Latest Odisha News

BREAKING NEWS

Browsing Category

ଅପରାଧ

୬ଟି ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ଚଢଉ, ମାନବ ଚାଲାଣ-ସାଇବର ଠକେଇ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ: ମାନବ ଚାଲାଣ ଏବଂ ସାଇବର ଠକେଇ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ଅନେକ ରାଜ୍ୟରେ ଚଢଉ କରିଛି। ୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୫ଟି ସ୍ଥାନରେ ଚଢଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ଯେଉଁ ରାଜ୍ୟ ଏବଂ…

ଧର୍ମଶାଳାରେ ଅନ୍ଧାରୀ ବିଜେ ଘଟଣାକୁ ନେଇ ଉତ୍ତେଜନା: ପୋଲିସ ଗାଡ଼ି ଭଙ୍ଗାରୁଜା, ୪ ଗିରଫ

ଯାଜପୁର: ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଟଙ୍କା ବାଣ୍ଟିବା ସନ୍ଦେହରେ ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି କାଦୁଆମାଗୁରା ଗାଁରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଅଟକ ରଖିଥିଲେ…

ମାଓବାଦୀଙ୍କ ବର୍ବରତା: ଇନ୍‌ଫର୍ମର୍‌ ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନ୍‌ଫର୍ମର୍‌ ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ‌ମେଟଲା ରୋହିତଙ୍କୁ ମାଓବାଦୀମାନେ ହତ୍ୟା…

ପୁଅର ଚିକିତ୍ସା ପାଇଁ ଆଣିଥିବା ୬୦ ହଜାର ଟଙ୍କା ମୋ ବସ୍‌ରୁ ଚୋରି

ଭୁବନେଶ୍ୱର: ମୋ ବସ୍‌ରେ ହସ୍ପିଟାଲକୁ ଯାଉଥିବା ବ୍ୟକ୍ତିଙ୍କ ଟଙ୍କା ଲୁଟ୍। ପୁଅର ଚିକିତ୍ସା ପାଇଁ ନେଉଥିବା ୬୦ ହଜାର ଟଙ୍କାକୁ ଚୋରି ନେଲେ ଦୁର୍ବୃତ। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଗଞ୍ଜାମରୁ ଆସି ଭୁବନେଶ୍ୱରରେ…

ନିର୍ବାଚନ ପରବର୍ତ୍ତୀ ହିଂସା: ଦୁଇ ଗୋଷ୍ଠୀ ପିଟାପିଟି, ୬ରୁ ଅଧିକ ଆହତ

କଟକ: ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ୬ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ,…

କନଷ୍ଟେବଳଙ୍କୁ ମାଡ଼ ମାରି ୨ ଅଭିଯୁକ୍ତ ଥାନାରୁ ଫେରାର ଘଟଣା: ଜଣଙ୍କୁ କାବୁ କଲା ପୋଲିସ

କୋରାପୁଟ: ଥାନା ଭିତରେ ପୋଲିସ କନଷ୍ଟେବଳକୁ ଆକ୍ରମଣ କରି ଫେରାର ମାରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହେଲା ପୋଲିସ । କୋରାପୁଟ ନନ୍ଦପୁର ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। କନଷ୍ଟେବଳଙ୍କୁ ମାଡ ମାରି ୨ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଭଣଜା ଓ…

ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ

ବଲାଙ୍ଗିର: ବେଆଇନ ଭାବେ କଫ ସିରପ୍ ଚାଲାଣ ବେଳେ ପ୍ରାୟ ୧୨୦୦ ବୋତଲ ଜବତ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ କଫ୍ ସିରପ୍ ବେଆଇନ ଭାବେ ଚାଲାଣ…

ବେଆଇନ ବାଘ ଛାଲ ବିକ୍ରି ବେଳେ ବନ ବିଭାଗର ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ। ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ କରିଛି ବନବିଭାଗ। ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ଏବଂ ୪ ଗୋଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ.।…

ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଗଞ୍ଜେଇ ଜବତ ହେବା ପରେ…

ଭଏସ୍ ଚେଞ୍ଜ ଆପ ଦ୍ବାରା ଚାଞ୍ଚଲ୍ୟ ଖେଳାଇଲା ଯୁବକ, ୭ ଜଣଙ୍କୁ ଦୁଷ୍କର୍ମ

ସିଦ୍ଧି: ଭଏସ ଚେଞ୍ଜ କରି ସ୍କର୍ଲାରସିପ ଦବ କହି ୭ ଜଣଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ । ମହିଳା ଶିକ୍ଷକଙ୍କ ପରିଚୟ ଦେଇ ବର୍ବର କାଣ୍ଡ ଘଟାଇଲା । ଏଭଳି ନିନ୍ଦନୀୟ ଖବର ଆସିଛି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରୁ । ଯୁବକ ଜଣଙ୍କ ମହିଳାଙ୍କ ସ୍ବର ବଦଲାଇ ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ…