Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଫଟୋଚିତ୍ର ପ୍ରଦର୍ଶନୀରେ ରଥଖଳା କହୁଛି ରଥ ନିର୍ମାଣର କାହାଣୀ

ପୁରୀ : ଭକ୍ତ-ଭଗବାନ ଅପୂର୍ବ ମିଳନ ପାଇଁ ଏ ରଥ ଯାତ୍ରାର ମୁଖ୍ୟ ରଥ ନିର୍ମାଣ କାର୍ଯ୍ୟ ପାଇଁ ରଥ ମହାରଣାଙ୍କ ହୃଦୟ ରେ ଭକ୍ତି ଓ ମନରେ ଶ୍ରଦ୍ଧା ରହିବା ଆବଶ୍ୟକ। ପ୍ରଭୁଙ୍କ ଦିବ୍ୟ ଲୀଳାର ମାଧ୍ୟମ ରଥ ନିର୍ମାଣ କଳା କୌଶଳ ବାସ୍ତବିକ ଅନନ୍ୟ। ଏହି ଅନନ୍ୟ କଳାକୃତିର ଝଲକ ଦେଖିବାକୁ ମିଳୁଛି…

ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ପାଲା

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀର ସର୍ବ ବୃହତ ଜଗନ୍ନାଥ ମନ୍ଦିରଠାରେ ଗତ ୭ତାରିଖ ରଥଯାତ୍ରାଠାରୁ ସୁନା ବେଶ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ ସମାରୋହରେ ଅଂଶ ବିଶେଷ ଭାବରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ଆନୁକୂଲ୍ୟରେ ଆୟୋଜନ କରାଯାଉଥିବା ଏହି ଭବ୍ୟ କାର୍ଯ୍ୟକ୍ରମ…

ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର କାର୍ଯ୍ୟକ୍ରମ ‘ଗୁହାରି ୨୦୨୪ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‍ଘାଟନ କରିଥିଲେ…

ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସର ପରେ ତିନୋଟି ରଥ ଦକ୍ଷିଣାମୋଡ଼ ନେଇଛନ୍ତି । ଏହା ପରେ ବାହୁଡ଼ା ଯାତ୍ରା ଏବଂ ପରେ ପରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ…

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୪’ ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀଙ୍କ ଭାବଭରା ସଙ୍ଗୀତ ଶ୍ରୋତାଙ୍କୁ ବିମୁଗ୍ଧ କରିଛି…

ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରତିଫଳିତ ହେଉଛି ମା’ ଲକ୍ଷ୍ମୀଙ୍କ ଅଭିମାନ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସରରେ ପୁରୀ ଗୁଣ୍ଡିଚାବାଡି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ଏହି ମାନବୀୟ ଲୀଳାକୁ ନେଇ ଗତ ହେରାପଞ୍ଚମୀର ଫଟୋ…

ମକା ଖାଇବା ପରେ ଭୁଲରେ କରନ୍ତୁ ନି ଏପରି କାମ, ବିଗିଡି ପାରେ ସ୍ୱାସ୍ଥ୍ୟାବସ୍ଥା !

ଭୁବନେଶ୍ଵର: ବର୍ଷାଦିନେ ମକା ଖାଇବାର ଆନନ୍ଦ ଟିକେ ଅଲଗା। ପ୍ରବଳ ବର୍ଷାରେ ମକାକୁ ପୋଡି ଲୁଣ, ଲଙ୍କା ଓ ଲେମ୍ବୁ ଦେଇ ଖାଇବା ଏକ ନିଆରା ସ୍ୱାଦ। ମକା ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ଏଥିରେ ଫାଇବର, କ୍ୟାଲସିୟମ, ଭିଟାମିନ୍ ସି, ଭିଟାମିନ୍ B12…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ମାଉସୀ ଘରେ ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ…

ନଭି ମୁମ୍ବାଇରେ ରଥଯାତ୍ରାର ଭବ୍ୟ ଉତ୍ସବ

ନଭି ମୁମ୍ବାଇ : ନଭି ମୁମ୍ବାଇର ଖାରଘରଠାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବରରେ ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭାଇ ଶ୍ରୀ ବଳଭଦ୍ର,କନିଷ୍ଠ ଭଗିନୀ ମା ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କୁ…

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରା

ଭୁବନେଶ୍ୱର :  ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ର ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ଭବ୍ୟ…