Latest Odisha News

BREAKING NEWS

Browsing Category

ଅପରାଧ

ସନ୍ଦୀପ ଘୋଷଙ୍କ ଅନୁଗତଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଆର.ଜି କରରୁ ୧୦ ବିଦା

କୋଲକାତା: କିଛି ଦିନର ନୀରବତା ପରେ ପୁଣି ଚର୍ଚ୍ଚାରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ୍ । ପୁଣି ଆସିଛି କିଛି ସଂଗୀନ ଅଭିଯୋଗ । ଆଉ ଏସବୁ ଅଭିଯୋଗରେ ଡାକ୍ତର, ଇଂଟର୍ନ ଓ ଛାତ୍ରଙ୍କୁ ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି । ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ…

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ…

ମଧ୍ୟପ୍ରଦେଶରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ ହୋଇଛି ବଡ଼ ଧରଣର ଚଢାଉ। ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦  କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା।…

ଅମୃତସର ବିମାନ ବନ୍ଦରରୁ ଜବତ ହେଲା ୧୦ କୋଟି ଟଙ୍କାର କୋକେନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲକୁ ମିଳିଛି ବଡ ସଫଳତା। ସ୍ପେସିଆଲ ବ୍ରାଞ୍ଚର ଅପରେସନରେ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏହା ସହିତ ଏକ ଫରଚୁନର କାର ମଧ୍ୟ ଜବତ ହୋଇଛି। ଅମୃତସର ବିମାନ ବନ୍ଦରରେ ଅଭିଯୁକ୍ତ ଜିତେନ୍ଦ୍ର ଉଫ ଜସୀକୁ ଗିରଫ କରାଯାଇଛି।…

ପଶ୍ଚିମବଙ୍ଗରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆକ୍ରୋଶ

କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଂଚଲ୍ୟ । ଜଣେ ନାବାଳିକା ସ୍କୁଲ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶୀକାର ହୋଇଥିବା ଅଭିଯୋଗ ହୋଇଛି । କୋଲକାତାର ଆରଜି କର ହସପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଆକ୍ରୋଶ ଶାନ୍ତ ପଡିନଥିବା ବେଳେ ୨୪…

ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼

ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ…

କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ; ଖଣ୍ଡା ଚୋଟରେ ଛିଡ଼ିଗଲା ହାତ ପାପୁଲି

ସମ୍ବଲପୁର: ପୋଲିସକୁ ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡିଯାଇଛି ପୋଲିସ କନଷ୍ଟେବଲଙ୍କ ହାତ ପାପୁଲି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…

ଡ୍ରେସିଂ କରାଇବା ବାହାନାରେ ଆସି ଡାକ୍ତରଙ୍କୁ ଗୁଳି ମାରିଲେ

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର କାଲିନ୍ଦି କୁଞ୍ଜ ଅଞ୍ଚଳର ନୀମା ହସ୍ପିଟାଲରେ ଡାକ୍ତରଙ୍କୁ ହତ୍ୟା। ବୁଧବାର ବିଳମ୍ବିତ ରାତିରେ ଏହି ନର୍ସିଂହୋମ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତ ନାବାଳକ ଥିବା ଜଣାପଡିଛି । ଅଭିଯୁକ୍ତ ରାତି ପ୍ରାୟ ୧.୪୫ମି. ସମୟରେ…

ସରକାରୀ ଗୋଦାମରୁ ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଲୁଟ୍

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲା ଅଞ୍ଚଳରେ ଥିବା ଏକ ସରକାରୀ ଗୋଦାମରୁ ୨ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁ ପତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦଶପଲାର ସାକେନି କେନ୍ଦୁ ଗୋଦାମରେ କେନ୍ଦୁ ପତ୍ର ଗଚ୍ଛିତ ହୋଇ ରହିଥିଲା। ସୂଚନା ଅନୁଯାୟୀ, ଏକ ଡଜନରୁ…

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା…