Latest Odisha News

BREAKING NEWS

Browsing Category

ଅପରାଧ

ଲାଇକ ଓ ଭ୍ୟୁଜ୍ ପାଇଁ ରେଲୱେ ଟ୍ରାକରେ ରଖୁଥିଲେ ଇଟା, ସାଇକେଲ, ମୋବାଇଲ୍ ସହ ଏସବୁ ଜିନିଷ

ଲକ୍ଷ୍ନୌ: ଭାରତୀୟ ରେଳବାଇରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଯାତ୍ରା କରନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ। କିନ୍ତୁ ଯଦି କେହି ବ୍ୟକ୍ତି ରେଲୱେ ଟ୍ରାକରେ କିଛି ରଖିଦିଅନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ। ସୋସିଆଲ ମିଡିଆରେ ଏପରି ଏକ…

ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି ଧଉଳି ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ l ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଆଜି ପୋଲିସ ଛାନଭିନ୍‌ କରିଛି । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ଏକ ସୁଇସାଇଡ…

କୋଚିଂ ସେଣ୍ଟରରେ ଅଘଟଣ; ଏମସିଡି ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଚିଂ ସେଣ୍ଟରରେ ପାଣି ପଶି ହୋଇଥିବା ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ୍ ବଡି ମୁଖ୍ୟଙ୍କୁ ସମନ୍ ଜାରି କରିଛନ୍ତି ହାଇକୋର୍ଟ। ଦିଲ୍ଲୀ କୋଚିଂ ସେଣ୍ଟରେ ହୋଇଥିବା ମୃତ୍ୟୁ ମାମଲାରେ ଆଜି ଶୁଣାଣୀ ହୋଇଥିଲା। ଏହି ସମୟରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ପୁରୁଣା ବିଲ୍ ପାସ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିବେଦିତା ।…

ଟ୍ରେନରେ ବୋମା; ଅଟକିଲା ଜମ୍ମୁରୁ ଯୋଧପୁର ଯାଉଥିବା ଏକ୍ସପ୍ରେସ

ଚଣ୍ଡିଗଡ: ଜମ୍ମୁରୁ ରାଜସ୍ଥାନର ଯୋଧପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନକୁ ପଞ୍ଜାବର ଫିରୋଜପୁର ଜିଲ୍ଲାର କାସୁ ବେଗୁ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଜମ୍ମୁ ତାୱି-ଭଗତ କି କୋଠି ଏକ୍ସପ୍ରେସ (ଟ୍ରେନ୍ ନମ୍ବର 19926) ରେ ବୋମା ଥିବା ଧମକ ମିଳିଥିଲା। ଯାହା ପରେ…

ଅନଲାଇନ ଗେମ୍ ନେଉଛି କି ଜୀବନ, ଲଗ୍ ଆଉଟ୍ ଲେଖି ୧୪ ମହଲାରୁ ଡେଇଁ ପଡିଲେ

ପୁଣେ: ପିମ୍ପ୍ରି ଚିଞ୍ଚୱାଡର ରେଭେଟରେ ସ୍ଥିତ ଏକ ବିଲ୍ଡିଂର ୧୪ ମହଲାରୁ ଡେଇଁ ଜଣେ ୧୬ ବର୍ଷର ବାଳକ ମୃତ୍ୟୁବରଣ କରିଛି। ଆଉ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇଯାଇଛି ସୁଇସାଇଡ ନୋଟ୍‌। ଯେଉଁଥିରେ ‘ଲଗ୍‌ ଆଉଟ୍’ ଲେଖିଥିବା ଜଣାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୃତ ବାଳକ ତାଙ୍କ ପରିବାର…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ସାମ୍ବାଦିକା ମଧୁଙ୍କ ଶରୀରରେ ଏକାଧିକ କ୍ଷତ

ଭୁବନେଶ୍ୱର: ଆସିଲା ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ମୃତ୍ୟୁବରଣ କରିଥିବା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ତାଙ୍କ ଦେହରେ ଏକାଧିକ କ୍ଷତ ଥିବା ଜଣାପଡିଛି। ଟ୍ରେନ୍‌ ଧକ୍କାରେ କିଛି ଦୂର ଘୋଷାଡି ହେବା ପରେ ମଧ୍ଯ ସେ କିଛି ସମୟ ଜୀବିତ ଥିଲେ ଏବଂ ଆହତ…

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ଅଘଟଣ, ଆଉ ୫ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା ସ୍ଥିତ RAU'S IAS କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଉ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର…

୯ ଦିନର ଶିଶୁକୁ ହତ୍ଯା କଲା ମା’; କାନ୍ଦିକାନ୍ଦି ଥାନାରେ ପହଞ୍ଚିଲେ ବାପା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକାରେ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ମହିଳା ନିଜର ନଅ ଦିନର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ମହିଳା ପୁତ୍ର ସନ୍ତାନ ଚାହୁଁଥିବା ବେଳେ ତାଙ୍କର କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ଯେଉଁଥିପାଇଁ ସେ…

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍‌ସିକ୍‌ ଲ୍ୟାବ ପଠାଯିବ ମୋବାଇଲ

ଭୁବନେଶ୍ୱର: ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ। ମଧୁମିତାଙ୍କ ସ୍ବାମୀ ଶ୍ରୀଧରଙ୍କ ଆଉ କାହା ସହିତ ସମ୍ପର୍କ ଅଛି କି ନା ସେନେଇ ଖୋଳତାଡ ଜାରି ରହିଛି। ଏଥିପାଇଁ ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌…