Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମୃତ୍ୟୁ ପରେ ଓଟ ପାଲଟିଯାଏ ସାଇଲେଣ୍ଟ ବୋମା, ପାଖକୁ ଗଲେ ହୁଏ ବିସ୍ଫୋରଣ

ରାଜସ୍ଥାନୀ ଲୋକେ ଓଟକୁ ବହୁତ ଭଲ ପାଆନ୍ତି। ତାଙ୍କୁ ନିଜ ସନ୍ତାନ ପରି ଯତ୍ନ ମଧ୍ୟ କରନ୍ତି। କିନ୍ତୁ ଯେତେବେଳେ ଗୋଟିଏ ଓଟ ମରିଯାଏ, ସେତେବେଳେ ଓଟ ମାଲିକ ମୃତ ଓଟ ନିକଟକୁ ଯାଏ ନାହିଁ କିମ୍ବା ଅନ୍ୟ କାହାକୁ ମଧ୍ୟ ଯିବାକୁ ପରାମର୍ଶ ଦିଅନ୍ତି ନାହିଁ। ଏହାର କାରଣ ଅନେକ ରୋଚକ ରହିଛି।…

ଏପରି ଅଦ୍ଭୁତ ପ୍ରଜାପତି, ଉଡିବା ମାତ୍ରେ ହୋଇଯାଏ ଅଦୃଶ୍ୟ

ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦୁନିଆ l ଯେଉଁଠି ଆପଣମାନେ ଦେଖିବାକୁ ପାଇବେ ଭଳିକି ଭଳି ଜୀବଜନ୍ତୁ, ସରୀସୃପ ଇତ୍ୟାଦି l ସେହି ଜୀବଜନ୍ତୁଙ୍କ ମଧ୍ୟରେ କିଛି ଏପରି ଜୀବ ଅଛନ୍ତି ଯାହାକୁ ଦେଖି ଆପଣ ଭାବିବେ ଯେ ବୋଧ ହୁଏ ଏହି ଯିବା ପାଖରେ କୌଣସି ଯାଦୁ ଶକ୍ତି ଅଛି l ତେବେ…

ବ୍ଲୁ ମୁନ୍, ବ୍ଲଡ଼୍ ମୁନ୍ ଓ ସୁପରମୁନ୍ ମଧ୍ୟରେ ପାର୍ଥକ୍ୟ କଣ ? ରାକ୍ଷୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ

ରକ୍ଷା ବନ୍ଧନ ଅବସରରେ ଦେଖାଯିବ ବିରଳ ଘଟଣା। କାରଣ ବଦଳିଯିବ ଚନ୍ଦ୍ରର ରଙ୍ଗ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ। ଲୋକେ ରାତିରେ ସୁନ୍ଦର ଚନ୍ଦ୍ରକୁ ଦେଖିବାକୁ ପସନ୍ଦ କରନ୍ତି। ଅନେକ ଥର ଆମେ ଦେଖୁ ଯେ ଚନ୍ଦ୍ର ପୃଥିବୀଠାରୁ ପ୍ରତିଦିନ ଭିନ୍ନ…

ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କ ବୟସ କେତେ ଥିଲା ?

ଏହି ଆଧୁନିକ ଦିନର ମଣିଷ ସର୍ବାଧିକ ହାରାହାରି ୧୦୦ ବର୍ଷ ବଞ୍ଚିପାରେ। ଯଦି ଭଲ ଖାଦ୍ୟ ଏବଂ ଅନୁକୂଳ ପରିବେଶ ଅଛି ତେବେ ଜଣେ ବ୍ୟକ୍ତି ୧୨୫ ବର୍ଷ ବଞ୍ଚିପାରିବ। ଯଦି ଆମେ ହିନ୍ଦୁ ପୁରାଣ ଗ୍ରନ୍ଥକୁ ଅନୁସରଣ କରିବା ତେବେ ଏଠାରେ ଅନେକ ଉଲ୍ଲେଖନୀୟ ରହିଛି ଯେ ପୂର୍ବେ ଅନେକ ଦେବ ପୁରୁଷ ଥିଲେ…

