Latest Odisha News

BREAKING NEWS

Browsing Category

ଅପରାଧ

ବାବା ସିଦ୍ଦିକୀ ମର୍ଡର କେସ: ଗିରଫ ହେଲା ସୁଟର ଶିବ କୁମାର

ଲକ୍ଷ୍ନୌ: ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ଜଣେ ସୁଟର ଗିରଫ। ଉତ୍ତର ପ୍ରଦେଶ ଏସଟିଏଫ ଓ ମୁମ୍ବାଇ ପୋଲିସ ଅପରାଧ ଶାଖାର ଟିମ୍ ମିଳିତ ଭାବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି। ବାହାରାଇଚରୁ ଏହି ସୁଟର ସହ ତାକୁ ସହଯୋଗ…

କଶ୍ମୀରର ବାରାମୁଲାରେ ୨୪ ଘଣ୍ଟାରେ ପୁଣି ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ପୁଣି ଏନକଉଣ୍ଟର ହୋଇଛି। ସୋପୋରର ରାମପୁର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁଯାୟୀ, ରାମପୁର ଅଞ୍ଚଳରେ…

କଟକ ଗଣଦୁଷ୍କର୍ମ ପ୍ରସଙ୍ଗ: ପୋଲିସ ଡିଜିଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିରଦୋସ୍

କଟକ : କଟକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ । ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ସୋଫିଆ କହିଛନ୍ତି, ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ନେଇ…

ମହିଳାଙ୍କ ଅମାନୁଷିକ କାର୍ଯ୍ୟ, ପେଟ୍ରୋଲ ଢାଳି ୫ କୁକୁର ଛୁଆଙ୍କୁ ଜାଳିଦେଲେ

ମେରଟ: ମେରଟରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି।ଏଠାରେ ପାଞ୍ଚଟି ବୁଲା କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜାଳି  ଦିଆଯାଇଛି। ଫଳରେ ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ପୋଲିସ ଦୁଇଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହିଳାମାନେ ଦୁଇ…

ଶ୍ରୀମନ୍ଦିରରେ ଜେଟିପିଙ୍କୁ ପିଟିଲେ ବଙ୍ଗୀୟ ଭକ୍ତ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର କିଛି ବଙ୍ଗାଳୀ ଭକ୍ତଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କିଛି କଥାକୁ ନେଇ ବଙ୍ଗୀୟ ଭକ୍ତଙ୍କ ସହ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅସଭ୍ଯ ଭାଷାରେ ଗାଳିଗୁଲଜ ପରେ…

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ…ଏମିତି ଧରାପଡିଲେ ସଇତାନ୍

ନୂଆଦିଲ୍ଲୀ: ଅସହାୟ ପୀଡିତା, ୩ ସଇତାନ୍ ଓ ଗଣଦୁଷ୍କର୍ମର ଭୟାବହ କାହାଣୀ। ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅପରାଧ ପଛର କାହାଣୀ ଯେତିକି ଭୟାବହ ଅନୁସନ୍ଧାନ ବି ଥିଲା ସେତିକି…

ଛାତି ଥରାଇ ଦେବ କଟକ ଲଜ୍ଜା କାହାଣୀ: ପ୍ରତିଶୋଧ ନେବା ପାଇଁ ପିଶାଚ ସାଜିଥିଲା ପିତୁ

କଟକ: ଓଡିଶାରେ ପୁଣି ଆଉ ଏକ ଛାତି ଥରାଇ ଦେଲା ଭଳି ଗଣଦୁଷ୍କର୍ମ ଘଟଣା । ତାହା ପୁଣି ଚଳଚଞ୍ଚଳ ସହର କଟକରୁ । ନାବାଳକ କାଫେ ମାଲିକ ଆଉ ପୁରୁଷ ବନ୍ଧୁ ମାନେ ମିଶି କରିଚାଲିଥିଲେ ଦୁଷ୍କର୍ମ । ହେଲେ କାହାକୁ ଟେର୍ ହିଁ ନଥିଲା । ପ୍ରେମର ବିରହ ନିଆଁରେ ପ୍ରତିଶୋଧ ପରାୟଣ ହୋଇ ସାଙ୍ଘାତିକ…

ତଣ୍ଟି ଚିପି ଜୀଅନ୍ତା ପୋତିଦେଲେ, ଯୋଗ ପାଇଁ ବଞ୍ଚିଗଲା ଜୀବନ… 

ବେଙ୍ଗାଲୁରୁ: ତଣ୍ଟି ଚିପି ଯୋଗ ଗୁରୁଙ୍କୁ ଜୀଅନ୍ତା ପୋତିଦେଲେ। କିନ୍ତୁ ଯୋଗ କୌଶଳ ପାଇଁ ବଞ୍ଚିଗଲା ଜୀବନ। ପୋଲିସର ସୂଚନା ଅନୁଯାୟୀ ଜଣେ ଯୋଗ ଶିକ୍ଷୟିତ୍ରୀଙ୍କୁ କିଛି ଲୋକ ଆକ୍ରମଣ କରି ତାଙ୍କ ବେକ ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେମାନଙ୍କୁ ଲାଗିଥିଲା ଯେ ସେ…

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା; ୨ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା । ୨ ଅଭିଯୁକ୍ତ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀଙ୍କୁ ଗିରଫ କଲା ପୋଲିସ । ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା…

୩୪୯ ରିଚାର୍ଜ କରୁ କରୁ ଆକାଉଣ୍ଟରୁ ସଫା ହୋଇଗଲା ୪ ଲକ୍ଷ..

ଭୁବନେଶ୍ବର: କାଳ ହେଲା ମୋବାଇଲ ରିଚାର୍ଜ । ୩୪୯ ଫେରି ପାଇବାକୁ ଯାଇ ସାଇବର ଠକର ଶିକାର ହେଲେ ଯୁବତୀ । ଆଖି ପିଛୁଳାକେ ଆକାଉଣ୍ଟରୁ ଉଡିଗଲା ୪ ଲକ୍ଷ ଟଙ୍କା । ତେବେ ଏବେ ସାଇବର ଲୁଟେରା ଲୁଟିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଥିବା ବେଳେ ସବୁ ସାଇଟ ଉପରେ ଥୋପ ପକାଇ ବସିଛନ୍ତି ଲୁଟେରା ।…