Latest Odisha News

BREAKING NEWS

Browsing Category

ଅପରାଧ

ବିମାନବନ୍ଦରରୁ ୭୫ ଲକ୍ଷ ନଗଦ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଦୁଇ ଯାତ୍ରୀଙ୍କ ଟ୍ରଲି ବ୍ୟାଗ ସ୍କ୍ରିନିଂ କରୁଥିବାବେଳେ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି।…

ଦୋଳମୁଣ୍ଡାଇ ଛକ ନିକଟରେ ଦୁର୍ଘଟଣା, ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ

କଟକ: ଦୋଳମୁଣ୍ଡାଇ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏହି ଦୁର୍ଘଟଣାରେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ…

କାରରୁ ଜବତ ହେଲା ୩୮୮ ଲିଟର ମଦ ସହ ୩୦ ହଜାର ନଗଦ ଟଙ୍କା, ୨ ଗିରଫ

କଳାହାଣ୍ଡି: ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ଚେଷ୍ଟା ଜାରି ରହିଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡିମୋଟର ଯାଞ୍ଚ କରାଯାଉଛି। ଏହି ପରିପେକ୍ଷୀରେ ରବିବାର ଫ୍ଲାଇଙ୍ଗ ସ୍ପାଡ୍ ପକ୍ଷରୁ ଭବାନୀପାଟଣା ହିଲ ଟାଉନ ପାଖରେ ଗାଡିମୋଟର…

ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର କରିଛି ମାକ୍ଷାନଗର ପୁଲିସ । ସୁବାସର ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ସୁବାସ…

କାରକୁ ଧକ୍କା ଦେଲା ପିକ୍‌ଅପ୍, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ରାୟପୁର: ରାସ୍ତାରେ ଛିଡା ହୋଇଥିଲା କାରକୁ ଧକ୍କା ଦେଲା ପିକ ଅପ୍ । ଛତିଶଗଡ଼ର ବେମେତରାରେ ରବିବାର ଏପରି ଏକ ଦୁର୍ଘଟଣା ଘଟିଛି । ପିକଅପଟି ଧକ୍କା ଦେବାରୁ ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇ ରାୟପୁର…

ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ଜାରି ରହିଛି ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ। ଗତକାଲି ରାତିରେ ମାଷ୍ଟରକ୍ଯାଣ୍ଟିନ ଛକ ଠାରେ ଧରପଗଡ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି…

ନିର୍ବାଚନ ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଂ, ଯାଞ୍ଚ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କାର୍‌ ଯାଞ୍ଚ ବେଳେ କାରରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । କିଏ ଓ କେଉଁ ପରିସ୍ଥିତିରେ ଟଙ୍କା ନେଉଥିଲେ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଟଙ୍କା ଜବତ ବେଳେ…

କାଠଫାଳିଆରେ ପିଟିପିଟି ମା’ କୁ ହତ୍ୟା କଲା ଝିଅ

ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମାଆ ର ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଝିପାଳ ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ମୁତାବକ, ମଝିପାଳ ଗାଁରେ ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ…

ବାଇକ ଉପରେ ମାଡ଼ିଗଲା ଟ୍ରକ୍: ୩ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାୱାର ପ୍ଲାଣ୍ଟ ନିକଟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ,…

ଯୋଗୀ ବେଶରେ ବିରଳ ସାପ ରଖି ଭିକ୍ଷା ମାଗିବା ବେଳେ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଓଲ୍ଡ ଟାଉନ ଅଞ୍ଚଳରେ ସାଧୁ ବେଶରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଠାରୁ ଏକ ବିରଳ ସାପକୁ ଉଦ୍ଧାର କରିଛି ପୋଲିସ । ଏହି ତିନି ଜଣ ଦିଲ୍ଲୀବାସିନ୍ଦା ବୋଲି ପରିଚୟ ଦେଇଥିବା ଜଣାପଡ଼ିଛି। ଏବେ ଏମାନଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତୃପକ୍ଷ ସାପ ସହିତ…