Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏସିଆର ସବୁଠାରୁ ମହଙ୍ଗା ଟ୍ରେନ୍, ମିଳୁଛି ୫ଷ୍ଟାର୍ ହୋଟେଲ୍ ଭଳି ସୁବିଧା

ଯାତ୍ରୀବାହୀ ଟ୍ରେନ୍ ଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ବହୁତ ଯାତ୍ରା କରିଛନ୍ତି। ଭାରତରେ ଟ୍ରେନକୁ ଦେଶର ଲାଇଫ୍ ଲାଇନ୍ କୁହାଯାଇଥାଏ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ରପ୍ତାନୀ ଏବଂ ଆମଦାନୀ କିମ୍ବା ଯାତାୟତ ପାଇଁ ଭାରତରେ ଟ୍ରେନ୍ ହିଁ ବଡ ଭୂମୀକା ଗ୍ରହଣ କରିଥାଏ।…

ମାଆ ଦୁର୍ଗାଙ୍କ ନଅଟି ରୂପରୁ ଶିଖନ୍ତୁ ନଅଟି କଥା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ଆଜିଠାରୁ ମାଆଙ୍କ ନବରାତ୍ରୀ ପୂଜା। ନିଜ ନିଜ ଘରେ ମାଆଙ୍କୁ ସ୍ଥାପନା କରି ୯ ଦିନର ବ୍ରତ ପାଳିବେ ଶ୍ରଦ୍ଧାଳୁ। ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ। ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ…

ନବରାତ୍ରୀ ୨୦୨୪: ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ ମା’

ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର…

ଅତି ଭୟଙ୍କର ରୋଗ ଦୂର କରେ ଏକ ବୋତଲ ବିଅର, ପଢନ୍ତୁ..

ନୂଆଦିଲ୍ଲୀ: ଏକ ବୋତଲ ବିୟରରେ ୮ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ଅଛି ଯାହା ଏକ ନୂତନ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ଥଣ୍ଡା ବିୟର ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଯେଉଁ ପୁରୁଷମାନେ ରାତିରେ ରାତ୍ରି ଭୋଜନ ସହିତ ଏକ ବୋତଲ ବିୟର…

ଓଡିଶାରେ ମହାତ୍ମା

ଭୁବନେଶ୍ବର: ସତ୍ୟ ଓ ଅହିଂସାର ପୂଜାରୀ, ଶାନ୍ତିର ବାର୍ତ୍ତାବହ ମହାତ୍ମା ଗାନ୍ଧି ନିଜ ଜୀବନ କାଳରେ ୭ଥର ଓଡିଶା ଆସି ଦେଇଥିଲେ ସ୍ୱାଧୀନତାର ମନ୍ତ୍ର । ଦେଶମାତୃକାର ସ୍ୱାଧୀନତା ଓ ସ୍ୱାଧିକାର ପାଇଁ ଓଡିଶାବାସୀଙ୍କୁ ପ୍ରେରିତ କରିଥିଲେ ଗାନ୍ଧିଜୀ । ଦେଇଥିଲେ ଅହିଂସାର ମହନୀୟ ବାର୍ତ୍ତା ।…

ଏହି ମନ୍ଦିରରେ ରହିଛି ଗୁପ୍ତ ଗଙ୍ଗା, ଯାହା କେବେବି ହୁଏନି ପୂର୍ଣ୍ଣ

ଯାଜପୁର: ମା ମହାମାୟା ବିଭିନ୍ନ ନାମର ଓ ରୂପରେ ଆର୍ଯ୍ୟବର୍ତ୍ତର କୋଣେ ଅନୁକୋଣେ ବିରାଜିତା । ଭାରତର ପ୍ରମୁଖ ଶକ୍ତି କ୍ଷେତ୍ର ମଧ୍ୟରେ ବିରଜା କ୍ଷେତ୍ର ପ୍ରମୁଖ । ଏହିଠାରେ ଦେବୀ ସତୀଙ୍କ ନାଭି ଅଂଶ ପଡିଥିବା ପୁରାଣରେ ବର୍ଣ୍ଣିତ । ଏଣୁ ଏହି ପୀଠର ନାମ ନାଭିଗୟା । ବିଶ୍ବାସ କରାଯାଏ ଏଠାରେ…

ନବରାତ୍ରୀରେ ଘରକୁ ଆଣନ୍ତୁ ଏହି ଜିନିଷ, ମିଳିବ ଶୁଭଫଳ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ନବରାତ୍ରୀ ଅତ୍ୟନ୍ତ ଖାସ ହୋଇଥାଏ । ଏହା କେବଳ ଭାରତରେ ନୁହେଁ କି ବରଂ ଭାରତ ବାହାରେ ମଧ୍ୟ । ମାଆ ଦୁର୍ଗାଙ୍କର ବିଭିନ୍ନ ସ୍ଵରୂପ ନବରାତ୍ରିର ୯ ଦିନ ପୂଜା କରାଯାଏ । ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ…

ଏହି ଦେଶର ଅଧିକାଂଶ ଲୋକ ଶାକାହାରୀ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆର ଅଧିକାଂଶ ଦେଶରେ ଲୋକ ମାନଙ୍କର ଖାଇବା ପିଇବା ଶୈଳୀ ଭିନ୍ନ ଭିନ୍ନ l ସେମାନଙ୍କ ମଧ୍ୟରୁ କିଏ ଶାକାହାରୀ ଖାଦ୍ୟ ଖାଇବାକୁ ଭଲ ପାଏ ତ କିଏ ପୁଣି ମାଂସାହାରୀ। ତେବେ କଣ ଆପଣ ଜାଣନ୍ତି କି କେଉଁ ଦେଶର ଲୋକ ଶାକାହାରୀ ଖାଦ୍ୟ ବେଶୀ ଖାଇଥାନ୍ତି। ଆସନ୍ତୁ ଜାଣିବା…

କେଉଁ ଦେଶରେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି ମହିଳା…

ନୂଆଦିଲ୍ଲୀ: କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଅଭିଯୋଗ ସାମନାକୁ ଆସିବା ପରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଅପରାଧ ହାର, ସର୍ବସାଧାରଣ ପରିବହନ ସ୍ଥିତି, ରାତି ସମୟରେ ସୁରକ୍ଷା, ଆଇନ ବ୍ୟବସ୍ଥା ଓ ସାମାଜିକ…

ମ୍ୟୁଜିକ୍ କିପରି ଥେରାପି ଭଳି କାମ କରେ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କିପରି ହୋଇଥାଏ ଲାଭଦାୟକ

କଥାରେ ଅଛି, 'ସାତ ସୁରେ ବନ୍ଧା ଏ ଜୀବନ...।' ବାସ୍ତବରେ ସଂଗୀତ ବିନା ଜୀବନ ରଙ୍ଗହୀନ। ସଂଗୀତ ଜୀବନରେ ଭରେ ପ୍ରାଣ। ଅନେକ ସମୟରେ ଗୀତ ଗାଇ ଗାଇ କିମ୍ବା ଶୁଣି ଶୁଣି ରୋଗୀର ଅସ୍ତ୍ରୋପଚାର ହେଉଥିବାର ଖବର ସାମ୍ନାକୁ ଆସେ। ଏହାର ଅର୍ଥ ସଂଗୀତ ମଧ୍ୟ ଜୀବନରୁ ଯନ୍ତ୍ରଣା ହରିନିଏ। ତେଣୁ ମଣିଷ…