Latest Odisha News

BREAKING NEWS

Browsing Category

ଅପରାଧ

ପୁଣି ଲଜ୍ୟା: ରୋଗୀଙ୍କୁ ଟ୍ରାଙ୍କୁଲାଇଜ କରାଇ ଦୁଷ୍କର୍ମ କଲେ ଡାକ୍ତର

କୋଲକାତା: ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ସମାନ ଏକ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛ।…

ଗର୍ଭବତୀ କର୍ମଚାରୀଙ୍କୁ ମେଡ଼ିକାଲ ନ ଛାଡିବା ପ୍ରସଙ୍ଗ: ତ୍ୱରିତ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହୋଇଛି। ଏହି ଘଟଣାରେ ଆଜି  ଉପମୁଖ୍ୟମନ୍ତ୍ରୀ…

ବାହାନଗା ରେଳ ଦୁର୍ଘଟଣା:୩ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ:  ବାହାନଗା ଟ୍ରେନ୍ ଟ୍ରାଜେଡି କେସର ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଜାମିନ ମିଳିଛି। ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନମିଳିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ ଭାବରେ…

ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ

ସମ୍ବଲପୁର: ଧନତେରସ ଅବସରରେ ଲୋକମାନେ ସୁନା ଗହଣା କିଣୁଥିବା ବେଳେ ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ ହୋଇଛି। ସୂଚନାନୁସାରେ, ସିଟି ଏବଂ ଜିଏସଟି ଟିମ୍ ଏକାସାଙ୍ଗରେ ଏହି ଚଢାଉ କରିଥିଲେ। ମାରୱାରୀ ବଜାରରେ ଅବସ୍ଥିତ ତିନୋଟି ଅଳଙ୍କାର ଦୋକାନ ଜଣେ ବ୍ୟବସାୟୀଙ୍କର ବୋଲି…

ପେଟ୍ରୋଲ ପମ୍ପରେ ନିଜ ପାର୍ଟନରଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବକ, ଭିଡିଓ ଭାଇରାଲ

ଗାଜିଆବାଦ: ଗାଜିଆବାଦର ସାହିବାବାଦ ଅଞ୍ଚଳରେ ଥିବା ଆର୍ଥାଲା ପେଟ୍ରୋଲ ପମ୍ପରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦୁହେଁ ଝଗଡା କରୁଥିବା ଦେଖିବାକୁ ମିଳିଛି। ପୋଲିସ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ…

ଦିଲ୍ଲୀରେ ମିଥ୍ ଲ୍ୟାବ ଠାବ, ତିହାର ଜେଲର ୱାର୍ଡେନ ଚଳାଉଥିଲେ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ଗୌତମ ବୁଦ୍ଧ ନଗରର କାସାନା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ମିଥାମଫେଟାମାଇନ୍ ଲ୍ୟାବ ଉପରେ ଚଢାଉ। ଏହି ଲ୍ୟାବ ତିହାର ଜେଲର ୱାର୍ଡେନଙ୍କ ଦ୍ୱାରା ପରିଚାଳିତ ହେଉଥିଲା୲ ଏନସିବିର ଅପରେସନ୍ ୟୁନିଟ୍ ଏବଂ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ୍ ଏହି ଲ୍ୟାବ ଉପରେ ମିଳିତ…

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ: ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଡେରାବିଶ: ନିଷ୍ଠୁର ହୋଇଗଲେ ସିଡିପିଓ। ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ନଦେବାରୁ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ।  ଶେଷରେ ଜନ୍ମ ପୂର୍ବରୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା…

ଅଭିନବ ଆରୋରା କିଏ ? କାହିଁକି ତାଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ପରେ ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାବୁଡରେ ୧୦ ବର୍ଷୀୟ କୁନି ପ୍ରବଚକ ଅଭିନବ ଆରୋରା। ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଛି। ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା…

ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ

ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।…

ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

ତିହିଡ଼ି: ବାତ୍ୟା ‘ଦାନା’ ସମୟରେ ଠିକ  ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା…