Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାରମ୍ବାର କାମରେ ଅସଫଳ ହେଉଥିଲେ କରନ୍ତୁ ଏହି ଉପାୟ…

ଭୁବନେଶ୍ବର: ଜୀବନରେ ବେଳେବେଳେ ଯେତେ ଚେଷ୍ଟା କଲେ ବି ସଫଳ ମିଳିନଥାଏ । ଯାହାଦ୍ବାରା ଆପଣଙ୍କ ଜୀବନରେ ଦୁଃଖ ପିଛା ଛାଡି ନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରେ ବାସ୍ତୁ ସଂମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ କାମରେ ବାଧା ଉପୁଜିପାରେ ।ତେଣୁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ..…

ହିନ୍ଦୁ ନବବର୍ଷରେ ୫ଟି ଗ୍ରହର ବିରଳ ସଂଯୋଗ; ବଦଳିବ ଏହି ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ହିନ୍ଦୁ ନବବର୍ଷ ଅର୍ଥାତ୍ ମାର୍ଚ୍ଚ ୩୦ ତାରିଖରେ ପଡୁଛି । ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ମୀନ ରାଶିରେ ବିରାଜମାନ ହେବେ । ଏହି ନୂତନ ବର୍ଷ କିଛି ବିଶେଷ ରାଶି ପାଇଁ ବେଶ୍ ଶୁଭଦାୟକ ହେବ । କାରଣ ୧୦୦ ବର୍ଷ ପରେ, ଏହି ଦିନ ୫ଟି ଗ୍ରହର ବିରଳ ସଂଯୋଗ ହେବାକୁ ଯାଉଛି । ଏହି ଦିନ…

ଚୈତ୍ର ଅମାବାସ୍ୟା ଦିନ ଏହା କଲେ ଦୂର ହେବ ପିତୃଦୋଷ..

ଭୁବନେଶ୍ବର: ଚଳିତବର୍ଷ ଚୈତ୍ର ମାସର ଅମାବାସ୍ୟା ଦିନ ୨୯ ମାର୍ଚ୍ଚରେ ପଡୁଛି । ଅମାବାସ୍ୟା ଦିନ ସ୍ନାନ ଦାନର ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ଦିନଟି  ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏକ ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ଦିନ ପିତୃପୁରୁଷମାନେ…

ବାସ୍ତୁ ଅନୁଯାୟୀ କେଉଁକେଉଁ ମୂର୍ତ୍ତିକୁ ଘରେ ରଖିବା ଉଚିତ୍..

ଭୁବନେଶ୍ବର: ଏପରି କିଛି ମୂର୍ତ୍ତି ରହିଛି ଯାହା ବାସ୍ତୁ ଅନୁଯାୟୀ ବହୁତ ଶୁଭ । ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ । ଯେପରିକି ଘରର ଡ୍ରଇଂ ରୁମ୍‌ରେ ଯୋଡ଼ି ହଂସଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ।…

ଘରେ ଝଗଡା ହେଉଛି କି..ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ବର: କିଛି କାରଣ ନଥାଇ ବି ଛୋଟଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଲାଗେ । ଏଭଳି କ୍ଷେତ୍ରରେ ବାସ୍ତୁଦୋଷ ଥାଇପାରେ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ.. -ଘରେ ପାଣି ଟ୍ୟାପ୍‌ରୁ ପାଣି ଲିକ୍‌…

ଖାଇବା ପରେ ଲବଙ୍ଗ କାହିଁକି ଖାଆନ୍ତି..

ଭୁବନେଶ୍ବର: ଖାଦ୍ୟ ଖାଇବା ପରେ ଧୀରେ ଧୀରେ ୧-୨ଟି ଲବଙ୍ଗ ଚୋବାଇଲେ ଏହାର ରସ ପାଟିରେ ଭଲ ଭାବରେ ମିଶିଯାଏ। ଲବଙ୍ଗ କେବଳ ମୁଖ ସ୍ୱାସ୍ଥ୍ୟ ସହ ପାଚନ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଭଲ। ତେଣୁ ଖାଇବା ପରେ ୧ ରୁ ୨ଟି ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ନ୍ୟାସନାଲ ଲାଇବ୍ରେରୀ…

ପାଣି ପିଇବାକୁ ନେଇ ଏହି ୫ଟି ଭୁଲ କରୁଛନ୍ତି କି? ଜାଣନ୍ତୁ କଣ ପଡିବ ପ୍ରଭାବ..