ଏହି ପଶୁର ମାଂସ କୁଇଣ୍ଟାଲ କୁଇଣ୍ଟାଲ ଖାଆନ୍ତି ଚାଇନା ଲୋକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଚାଇନାରେ ଅନେକ ପଶୁଙ୍କ ମାଂସ ଖିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ପଶୁଙ୍କ ମାଂସ ଏଠାରେ ଅଧିକ ଖାଆନ୍ତି ଲୋକେ ? ଦୁନିଆର ଅନେକ ଦେଶରେ ଲୋକମାନେ ବିଭିନ୍ନ ପ୍ରକାରର ପଶୁମାନଙ୍କର ମାଂସ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଚାଇନାରେ କେଉଁ…

ଚିନ୍ତା ଛାଡ଼ନ୍ତୁ, ବାର୍ଦ୍ଧକ୍ୟ ଦୂରେଇ ରହିବ

ସୁସ୍ଥ ଶରୀର ଓ ସୁସ୍ଥ ଜୀବନ ପାଇଁ ମଣିଷ ଅନେକ ସଂଘର୍ଷ କରୁଛି। ବୟସକୁ ବାନ୍ଧି ରଖିବା ଅବା ବାର୍ଦ୍ଧକ୍ୟକୁ ରୋକିବାର ଇଚ୍ଛା ପ୍ରାୟ ସମସ୍ତଙ୍କ ଭିତରେ ରହିଥାଏ। ମହିଳାଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଅଧିକ। ସୁସ୍ଥ ରହିବା ସହ ଦୀର୍ଘ ଜୀବନ ଜିଇଁବାକୁ ସମସ୍ତଙ୍କର ଇଚ୍ଛା ଥାଏ। ବୟସ ବଢିବା ପରେ…

ୱିଣ୍ଡୋଜ୍ ବ୍ୟବହାର କରୁଥିଲେ ସାବଧାନ, ସରକାର ଜାରି କଲେ ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗରେ ଟେକ୍ନୋଲୋଜି ମାନବ ଜୀବନକୁ ଅତି ସହଜ କରିଦେଇଛି । କିନ୍ତୁ ଏହା ସହିତ ଏହା ଅନେକ ବିପଦ ମଧ୍ୟ ସୃଷ୍ଟି କରିଛି । ବର୍ତ୍ତମାନର ମୟରେ ସବୁଠାରୁ ବଡ ବିପଦ ହେଉଛି ସାଇବର ଆକ୍ରମଣ। ସାଇବର ଠକମାନେ ପ୍ରତିଦିନ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନୂଆ ଉପାୟ ଅବଲମ୍ବନ…

ପ୍ରଥମ ସ୍ଵାଧିନତା ଦିବସରେ କାହିଁକି ଗାନ ହୋଇନଥିଲା ଜାତୀୟ ସଂଗୀତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୧୫ ଅଗଷ୍ଟରେ ସମଗ୍ର ଦେଶରେ ପାଳନ କରାଯିବ ୭୮ତମ ସ୍ୱାଧୀନତା ଦିବସ ।୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧିନତା ପାଇଥିଲା ଆମ ଦେଶ ଭାରତ । ପ୍ରତିବର୍ଷ ଦିଲ୍ଲୀର ଲାଲ୍ କିଲ୍ଲା ସମେତ ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ପତାକା ଉତ୍ତଳନ ହେବା ଜାତୀୟ ସଂଗୀତ ଗାନ କରିଥାଆନ୍ତି ଲୋକେ ।…

ଭୋଜନ ପରଷିବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ…

ଭୁବନେଶ୍ଵର: କଥାରେ ଅଛି ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଦୁଇ ବକ୍ତ ଖାଦ୍ୟ ଖାଇବା ପାଇଁ ସକାଳୁ ରାତି ଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାର କୁପ୍ରଭାବ ଜୀବନ ଉପରେ ପଡିଥାଏ । ଧାର୍ମିକ…

କଲିକତାର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ରହସ୍ୟ

କୋଲକାତା: ଆସାମ ଏବଂ ବଙ୍ଗଳାରେ ମା ଦୁର୍ଗାଙ୍କର ଅଧିକାଂଶ ଶକ୍ତିପୀଠ ଅବସ୍ଥିତ। କଲିକତାରେ ହୁଗୁଳି ନଦୀ ତଟରେ ମା କାଳୀଙ୍କ ପ୍ରସିଦ୍ଧ ମନ୍ଦିର ଅବସ୍ଥିତ, ଯାହା ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାଁରେ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ମାଁ ଙ୍କ ମନ୍ଦିର ବିଷୟରେ କିଛି ଅଜଣା କଥା। ମା’…