Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ; କାହିଁକି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ମହାମାରୀ କରୋନା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି । କରୋନା ଯୋଗୁଁ ଦୀର୍ଘ ଛଅ ମାସ ହେବ ବନ୍ଦ ପଡ଼ିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଯାହା ଫଳରେ ଭ୍ରମଣର ମଜା ନେଇପାରୁନାହାନ୍ତି ଲୋକେ। ଏହାକୁ ନେଇ ସମଗ୍ର ପର୍ଯ୍ୟଟନ ସଂସ୍ଥା ଏବେ…

ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ସିକ୍କିମ୍

ଗାଙ୍ଗଟୋକ: ସିକ୍କିମ୍ ସରକାର ଅକ୍ଟୋବର ୧୦ରୁ ରାଜ୍ୟରେ ପର୍ଯ୍ୟଟନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଅଧିକାରୀମାନେ ଶନିବାର ଘୋଷଣା କରିଛନ୍ତି ଯେ ଅକ୍ଟୋବର ୧୦ରୁ ହୋଟେଲ, ହୋମଷ୍ଟେ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅକ୍ଟୋବର ୧ରୁ ଯାନବାହାନ…

ଅକ୍ଟୋବର ୧ରୁ ଖୋଲିବ ଭିତରକନିକା ନେଚର କ୍ୟାମ୍ପ

ଭୁବନେଶ୍ୱର: ଅକ୍ଟୋବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଡାଙ୍ଗମାଳ ନେଚର କ୍ୟାମ୍ପ । ଏସମ୍ପର୍କରେ ରାଜନଗର ମାଙ୍ଗ୍ରୋଭ ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍ ଡିଭିଜନ୍ ଡିଏଫଓ ବିକାଶ ରଞ୍ଜନ ଦାସ ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟ୍…

ଏଣିକି ବିନା କୋଭିଡ୍‌-୧୯ ଟେଷ୍ଟରେ ବୁଲିପାରିବେ ଗୋଆ !

ଗୋଆ: ଯଦି ଗୋଆ ବୁଲିବାକୁ ଇଛା । ତେବେ ଆପଣଙ୍କ ପାଇଁ ରହିଛି ଖୁସୀ ଖବର । ସେପ୍ଟେମ୍ବର ମାସରୁ ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକଙ୍କ ପାଇଁ ଗୋଆରେ ପ୍ରବେଶ ଅନୁମତି ମିଳିଛି । ଏପରିକି ଗୋଆ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାର ଓ ରେଷ୍ଟୁରାଣ୍ଟ ବି ଖୋଲିଛି । ତେବେ ଗୋଆ ଯିବା ପାଇଁ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…

ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବାକୁ ଓଟିଡିସିର ଉଦ୍ୟମ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ   ଗୁରୁବାର ଦିନ ବିଜ୍ଞାପନ ଜାରି କରାଯାଇଛି। ଓଟିଡିସି ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ବିଜ୍ଞାପନ ଗୁଡ଼ିକରେ ମୁଖ୍ୟତଃ ଓଡ଼ିଶାର ବିଭିନ୍ନ…

ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା ଆଦିତ୍ୟକୁ ବିଶ୍ୱ ସମ୍ମାନ !

କେରଳ: ଆଦିତ୍ୟ, ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା । ୨୦୧୭ରେ କେରଳର ଭେମ୍ବାନଦରେ ଲୋକାର୍ପିତ ହୋଇଥିବା ଏହି ନୌକା ସମ୍ମାନନୀୟ ଗୁସ୍ତାଭେ ଟ୍ରୁଭ୍ ପୁରଷ୍କାର ହାସଲ କରିଛି । ଇଲେକ୍ଟ୍ରିକ୍ ବୋଟ୍ ବିଭାଗରେ ଆଦିତ୍ୟକୁ ବିଶ୍ୱର ସର୍ବଶ୍ରେଷ୍ଠ ଯାତ୍ରିବାହୀ ନୌକାର ଆଖ୍ୟା ମିଳିଛି ।…

୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ; ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ପ୍ରସ୍ତାବରେ ଲାଗିଲା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ପାଇଁ ଘରୋଇ ପର୍ଯ୍ୟଟନ ଏବଂ ଇକୋ ରିଟ୍ରେଟ ଉପରେ ଧ୍ୟାନ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଲକଡାଉନ୍ ୩.୦ ଶେଷ ହେବାକୁ ୦୯ ଦିନ ବାକି ଥିବାବେଳେ ଓଡିଶା ସରକାର ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଦିନ ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।…