Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଅଣସର ଘରେ ଚାଲିଛି ଗୁପ୍ତସେବା

ପୁରୀ: ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର…

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ…

୧୦୦ ଦିନରେ ସୁଭଦ୍ରା ଯୋଜନା: କଣ ରହିବ ରୂପରେଖ

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଆଗାମି ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବାନେଇ…

ସରିନି ରଜ ମଉଜ, ଆଜି ଶେଷ ରଜ, ଉତ୍ସବ ମୁଖର ଗାଁ ଠୁ ସହର

ଭୁବନେଶ୍ଵର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡିଶାବାସୀ । ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର । ଚାରିଆଡେ ଉତ୍ସବର ମାହୋଲ। ପିଠାପଣାର ବାସ୍ନାରେ ମହକୁଛି ପ୍ରତିଟି ଓଡିଆ ଘର । ଏହି ଦିନକୁ ମାଟି ଓ ମୌସୁମୀର ମିଳନ ପର୍ବ…

ପିତୃ ଦିବସ: ବାପାଙ୍କ ପାଇଁ ଦିନ ଟିଏ

ଭୁବନେଶ୍ଵର: ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ହୋଇଥାଏ। ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ । ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ପିତାଙ୍କ ସ୍ଥାନ ସମସ୍ତ…

ରଜ ମହୋତ୍ସବ ୨୦୨୪ ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂଙ୍କ ଦ୍ୱାରା ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ…

ପୁର ପଲ୍ଲୀରେ ରଜ ମଉଜ, କାହିଁକି ପାଳନ ହୁଏ ରଜ ଜାଣନ୍ତୁ……

ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ,…

ରାତି ପାହିଲେ ରଜ, ଆଜି ସଜବାଜ, ଚାରିଆଡେ ଜମିଲାଣି ଆସର

ଭୁବନେଶ୍ଵର: ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ । ତନ୍ମଧ୍ୟରୁ ଅନ୍ୟତମ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆସନ୍ତାକାଲି ରଜ ପାଳିବେ କୁଆଁରୀ । ସେଥିପାଇଁ ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବନ୍ଧା ହେଲାଣି ବିଭିନ୍ନ ପ୍ରକାରର ଦୋଳି…

ସୃଜନ ପକ୍ଷରୁ ବାର୍ଷିକ ଓଡ଼ିଶୀ ନୃତ୍ୟ ଉପସରଣମ୍-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଯୁବ ନୃତ୍ୟଶିଳ୍ପୀମାନଙ୍କୁ ନେଇ ଉପସରଣମ୍ ୨୦୨୪ ଆୟୋଜିତ ହୋଇଯାଇଛି । ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ (ଏସଏସୟୁ)ର ଫ୍ୟାକଲ୍ଟି ଅଫ୍ ଆର୍ଟସ୍ କମ୍ୟୁନିକେସନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍…

ପଡିଲା ହାତଗଣ୍ଠୀ, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ନବ ବିବାହିତ ଦେବଦମ୍ପତି

ସମ୍ବଲପୁର: ମହା ଆଡମ୍ବରରେ ଶେଷ ହେଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗତଜନନୀ ମାତା ପାର୍ବତୀଙ୍କ ହାତ ଧରିଥିଲେ ବାବା ଭୋଳାନାଥ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ…