Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅନୁରକ୍ତି ହିଁ ଭକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶଙ୍ଖ ନାଭି ମଣ୍ଡଳରେ ଆମେ ଉପସ୍ଥିତ ହେବାପରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଉଁ ଅନୁରାଗ ଜାତ ହୁଏ। ତାହା ହିଁ ଭକ୍ତି ବୋଲି ମହାତ୍ମା ଶାଣ୍ଡିଲ୍ୟ ମତ ପ୍ରକାଶ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶଙ୍ଖ ନାଭି ମଣ୍ଡଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ…

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

କାକଟପୁର: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି…

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି, ଭକ୍ତ ଓ ଭଗବାନଙ୍କ ପ୍ରସ୍ତୁ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨-୩ ଦିନ ଧରି ଅଯୋଧ୍ୟା ରାମ ମନ୍ଦିର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଲାଲାଙ୍କ ସହ ଦୀର୍ଘ ୪୯୫ ପରେ ହୋଲି ଖେଳିବାକୁ ଭକ୍ତମାନେ ବ୍ୟାକୁଳ । ରାମ ମନ୍ଦିର ଟ୍ରଷ୍ଟ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ। ସେପଟେ ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର…

ଦୁନିଆର ସବୁଠାରୁ ରହସ୍ୟମୟ ଗଛ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ନୂଆଦିଲ୍ଲୀ; ଦୁନିଆରେ ଅନେକ ପ୍ରକାରର ଜିନିଷ ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହା ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ । ଏହି ଗଛଗୁଡିକ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ, କଣ ସତରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୁରୁଷୋତ୍ତମ କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଯେପରି ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ (ରାଜା )।ସେହିପରି ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ ସର୍ବ କ୍ଷେତ୍ର ମଧ୍ୟରେ ରାଜା। ଏଣୁ କପିଳ ସଂହିତା ରେ କୁହାଗଲା –…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମ ମୁକ୍ତି କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନାମର ମାହାତ୍ମ୍ୟ ଯେତିକି, ସେତିକି ମହୀୟାନ ଏହି କ୍ଷେତ୍ର। ତେଣୁ ଏ କ୍ଷେତ୍ରର ନାମ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର । କେବଳ ସାଧୁ, ସନ୍ଥ, ଯୋଗୀ, ମୁନି, ବୈରାଗୀ ଅବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ ଥରେ ଚାଖିଲେ ଦୁନିଆର ସମସ୍ତ ସ୍ୱାଦିଷ୍ଟ ପଦାର୍ଥ ସ୍ୱାଦ ହୀନ ଲାଗେ। ସେଥିପାଇଁ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି : “ଖଣ୍ଡ ଖଣ୍ଡ ଗୁଡ଼ ଚିନି ଫେଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କରି ବିପଦରୁ ରକ୍ଷା ପାଇଥିବା ପ୍ରାଣୀଙ୍କ ବିଷୟରେ ଚିନ୍ତା କରିବା ମାତ୍ରେ ଦୁଇଟି ଜୀବ ଆମ ମନକୁ ଆସନ୍ତି। ଗଜ ଓ ମୃଗୁଣୀ। ଓଡ଼ିଆ ମାନଙ୍କ କଣ୍ଠରେ…