Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅକ୍ଟୋବରରେ ପାର୍ଟନରଙ୍କ ସହ କରନ୍ତୁ ପ୍ଲାନିଂ: ଏହି ସବୁ ସ୍ଥାନକୁ ବୁଲି ଯାଆନ୍ତୁ ସାରା ଜୀବନ ମନେ ରହିବ

ନୂଆଦିଲ୍ଲୀ: ଅକ୍ଟୋବର ମାସ ବୁଲାବୁଲି ପାଇଁ ସବୁଠାରୁ ଉତ୍ତମ ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ବୁଲାବୁଲି ପାଇଁ ଉତ୍ତମ ପାଗ ସହ ଅନେକ ଛୁଟିଦିନ ମଧ୍ୟ ମିଳିଥାଏ । ତେଣୁ ଯଦି ଆପଣ ଅକ୍ଟୋବର ମାସରେ ବୁଲାବୁଲି ପାଇଁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଭଲ ସ୍ଥାନ ବିଷୟରେ…

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…

ଫ୍ରି ମୁଭି ଡାଉନଲୋଡ କରୁଥିଲେ ସାବଧାନ! ଗୁଗଲ ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ମାଗଣା ଚଳଚ୍ଚିତ୍ର ଡାଉନଲୋଡ୍ କରିବାକୁ ଅନେକ ଲୋକ ଇଣ୍ଟରନେଟର ସାହାଯ୍ୟ ନିଅନ୍ତି। କିନ୍ତୁ ଏପରି କରିବା ଆପଣଙ୍କୁ ମହଙ୍ଗା ପଡିପାରେ। ନିକଟରେ ଗୁଗଲର ସାଇବର ସିକ୍ୟୁରିଟି ଫର୍ମ ମାଣ୍ଡିଆଣ୍ଟ (Mandiant) ପିକ୍ ଲାଇଟ୍ ନାମକ ଏକ ମାଲୱେର୍ ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଏହି…

ସାପରୁ କୋଟି କୋଟି ଟଙ୍କା ରୋଜଗାର !

ଲୋକମାନେ ଅନେକ ଗୃହପାଳିତ ପଶୁମାନଙ୍କୁ ନିଜ ଘରେ ରଖନ୍ତି ରୋଜଗାର ପାଇ। ବିଶେଷ କରି ଗାଈ, ଛେଳି, ମଇଁଷି, କୁକୁର, କୁକୁଡା, ବତକ ଆଦି ପଶୁ-ପକ୍ଷୀଙ୍କୁ ପାଳିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଲୋକମାନେ ସାପକୁ ଘରେ ରଖି ବ୍ୟବସାୟ କରନ୍ତି। ସାପର…

ଜାଣନ୍ତି କି ? କେତେ ଓଜନ ସମ୍ଭାଳିପାରେ ମଣିଷ ମୁଣ୍ଡର ଗୋଟିଏ କେଶ !

ଯେକୌଣସି ବ୍ୟକ୍ତିର ସୁନ୍ଦର କେଶ ତାଙ୍କ ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିଥାଏ। ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜ କେଶକୁ ଲମ୍ବା ଏବଂ ମୋଟା ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି କେଶ କେତେ ମଜଭୁତ ଏବଂ ଶକ୍ତିଶାଳୀ? ଯେକୌଣସି ବ୍ୟକ୍ତିର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ…

ଇୟରବଡ୍ କାନକୁ ବିପଦ ! ଜାଣନ୍ତୁ ସୁରକ୍ଷିତ ବ୍ୟବହାରର କୌଶଳ

ଆଜିକାଲି ସମସ୍ତେ ଇୟରବଡ ବ୍ୟବହାର କରୁଥିବା ଏକ ସାଧାରଣ କଥା ପାଲଟିଛି। କେବଳ ଯୁବକ ନୁହଁନ୍ତି ବୟସ୍କମାନେ ମଧ୍ୟ ଇୟର ଫୋନ୍ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଓୟାରଲେସ୍ ବା ବେତାର ଇୟରବଡ ଯାହା ଲମ୍ବା ତାରରୁ ମୁକ୍ତି ପାଇବା ପାଇଁ ଲୋକ ବ୍ୟବହାର କରୁଛନ୍ତି, ତାହା ବହୁତ ଷ୍ଟାଇଲିସ୍ ଏବଂ…

ବିଦେଶୀ ନେଲେ ଦେଶୀ ନିଶାର ମଜା.. ଆଉ ତାପରେ…

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଏବଂ ଏହାର ସ୍ୱାଦରେ ଏପରି ଆକର୍ଷଣ ରହିଛି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଭାରତ ପ୍ରତି ଆକର୍ଷିତ ହୁଅନ୍ତି। ଅନେକ ବିଦେଶୀ ପର୍ଯ୍ୟଟକ ଆମର ସଂସ୍କୃତି ଏବଂ ଖାଦ୍ୟ ପ୍ରତି ଆକୃଷ୍ଟ ହୁଅନ୍ତି। ଭାରତରେ ଆସି ଭାରତୀୟ ଖାଦ୍ୟ ଖାଇବା ବିଦେଶୀଙ୍କ ପାଇଁ…

ବିଶ୍ବ ପର୍ଯ୍ୟଟନ ଦିବସ: ଜାଣନ୍ତୁ କାହିଁକି ସେପ୍ଟେମ୍ବର ୨୭ରେ ପାଳିତ ହୁଏ?

ଭୁବନେଶ୍ଵର: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାରରେ ପର୍ଯ୍ୟଟନର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଙ୍ଘର ସଂଗଠନ ଦ୍ବାରା ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜନ ପ୍ରତିବର୍ଷ କରାଯାଇଥାଏ । ଦୁନିଆରେ ଏପରି ଅନେକ ସୁନ୍ଦର…

ନବରାତ୍ରୀରେ ଘରେ ବନାନ୍ତୁ ସ୍ଵାଦିଷ୍ଟ ଶାଗୁ ବରା

ଭୁବନେଶ୍ଵର: ଆଉ ମାତ୍ର କିଛି ଦିନରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଏହି ଅବସରରେ ଯଦି ଆପଣ ମାନେ ମଧ୍ୟ ଦୁର୍ଗାବ୍ରତ କରୁଛନ୍ତି ତେବେ ଜାଣନ୍ତୁ ଏହି ସ୍ଵାଦିଷ୍ଟ ଚଟପଟା ରେସିପି । ଖୁବ କମ୍ ତେଲ ଏବଂ କମ୍ ପରିଶ୍ରମରେ ଘରେ ଅତି ସହଜରେ ଅଳ୍ପ କିଛି ସାମଗ୍ରୀରେ ବନାନ୍ତୁ ଶାଗୁ ବରା…

ଭାରତର ୨୮ଟି ରାଜ୍ୟର ଲୋକ ସକାଳର ଜଳଖିଆରେ ଖାଆନ୍ତି ଏହି ସବୁ….

ନୂଆଦିଲ୍ଲୀ: ସକାଳ ଜଳଖିଆ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କିଛି ଲୋକ ସକାଳେ ଉଠନ୍ତି ଏବଂ ଚା' ପିଇଥାନ୍ତି, ଆଉ କେତେକ କ୍ଷୀର, ଲସି କିମ୍ବା ଫଳ ରସରୁ ଆରମ୍ଭ କରନ୍ତି ଦିନ । ଯଦିଓ ଭାରତର ଲୋକଙ୍କ ଭାଷା, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ସଂସ୍କୃତି ଭିନ୍ନ ଅଟେ । ଜଳଖିଆରେ…