Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚଳଚଞ୍ଚଳ ଶକ୍ତିପୀଠ, ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଉପଚାର ବିଧି

ପୁରୀ: ନବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ…

ନବରାତ୍ରୀ ୨୦୨୪: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା’ ଦୁର୍ଗା

ଭୁବନେଶ୍ଵର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଆଜି ହେଉଛି ନବରାତ୍ରିର ଚତୁର୍ଥ ଦିନ। ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କର ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଦେବୀ…

ଭକ୍ତଙ୍କ ଗାଳିଗୁଲଜରେ ଶାନ୍ତ ହୁଅନ୍ତି ଦେବୀ ମା’

ଥିରୁଅନନ୍ତପୁରମ୍: ରାସ୍ତାରେ ଲାଲ ସମୁଦ୍ରର ସ୍ରୋତ । ଭକ୍ତମାନେ ଲାଲ୍ ପୋଷାକ ପରିଧାନ କରି ଦେବୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଛନ୍ତି । ତେବେ ସେହି ଭକ୍ତିଗୀତରେ ଦେବୀଙ୍କ ନାଁ ଉଚ୍ଚାରଣ କରିବାର ଚଳଣି ନାହିଁ । ବାରଂ ଗୀତରେ ଭରି ରହିଛି ବହୁ କଟି କଥା ଗାଳିଗୁଲଜ । କେରଳର ଏକ ମନ୍ଦିରରେ ଦୀର୍ଘ…

ନବରାତ୍ରୀ ୨୦୨୪: ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ବର: ଆଜି ନବରାତ୍ରୀର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା'। ମା' ଦୁର୍ଗାଙ୍କ ତୃତୀୟ ଶକ୍ତି ହେଉଛନ୍ତି ଚନ୍ଦ୍ରଘଣ୍ଟା । ଏହି ରୂପରେ ମା'ଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କ ମୁଦ୍ରା ଯୁଦ୍ଧ ମୁଦ୍ରା…

ଲୋକଙ୍କ ପାଇଁ ମହଙ୍ଗା ହୋଇଛି ଘର ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ବଜାରରେ ପ୍ରତ୍ୟେକ ଜିନିଷ ମହାଙ୍ଗା ହୋଇ ଚାଲିଛି। ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସି ଆସିବା ସତ୍ତ୍ୱେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା ଏକ ରିପୋର୍ଟ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ ଘରେ ରନ୍ଧା ଖାଦ୍ୟ ମଧ୍ୟ…

ଗୁଗୁଲର ଏହି ପ୍ରାଇଭେସି ସେଟିଂ କରିବା ଜରୁରୀ, ହେବନି ଡାଟା ଚୋରି

ଆଜିକାଲି ଅନଲାଇନ୍ ଡାଟା ଚୋରିର ଅନେକ ମାମଲା ସାମ୍ନାକୁ ଆସୁଛି, ଏଭଳି ପରିସ୍ଥିତିରେ ଡାଟା ଲିକ୍‌ର ଟେନସନ ସମସ୍ତଙ୍କ ମନରେ ରହିଛି। କିନ୍ତୁ ଆମେ ଆପଣଙ୍କ ଟେନସନକୁ ସଂପୂର୍ଣ୍ଣ ରୂପେ ହଟାଇଦେବୁ, ଏଥିପାଇଁ ଆପଣ ଗୁଗୁଲକୁ ଯାଇ ତିନୋଟି ସେଟିଙ୍ଗ୍ କରିବାକୁ ପଡିବ। ନିମ୍ନରେ ଦିଆଯାଇଥିବା…

କ’ଣ ଏହି ଗୁପ୍ତ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା? ଯେଉଁଥିରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ…

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଶାକ୍ତ ଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ସହିତ ମା ଦୁର୍ଗା ବିମାନରେ ବସି ବିଜେ କରିଛନ୍ତି ନାରାୟଣ ମନ୍ଦିର । ଯାହା ସାରା ଭାରତ ବର୍ଷରେ ବିରଳ । ତେବେ ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜା ବେଳେ ପ୍ରଭୁ ଜଗନ୍ନାଥଙ୍କ ସହ ମା’ ଦୁର୍ଗାଙ୍କ ଅନନ୍ୟ ନୀଳା…

ଆଉ ଆସିବନି ସ୍ପାମ୍ କଲ୍ ଓ ମେସେଜ୍, ଏଆଇର ଏହି ଟୁଲ୍ କରିବ ସାହାଯ୍ୟ

ନୂଆଦିଲ୍ଲୀ: ନକଲି କଲ ଏବଂ ମେସେଜ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ ଏଆଇ (AI/ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଆଧାରିତ ଠକେଇ ଚିହ୍ନଟ ଉପକରଣଗୁଡ଼ିକ ବର୍ତ୍ତମାନ ବ୍ୟବହୃତ ହେଉଛି। ଏହି ଟେକ୍ନୋଲୋଜି ନକଲି କଲ୍ ଏବଂ ମେସେଜ୍ ଚିହ୍ନଟ କରିବାରେ ଏବଂ ସେମାନଙ୍କୁ ଅବରୋଧ କରିବାରେ ସାହାଯ୍ୟ କରିବ।…

ନବରାତ୍ରୀ ୨୦୨୪: ନବରାତ୍ରୀର ଦ୍ୱିତୀୟ ଦିନରେ ପୂଜା ପାଇଥାନ୍ତି ମାତା ବ୍ରହ୍ମଚାରିଣୀ

ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା, ଆଉ ଦିନ କେଇଟା ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଏହି ନଅଦିନ ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା,…

ମହିଳାଙ୍କ ବେଶରେ ଗରବା ଖେଳନ୍ତି ଏଠାକାର ପୁରୁଷ, ଜାଣନ୍ତୁ ଏହା ପଛର କାରଣ

ଅହମଦାବାଦ: ଆଜିଠାରୁ ଆରମ୍ଭ ହୋଇଛି ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ l ଏଥିପାଇଁ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି l ୯ ଦିନ ଧରି ଭିନ୍ନ ଶକ୍ତିପୀଠ ସହ ପୂଜା ପେଣ୍ଡାଲରେ ମାଙ୍କୁ କରାଯିବ ଆରାଧନା l ଭକ୍ତଙ୍କୁ ଦର୍ଶନ ଦେବେ ମା ଦଶଭୁଜା l ସେଥିପାଇଁ ବିଭିନ୍ନ ସ୍ଥାନରେ ଅନେକ…