Latest Odisha News

BREAKING NEWS

Browsing Category

ଅପରାଧ

ଯୁକ୍ତଦୁଇ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଜଣେ ଫର୍ମାସି ଛାତ୍ର ଗିରଫ, ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି

ବ୍ରହ୍ମପୁର: ମେ ୩ ତାରିଖରେ ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି। ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଅନ୍ୟ ଜଣେ ଯୁବକଙ୍କୁ ବାନ୍ଧିଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଓମ୍ କାର ନାୟକ। ସେ ବି ଫର୍ମାର ଛାତ୍ର ହୋଇଥିବା ବେଳେ ତାଙ୍କ…

ଓଡିଶାରେ ପ୍ରଥମ; ୩ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରି ୩ ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ । ଏନ୍‌ଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ସେମାନଙ୍କୁ ବେଆଇନ ବ୍ରାଉନ୍ ସୁଗାର କାରବାରରେ ଜଡିତ ନେଇ…

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶା ଦେଇ କରିଥିଲେ ଅଚେତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଛି ଲୋମହର୍ଷଣକାରୀ ଘଟଣା । ନିଶା ଦେଇ ଯୁକ୍ତ ୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ୮ ଜଣ ଗଣଦୁଷ୍କର୍ମ କରିଥିବା ବୈଦ୍ୟନାଥପୁର ଥାନାରେ ଏତଲା। ୩ ଦିନ ତଳେ ଛାତ୍ରୀ ଜଣଙ୍କ ପୁରୁଷ ସହପାଠୀଙ୍କ ଘରକୁ ଯାଇଥିଲେ। ସେଠାରେ…

ଚେକ୍ ବାଉନ୍ସ ମାମଲାରେ କଂଗ୍ରେସ ନେତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୩ ଲକ୍ଷ ଟଙ୍କା ଜରିମାନା

ଜଗତସିଂହପୁର: ଚେକ୍ ବାଉନ୍ସ ମାମଲାରେ କଂଗ୍ରେସ ବ୍ଲକ ୟୁନିଟ୍ ସଭାପତି ମାନସ କୁମାର ରଥଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା ମଧ୍ୟ ତାଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୂଚନାନୁସାରେ, ମାନସ…

ଜିନିଷ କିଣିବା ବାହାନାରେ ଦୋକାନରୁ ଲୁଟିନେଲେ ନଗଦ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ବରଗଡ଼ ଥାନା ଅନ୍ତର୍ଗତ ଲୁଇସ୍ ରୋଡରେ ଥିବା ଏକ ପୋଷାକ ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା। କାଉଣ୍ଟର ଡ୍ର ଖୋଲା ରହିଥିବା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଲେ ଦମ୍ପତି। ଏହି ଦମ୍ପତି ୧୦,୯୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ କରିଛନ୍ ଦୋକାନୀ।…

ସଲମାନଙ୍କ ଘର ବାହାରେ ଫାଏରିଂ ଘଟଣା: ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ, ମୁମ୍ବାଇ କୋର୍ଟରେ କରାଯିବ ହାଜର

ମୁମ୍ୱାଇ : ଏପ୍ରିଲରେ ସଲମାନ ଖାନଙ୍କ ଘରେ ଗୁଳି ବିନିମୟ କେବଳ ସାଧାରଣ ଲୋକଙ୍କ ମଧ୍ୟରେ ନୁହେଁ, ବରଂ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ…

ବିଦେଶୀ ମଦ ଚାଲାଣ ବେଳେ ଚଢ଼ଉ, ୩ ଗିରଫ

ବରଗଡ଼: ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା। ସ୍ଥାନୀୟ ଗୋରୁ ମାର୍କେଟ ପାଖରେ ଥିବା କୃଷକ ବଜାର ଭିତରେ ଏକ ବୋଲେରୋରୁ ୪୩ ପେଟି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ବରଗଡ଼ କୃଷକ ବଜାର ଭିତରେ ଏକ…

ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ ଖୁଲାସା: ତେଲେଙ୍ଗାନାରୁ ପୋଷ୍ଟ ହୋଇଥିଲା ଭିଡିଓ, ୪ ଗିରଫ

ନୂଆଦିଲ୍ଲୀ: ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇଏଫ୍‌ଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପରେସନ୍ସ) ଏହି ମାମଲାରେ ଏକ ବଡ ଖୁଲାସା କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ…

ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବରଗଡ଼: ନିର୍ବାଚନ ସମୟରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ କଡ଼ାକଡ଼ା କରାଯାଇଛି ଗାଡ଼ି ଯାଞ୍ଚ। ବିଭିନ୍ନ ଅଞ୍ଚଳରୁ ଚେକିଂ ବେଳେ ଗାଡିରୁ ବାହାରୁଛି ପୁଳାପୁଳା ଟଙ୍କା। ବିଳମ୍ବିତ ରାତିରେ ବରଗଡ଼ରୁ ମଧ୍ୟ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ନଗଦ ଟଙ୍କା।…

ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ମାମୁଁଙ୍କ ଦୁଇ ପୁଅ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଅଭିଯୁକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ତାକୁ ଗିରଫ…