଟନ୍ତି ନିଜର ଜିଭ, କାନ

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତାକୁ ସମ୍ମାନ ଦେଇଥାନ୍ତି। ଏଭଳି ଏକ ପରମ୍ପରା ରହିଛି ଆଫ୍ରିକା, ପାକିସ୍ତାନ ଏବଂ ବାଂଲାଦେଶର କେତେକ ଅଂଚଳରେ l…

‘ମୁଁ ଏତେ ଶୀଘ୍ର ମରିବି ନାହିଁ’: କାହିଁକି ଏପରି କହିଥିଲେ ଚାଚା ନେହେରୁ

ଭୁବନେଶ୍ଵର: ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ ।ସ୍ବାଧୀନ ଭାରତକୁ ବିଶ୍ବରେ…

ପ୍ରଥମ ବିବାହ ବାର୍ଷିକୀରେ ବୁଲିଯିବାକୁ ପ୍ଲାନ କରୁଛନ୍ତି କି? ଏହି ସବୁ ସ୍ଥାନକୁ ଯାଆନ୍ତୁ..

ନୂଆଦିଲ୍ଲୀ: ଯେତେବେଳେ ବିବାହିତ ଜୀବନ ଭଲରେ ଚାଲିଥାଏ, ସେତବେଳେ ସମୟ କେତବେଳେ ବିତିଯାଏ ତାହା ଜଣାପଡେନାହିଁ । ବିବାହର ପ୍ରଥମ କିଛି ବର୍ଷ ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଦୁହେଁ ପରସ୍ପର ସହିତ ବୁଲାବୁଲି କରିବା, ସପିଂ କରିବା ଏବଂ ଭଲ ସମୟ ବିତାଇବାକୁ ଉପଭୋଗ କରନ୍ତି ।…