ନୂଆଦିଲ୍ଲୀ: ପାଣି ଆମ ଜୀବନ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆପଣ ଜାଣିଥିବ ଯେ ଶରୀର ଏବଂ ପୃଥିବୀ ଉଭୟର ୬୦ ରୁ ୭୦ ପ୍ରତିଶତ ପାଣିରେ ଗଠିତ । କିନ୍ତୁ ଶରୀରରେ ଥିବା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ପୃଥିବୀରେ ଥିବା ଅତିରିକ୍ତ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ, ଅର୍ଥାତ୍…

Haier ଲଞ୍ଚ କଲା ଭାରତର ପ୍ରଥମ AI ଏସି !

ନୂଆଦିଲ୍ଲୀ:  ଗ୍ରୀଷ୍ମ ଋତୁରେ ଆରମ୍ଭ ହେବାକୁ ଯାଉଛି। ଲୋକମାନେ ଏବେ ଏସି କିଣିବା ଆରମ୍ଭ କେଲେଣି । ତେବେ ଏହି ସମୟରେ ହାୟର ଇଣ୍ଡିଆ (Haier India) ନିଜର ନୂତନAI Climate Controlଏୟାର କଣ୍ଡିସନର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ, ଏହା ଭାରତର ପ୍ରଥମ ଏସି ଯାହା AI ଦ୍ୱାରା…

ଇନଷ୍ଟାଗ୍ରାମ-ୟୁଟ୍ୟୁବରେ ଅଧିକ ନୋଟିଫିକେସନ ଆସୁଛି? ଆପଣ ଏହି ଟୋଗଲ ଦ୍ବାରା କରିପାରିବେ କଣ୍ଟ୍ରୋଲ

ଭୁବନେଶ୍ବର: ଅନେକ ଥର ଶୋଇବା ସମୟରେ କିମ୍ବା କାମରେ ବ୍ୟସ୍ତ ଥିବା ସମୟରେ ଫୋନ୍ ରେ ଅଧିକ ନୋଟିଫିକେସନ ଆସିଥାଏ; ଫଳରେ ବିରକ୍ତ ଲାଗିଥାଏ । ଯଦି ଆପଣ ନୋଟିଫିକେସନକୁ ସଂପୂର୍ଣ୍ଣ ବନ୍ଦ କରିଦିଅନ୍ତି, ତେବେ ଆପଣଙ୍କୁ ଅପଡେଟ ମିଳିପାରିବ ନାହିଁ । ଆପଣ କିଛି ଜିନିଷ ବନ୍ଦ କରିପାରିବେ । ଫଳରେ…

ଟିଭି ସ୍କ୍ରିନ୍ ସଫା କଲାବେଳେ ଏହି ୩ଟି ଭୁଲ କରୁଛନ୍ତି କି ?

ଭୁବନେଶ୍ବର: ଟିଭି ପରଦାରେ ଧୂଳି ଜମା ହେବା ଏକ ସାଧାରଣ କଥା । ତେଣୁ ପରଦାକୁ ନିୟମିତ ସଫା କରାଯିବା ଉଚିତ୍ । କିନ୍ତୁ ଯଦି ଆପଣ ଟିଭି ସ୍କ୍ରିନ୍ ସଫା କରିବା ସମୟରେ ଅସାବଧାନତା ଅବଲମ୍ବନ କରନ୍ତି, ଆପଣ କ୍ଷତି ସହିପାରନ୍ତି । କାରଣ ସ୍କ୍ରିନ୍ ବହୁତ ସୂକ୍ଷ୍ମ ଅଟେ, ତେଣୁ ସ୍କ୍ରିନ୍ ସଫା…