Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ଦେଶର ଲୋକେ ଘରେ ଘରେ ପାଳନ୍ତି ସିଂହ ଏବଂ ଚିତା ବାଘ ପରି ହିଂସ୍ର ଜନ୍ତୁ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳନ୍ତି । ଏହି ପଶୁମାନଙ୍କ ମଧ୍ୟରେ ସିଂହ ଏବଂ ଚିତା ପରି ପଶୁମାନଙ୍କୁ ସବୁଠାରୁ ବିପଜ୍ଜନକ ପ୍ରାଣୀ ଭାବରେ ବିବେଚନା କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଅନେକ ଦେଶ ଅଛନ୍ତି ଯେଉଁଠାରେ ଲୋକମାନେ ନିଜ ଘରେ…

ଦୁନିଆର ସବୁଠାରୁ ମହଙ୍ଗା ପରଫ୍ୟୁମ

ଭୁବନେଶ୍ଵର: ସାଧାରଣତଃ ଆଜିକାଲି ପ୍ରାୟ ସମସ୍ତେ ପରଫ୍ୟୁମ ବ୍ୟବହାର କରନ୍ତି । ପରଫ୍ୟୁମର ସୁଗନ୍ଧରେ ଜଣେ ବ୍ୟକ୍ତି ତାଜା ଅନୁଭବ କରେ । କେବଳ ଏତିକି ନୁହେଁ, ଦେହରୁ ଆସୁଥିବା ଗନ୍ଧ ମଧ୍ୟ କେତେକାଂଶରେ ଦୁର କରିଥାଏ ଏହି ପରଫ୍ୟୁମ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠୁ ଦାମୀ ପରଫ୍ୟୁମ…

ଗଣେଶ ପୂଜାରେ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଭୋଗ

ଭୁବନେଶ୍ୱର: ପାଖେଇ ଆଉଛି ବିଘ୍ନହର୍ତା ଗଜାନନ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ l ଆସନ୍ତା ୭ ତାରିଖରେ ଘରେ ବାହାରେ ସବୁଠି ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ l ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ…

ଅତ୍ୟଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ୍ କ୍ୟାନ୍ସର୍ ?

ମୋବାଇଲ୍ ଫୋନ୍ ଏବେ ସାରା ପୃଥିବୀରେ ବହୁଳ ଭାବରେ ବ୍ୟବହୃତ ହେଉଛି। ମୋବାଇଲ୍ ଫୋନ୍ ବା ସେଲୁଲାର୍ ଫୋନ୍ ଏବେ ଆଧୁନିକ ଟେଲି ଯୋଗାଯୋଗର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ସାରା ପୃଥିବୀର ଅଧାରୁ ଅଧିକ ବ୍ୟକ୍ତି ଏବେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ଅନ୍ୟାନ୍ୟ ଫୋନ୍ ତୁଳନାରେ ମୋବାଇଲ୍ ଫୋନ୍…

ଶୁଖିବାରେ ଲାଗିଛି ଦୁନିଆର ସବୁଠାରୁ ବଡ ନଦୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଶୁଖିବାରେ ଲାଗିଛି ଦୁନିଆର ସବୁଠୁ ବଡ଼ ନଦୀ । ଏପରି ଲାଗୁଛି ଯେପରି ଏହି ନଦୀ ଉପରେ କାହାର ଦୃଷ୍ଟି ପଡି ଯାଇଛି । ଗତ ୧୨୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦୁନିଆର ସବୁଠାରୁ ବଡ଼ ନଦୀ ଆମଜନ ନଦୀ ଶୁଖିବାରେ ଲାଗିଛି । ପରିସ୍ଥିତି ଏପରି ଜଟିଳ ହୋଇଛି ଯେ ଏହି ନଦୀର ଜଳ ବର୍ତ୍ତମାନ…

୧୨ ବର୍ଷ ହେଲା ଦିନକୁ ଅଧଘଣ୍ଟା ଶୋଉଛନ୍ତି ଏହି ବ୍ୟବସାୟୀ

ଜଣେ ସାଧାରଣ ବ୍ୟକ୍ତି ଦିନକୁ କେତେ ଘଣ୍ଟା ଶୁଅନ୍ତି ? ଏହାର ଉତ୍ତର ଆମେ ୫ ଘଣ୍ଟା, ୬ ଘଣ୍ଟା, ୭ ଘଣ୍ଟା ବା ୮ ଘଣ୍ଟା ବୋଲି କହୁ। ଆଉ ଆମ ଶରୀର ସୁସ୍ଥ ରହିବା ପାଇଁ ଅତିକମରେ ୬ ଘଣ୍ଟାର ନିଦ ଆବଶ୍ୟକ। କିନ୍ତୁ ଜାପାନର ଜଣେ ବ୍ୟକ୍ତି ବିଗତ ୧୨ ବର୍ଷ ହେଲା ପୂରା ଦିନରେ ମାତ୍ର ୩୦ ମିନିଟ୍…

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଭାରତରେ ଆଇ ଡ୍ରପ୍‌କୁ ମିଳିଲା ଅନୁମତି

ମୁମ୍ବାଇ: ଆଜିକାଲି ପ୍ରାୟ ସମସ୍ତେ ଚଷମା ବ୍ୟବହାର କରନ୍ତି। ଦୂରଦୃଷ୍ଟି କାରଣରୁ ହେଉ କିମ୍ବା ଚକ୍ଷୁଜନୀତ ଯେକୌଣସି ସମସ୍ୟା, ସମସ୍ତେ ଚଷମା ଉପରେ ନିର୍ଭରଶୀଳ। ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଲୋକେ। ପଢ଼ିବା ପାଇଁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ…

ଅଜବ ହୋଟେଲ: ନା ଅଛି ଛାତ ନା ଅଛି କାନ୍ଥ, ଖୋଲା ଆକାଶ ତଳେ ରୁହନ୍ତି ଲୋକେ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବାହାରକୁ ବୁଲାବୁଲି କରିବା ପାଇଁ ଯିବାବେଳେ ଆମେ ସାଧାରଣତଃ ହୋଟେଲରେ ରହିଥାଉ l ଏହି ହୋଟେଲ ମାନଙ୍କରେ ସ୍ଵତନ୍ତ୍ର କୋଠରୀ ସହ ଅନ୍ୟାନ୍ୟ ସୁବିଧା ରହିଥାଏ। କିନ୍ତୁ ଏମିତି ଏକ ହୋଟେଲ ଅଛି ଯେଉଁଠି ନା ଅଛି ଛାତ ନା ଅଛି କାନ୍ଥ l ଖୋଲା ଆକାଶ ତଳେ ରାତି…

କେବେ ପଡୁଛି ଗଣେଶ ପୂଜା: କାହିଁକି ୧୦ ଦିନ ଯାଏଁ କରାଯାଏ ବିଘ୍ନହର୍ତାଙ୍କ ପୂଜା

ଭୁବନେଶ୍ୱର; ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ…

ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା

କେଉଁ ରଙ୍ଗ ପସନ୍ଦ କରନ୍ତି ଆପଣ ? ଆପଣ ଜାଣନ୍ତି କି ଆପଣଙ୍କ ଫେବରେଟ୍ କଲର୍ କେଉଁଠି ନା କେଉଁଠି ନିଜର ପର୍ସନାଲିଟି ସମ୍ପର୍କରେ ବହୁତ କିଛି କୁହେ। ଆଜି ଆପଣଙ୍କ ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା। ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପର୍ସନାଲିଟି ସମ୍ପର୍କରେ। ଦି ମାଇଣ୍ଡ…