Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଜବ ପରମ୍ପରା: ବିନା ରୀତିନୀତିରେ ନିଜ ପସନ୍ଦର ପୁରୁଷକୁ ବିବାହ କରି ଥାଆନ୍ତି ମହିଳା

ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିବାହ ନିୟମ ରହିଛି, କିନ୍ତୁ ଆପଣ ଏପରି ଏକ ସ୍ଥାନ ବିଷୟରେ ଜାଣିଛନ୍ତି ଯେଉଁଠାରେ ଝିଅମାନଙ୍କୁ ବିବାହ କରିବା ପାଇଁ କାହାର ଆବଶ୍ୟକତା ନାହିଁ, ବରଂ ସେମାନେ ନିଜ ଇଚ୍ଛାରେ ବିବାହ କରନ୍ତି। ତେବେ ଆସନ୍ତି ଜାଣିବା ସେମାନେ କେଉଁ ଜନଜାତି ଏବଂ ପାକିସ୍ତାନ…

କେବେଠୁ ଅଛି ଚୁଇଂଗମ୍‌: ଏହାକୁ କେବେ ଓ କିଏ ତିଆରି କରିଥିଲେ ଜାଣନ୍ତି କି?

ଏହି ପ୍ରଶ୍ନ ବୋଧହୁଏ ଅନେକ ଲୋକଙ୍କ ମନକୁ ଆସେ କିଏ ବବୁଲ୍ ଗମ୍ ବା ଚୁଇଂଗମ୍‌ ଉଦ୍ଭାବନ କରିଥିଲେ ଏବଂ କିପରି? ଏହି ମିଠା ଏବଂ ଚୁଇଂଗମ୍‌କୁ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଚୋବାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ବବୁଲ୍ ଗାମର ଇତିହାସ କେତେ…

ଏଠାରେ ହୁଏ ମୁକ ରାମଲୀଳା, ଦେଖିବାକୁ ଆସନ୍ତି ଲକ୍ଷ ଲକ୍ଷ ଲୋକ

ଜୟପୁର: ସାରା ଦେଶରେ ଏବେ ଚାଲିଛି ନବରାତ୍ରୀ l ଶକ୍ତିପୀଠରୁ ଆରମ୍ଭ କରି ପୂଜା ପେଣ୍ଡାଲ ପର୍ଯ୍ୟନ୍ତ ସବୁଠି ଚାଲିଛି ନବରାତ୍ରି ପୂଜା l ଚଳଚଂଚଳ ସବୁ ସ୍ଥାନ l କେଉଁଠି ଦାଣ୍ଡିଆ ଓ ଗରବା ନୃତ୍ୟରେ କମ୍ପୁଛି ତ କେଉଁଠି ଚାଲିଛି ରାମଲୀଳା l ନବରାତ୍ରି ଅବସରରେ ଅନେକ ସ୍ଥାନରେ ରାମଲୀଳା ଆୟୋଜନ…

ଅପରାଧୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ ଏହି ଦେଶ, ସମସ୍ତ ପଳାତକ ଏଠାରେ ନିଅନ୍ତି ଆଶ୍ରୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅପରାଧୀମାନେ ଅପରାଧ କରିବା ପରେ ଏପରି ଏକ ସ୍ଥାନରେ ଲୁଚାଇବାକୁ ଚାହାଁନ୍ତି ଯେଉଁଠାରେ ପୋଲିସ ସେମାନଙ୍କୁ ଖୋଜି ପାଇପାରିବ ନାହିଁ। ଯଦିଓ ସେମାନଙ୍କ ସନ୍ଧାନ ପାଇବେ କିନ୍ତୁ ଅପରାଧୀଙ୍କ ନିକଟକୁ ଯାଇ ଧରିପାରିବ ନାହିଁ। ଅନେକ ଅପରାଧୀ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ…

ରାସ୍ତା କଡରେ ବଡା ପାଓ ବିକି ରୋଜଗାର କରୁଛନ୍ତି ବାର୍ଷିକ ୨୪ ଲକ୍ଷ ଟଙ୍କା, ଭାଇରଲ ହେଉଛି ଭିଡିଓ

ମୁମ୍ବାଇ: ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଆଜି କଲି ଅନେକ ଲୋକ ବିଭିନ୍ନ ଉପାୟ ଆପଣାଉଛନ୍ତି l ଚାକିରିରୁ ମୁଂହ ଫେରାଇ ଏବେ ବ୍ୟବସାୟ ପ୍ରତି ମନ ବଳାଉଛନ୍ତି ଆଜିକାଲିର ଯୁବପିଢ଼ି l କିଛି କ୍ଷେତ୍ରରେ ବେରୋଜଗାରୀ ବି ଏହାର କାରଣ ପାଲଟିଛି l ଯୁବପିଢ଼ି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ…

ଚାଲିଛି ଷୋଡ଼ଶ ଉପଚାର ପୂଜା, ଉଠୁଛି ପଡୁଛି ଝଙ୍କଡବାସିନୀ ମା’ ଶାରଳାଙ୍କ ପୀଠ

ଜଗତସିଂହପୁର: ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା'ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଷୋଳ ପୂଜା ପାଇଁ…

ନବରାତ୍ରୀ ୨୦୨୪: ପୂଜା ପାଇବେ ସ୍କନ୍ଦଙ୍କ ମାତା ସ୍କନ୍ଦମାତା

ଭୁବନେଶ୍ଵର: ପର୍ବତ ଉପରେ ରହି ସାଂସାରିକ ଜୀବଙ୍କ ମଧ୍ୟରେ ନବଚେତନାର ନିର୍ମାଣ କରୁଥିବା ମା’ ହେଉଛନ୍ତି ଦେବୀ ସ୍କନ୍ଦମାତା । ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସ୍କନ୍ଦ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବା କାରଣରୁ ମା'ଙ୍କ ନାମ…

ଗୋଟିଏ ମୋବାଇଲ୍ ନୋଟିଫିକେସନ୍ ଆପଣଙ୍କ ଭବିଷ୍ୟତକୁ କରିପାରେ ନଷ୍ଟ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଛି। ଦୁନିଆ ସ୍ମାର୍ଟ ହୋଇଗଲାଣି ଏବଂ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଫୋନରୁ ସ୍ମାର୍ଟଫୋନ୍ ଲୋକଙ୍କ ହାତକୁ ଆସିଛି। କିନ୍ତୁ ଯେଉଁଠାରେ ବିଶ୍ୱ ଅଗ୍ରଗତି କରିଛି ସେଠାରେ ଲୋକଙ୍କ ପାଇଁ କିଛି ଅଜ୍ଞାତ ସମସ୍ୟା ମଧ୍ୟ ସୃଷ୍ଟି କରିଛି।…

ଜମିବ ଗୋଷାଣୀ ଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ…

କେବେ ପଡୁଛି ଦୀପାବଳି? ଡେଟକୁ ନେଇ ହୁଅନ୍ତୁନି କନଫ୍ୟୁଜ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଦୀପାବଳି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତାରିଖରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଦୀପାବଳି ୩୧ ଅକ୍ଟୋବରରେ କରାଯିବ। ଏହି ୫…