Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ବ୍ୟକ୍ତିମାନେ ନିଜର ପୁରୁଣା ପୋଷାକ କେବେବି ଦାନ କରନ୍ତୁ ନାହିଁ…

ଭୁବନେଶ୍ବର:ସନାତନ ଧର୍ମରେ ଜପ,ତପ ଏବଂ ଧ୍ୟାନ ସହ ଦାନର ବି ମହତ୍ତ୍ବ ରହିଛି । କିନ୍ତୁ ଦାନ କରିବା ସମୟରେ ଅନେକ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ । ବେଳେବେଳେ କ'ଣ ହୁଏ ଦାନ କରୁଥିବା ବ୍ୟକ୍ତି କିଛି ଏପରି ଜିନିଷ ଦାନ କରି ଦିଅନ୍ତି, ଯାହା ପରେ ତାଙ୍କୁ ଅସୁବିଧାରେ ପକାଇଥାଏ । ଅନେକ…

କର୍କଟ ରୋଗକୁ ବ୍ୟାପିବାରେ ରୋକିଥାଏ ଆସ୍ପିରନ୍? ଜାଣନ୍ତୁ କଣ କହୁଚି ରିସର୍ଚ୍ଚ..

ନୂଆଦିୀଲ୍ଲୀ: ବହୁ ଦିନ ଧରି ପେନ୍ କିଲର ଭାବରେ ଆସ୍ପିରିନ୍ ବ୍ୟବହୃତ ହୋଇଆସୁଛି । ନୂତନ ଗବେଷଣାରୁ ଜଣାପଡିଛି ଯେ ଏହି ଔଷଧ କର୍କଟ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହା ପୂର୍ବରୁ ମଧ୍ୟ ଆସ୍ପିରିନର ବ୍ୟବହାର ଏବଂ କର୍କଟ ରୋଗ ନିବାରଣ ବିଷୟରେ ଜଣାପଡିଥିଲା । ଏହି ନୂତନ ଅଧ୍ୟୟନ…

ସୁନସୁନିଆ ଶାଗ ଖାଇଲେ ବଢେ ଦୃଷ୍ଟିଶକ୍ତି !

ଭୁବନେଶ୍ବର:ଓଡିଆ ଲୋକଙ୍କୁ ଶାଗ ଭାରି ପ୍ରିୟ । ଏଥିସହ ଡାକ୍ତର ମଧ୍ୟ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଅତି ସାଧାରଣ ଲାଗୁଥିବା ଛୋଟଛୋଟ ସୁନସୁନିଆ ଶାଗ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହା ପୋଷକତତ୍ତ୍ବରେ ଭରପୂର ଅଟେ । ସୁନସୁନିଆ ଶାଗ ଖାଇଲେ ଶରୀରକୁ ବିଟାମିନ ବି ୧୨ ମିଳେ…

ସକାଳେ ପ୍ରତିଦିନ ଖାଆନ୍ତୁ ୨ଟି ଗୁଜୁରାତି; ଦେଖିବେ ଚମତ୍କାର..

ଭୁବନେଶ୍ବର: ଗୁଜୁରାତି ଖାଦ୍ୟର ସ୍ବାଦକୁ ବଢେଇ ଦେଇଥାଏ । ତେବେ ଜାଣିଛନ୍ତି କି ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର ଅଟେ । ପ୍ରତିଦିନ ସକାନେ ୨ଟି ଗୁଜୁରାତି ଖାଇଲେ ଅନେକ ଲାଭ ମିଳେ .. -ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । -ପାଣିପାଗର ପରିବର୍ତ୍ତନ କିମ୍ବା ଭୁଲ ଖାଇବା…

ଏହି ବାସ୍ତୁ ଦୋଷ ଥିଲେ ବିଳମ୍ବ ହୁଏ ବିବାହ..

ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଘରର ସଠିକ୍‌ ଦିଗ, ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦିଆଯାଏ । ଭୁଲ୍‌ ଦିଗରେ ଭୁଲ୍‌ ଜିନିଷ ରଖିଲେ ବାସ୍ତୁ ସମସ୍ୟା ସୃଷ୍ଟି ହେବା ସହ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦିଏ । ଘରର ପ୍ରତ୍ୟେକ କୋଣ ଓ ବାସ୍ତୁ ସ୍ଥାନ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଆହୁରି…

କେଉଁ ପାତ୍ରରେ ମା’ବୃନ୍ଦାବତୀଙ୍କୁ ଜଳ ଅର୍ପଣ କଲେ ମିଳେ ଶୁଭଫଳ..

ଭୁବନେଶ୍ବର: ଆମେ ପ୍ରତିଦିନ ମା'ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିଥାଉ । ମା'ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡ଼ିତ ଦେବୀ ତୁଳସୀ । ତେବେ ଜାଣିଛନ୍ତି କି, ସକାଳୁ ସକାଳୁ ତୁଳସୀ ଗଛରେ କେଉଁ ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ । ତମ୍ବା ଧାତୁରେ ନିର୍ମିତ ପାତ୍ରରୁ ତୁଳସୀ ଗଛରେ ଜଳ…

ବିଶ୍ୱର ସବୁଠାରୁ ଛୋଟ ଜେଲ, ରହୁଛନ୍ତି ଦୁଇ କଏଦୀ

ଜେଲ କେତେ ଛୋଟ ହୋଇପାରେ ? ଆଉ ଏଥିରେ କେତେ ଜଣ କଏଦୀ ରହିପାରିବେ । ବିଶ୍ୱରେ ଏମିତି ଏକ ଜେଲ ରହିଛି ଯେଉଁଠି ମାତ୍ର ଦୁଇ ଜଣ କଏଦୀ ସଜା କାଟୁଛନ୍ତି । ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି…

ଗୁଗୁଲ୍ ଆସିଷ୍ଟାଣ୍ଟ ହୋଇଯିବ ବନ୍ଦ; ତା’ସ୍ଥାନ ନେବ..

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଫୋନରେ 'ହେ ଗୁଗୁଲ୍ ' କହି ଗୁଗୁଲ୍ ଆସିଷ୍ଟାଣ୍ଟ ବ୍ୟବହାର କରୁଛନ୍ତି ଯଦି , ଆପଣଙ୍କ ପାଇଁ ଏକ ବଡ ଅପଡେଟ୍ ରହିଛି । କମ୍ପାନୀ ୨୦୧୬ରେ ଆଣିଥିବା ଗୁଗୁଲ୍ ଆସିଷ୍ଟାଣ୍ଟ ଏବେ ବନ୍ଦ ହେବାକୁ ଯାଉଛି। କମ୍ପାନୀ କହିଛି ଯେ ୨୦୨୫ ଶେଷ ସୁଦ୍ଧା ଆଣ୍ଡ୍ରଏଡ୍ ଫୋନରେ ଗୁଗୁଲ୍…

ବାହାଘର ପାଇଁ ପିଏଫରୁ ଏକାଧିକ ଥର ଟଙ୍କା ଉଠାଇ ପାରିବା କି?

ଭୁବନେଶ୍ବର: ଆପଣଙ୍କୁ PF ଆକାଉଣ୍ଟରୁ ଆଂଶିକ ଟଙ୍କା ଉଠାଣର ସୁବିଧା ମିଳିଥାଏ । ଆପଣ କିଛି କିଛି କାମ ପାଇଁ ଜମା ହୋଇଥିବା ଅର୍ଥରୁ ଟଙ୍କା ଉଠାଇ ପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ ଋଣ ରାଶି ପରିଶୋଧ କରିବାକୁ ଅଛି, ତେବେ ଆପଣ ଏଥିପାଇଁ PF ରୁ ଟଙ୍କା ମଧ୍ୟ ଉଠାଇପାରିବେ । କିନ୍ତୁ…

ରଙ୍ଗ ନୁହେଁ କାଦୁଅ ହୋଲିରେ ମସଗୁଲ୍ ହେଲେ ଛାତ୍ରଛାତ୍ରୀ….

ରାଉରକେଲା: ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବ ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି…