Latest Odisha News

BREAKING NEWS

Browsing Category

ଅପରାଧ

ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ: ଗିରଫ ହେଲା ଦୁଷ୍କର୍ମକାରୀ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ । ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା…

ଶିକାର ବେଳେ ୪ ଶିକାରୀ ଗିରଫ; ବନ୍ଧୁକ ଜବତ, ଶିଆଳ ଉଦ୍ଧାର

ସୁବର୍ଣ୍ଣପୁର: ଉଲୁଣ୍ଡା ବନବିଭାଗକୁ ମିଳିଲା ବଡ଼ ସଫଳତା । ଆଜି ବନବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦଳି ଜଙ୍ଗଲ ଠାରେ ଶିକାର କରୁଥିଲେ କିଛି ବ୍ୟକ୍ତି। ଶିକାର ବେଳେ ୪ ଶିକାରଙ୍କୁ ଗିରଫ କଲା ବନବିଭାଗ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଶିଆଳକୁ ଉଦ୍ଧାର କରିଛି ବନ ବିଭାଗ।…

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ରାଜଗାଙ୍ଗପୁର: ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ବିଳମ୍ବିତ ରାତିରେ ସୁନା ଲୁଟ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସର…

ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅବକାର ଦୁର୍ନୀତି ମାମଲାର‌େ ଦିଲ୍ଲୀ ହାଇକୋର୍ଟ ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ମାମଲାଗୁଡ଼ିକରେ ତାଙ୍କ ଜାମିନ ଆବେଦନକୁ ଖାରଜ…

ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଲିରାଜପୁର: ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରେ ଗ‌ୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ସେମାନଙ୍କ ଘର ମଧ୍ୟର‌େ ଝୁଲନ୍ତା ଅବସ୍ଥାର‌େ ମିଳିଛି ମୃତଦେହ। ତେବେ ଏହି ଘଟଣା ଦିଲ୍ଲୀର ବୁରାରୀ ଘଟଣା ମନେ ପକାଇଦିଏ। ସୋମବାର ସକାଳେ ଦମ୍ପତି ଏବଂ ସେମାନଙ୍କର…

୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇ ମାମଲାରେ ଭଦ୍ରକର ୬ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭଦ୍ରକ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ପ୍ରାୟ ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭଦ୍ରକ ଅଞ୍ଚଳରୁ ୬ଜଣ ଯୁବକଙ୍କୁ ଗିରଫ କଲା ମୁମ୍ବାଇର ବାନ୍ଦ୍ରା କୋଲାର ସାଇବର ପୋଲିସ। ଗତ କିଛି ମାସ ପୂର୍ବରୁ ବାନ୍ଦ୍ରା କୋଲାର ସାଇବର ଥାନାରେ ଦୁଇଟି ଅଭିଯୋଗ…

ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର, ଅଭିଯୁକ୍ତ ଗିରଫ

ବରଗଡ଼ : ଅତାବିରା ବ୍ଲକ ଅମଲିପାଲି ପଞ୍ଚାୟତ ଗୁତୀ ପାଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର ହୋଇଛନ୍ତି। ସାମାନ୍ୟ ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ବଡ ମାଆ ଓ ଝିଆରୀକୁ ଟାଙ୍ଗିଆରେ ହାଣି ମାରିବା ପାଇଁ ମରଣାନ୍ତକ ଆକ୍ରମଣ କରିଛି।…

ଆକ୍ସନ ମୁଡ଼ରେ ଏନଆଇଏ, ପାକିସ୍ତାନୀ ସଂଗଠନ ସହ ଜଡ଼ିତ ତାମିଲନାଡ଼ୁର ୧୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଆକ୍ସନ ମୁଡ଼ ରେ ଏନଆଇଏ। ଜାତୀୟ ତଦନ୍ତ ଏଜେନ୍ସି ରବିବାର ତାମିଲନାଡୁରେ ଚଢାଉ କରିଛି। ହିଜବ ଉତ ତହିର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନଆଇଏ ୧୦ଟି ସ୍ଥାନରେ ଚଢାଉ କରିଛି। ପାକିସ୍ତାନୀ ସଂଗଠନ ହିଜବ-ଉତ-ତହିର ସହ ଜଡିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲୁଚି ରହିଥିବା ସ୍ଥାନ…

ସ୍ୱାମୀର ଗୁଳିମାଡରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

କଳାହାଣ୍ଡି: ଦେଶୀ ବନ୍ଧୁକରୁ ଗୁଳିଫୁଟି ଜଣେ ମୃତ, ଜଣେ ଗୁରୁତର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜେମା ଦେଇ ମାଝୀ । ଜେମାଙ୍କ ଝିଅ ବିଦ୍ୟା ମାଝୀ ବୁର୍ଲା ମେଡିକାଲରେ ଭର୍ତ୍ତି…

ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍‌ର କିରାଣି

ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ମାଡ଼ି ବସିଲା…