Latest Odisha News

BREAKING NEWS

Browsing Category

ଅପରାଧ

ଚାକିରି ନାଁରେ ଠକେଇ; ବିହାରର ଜଣଙ୍କୁ ଗିରଫ କଲା ଇଓଡବ୍ଲୁ 

ଭୁବନେଶ୍ୱର: ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) "ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା" (GRKS) ନାମରେ ପରିଚାଳିତ ଏକ ବଡ଼ ଫେକ୍ ଚାକିରି ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ବିହାରର ବାସିନ୍ଦା ଗୌତମ କୁମାରଙ୍କୁ ଗିରଫ କରିଛି ଇଓଡବ୍ଲୁ।…

ଯାଜପୁରରେ ରାଜନୈତିକ ହିଂସା, ବହୁ ଆହତ

ଭୁବନେଶ୍ୱର: ଯାଜପୁରରେ ରାଜନୈତିକ ହିଂସାକାଣ୍ଡ। ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମର୍ଥକଙ୍କ ମଧ୍ୟରେ ପାନ୍ତୁରି ଗ୍ରାମସ୍ଥିତ ଫାର୍ମହାଉସ ନିକଟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଧର୍ମଶାଳାରେ ମଧ୍ୟ ଉତ୍ତେଜନା ଦେଖାଦେଇଛି। ପ୍ରଣବ…

କାର ଓ ୨୦ ଲକ୍ଷ ଦାବି କଲେ ବର; ମଣ୍ଡପରୁ ଉଠିଗଲେ କନ୍ୟା…

ଲକ୍ଷ୍ନୌ: କାର ଓ ୨୦ ଲକ୍ଷ ଦାବି କରି ଅଡି ବସିଲେ ବର।ଉତ୍ତରପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବିବାହ ପୂର୍ବରୁ ବର ଏକ ବ୍ରେଜା କାର ଏବଂ ଯୌତୁକ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଓ ଏହି ଦୁଇଟି ଜିନିଷ ନପାଇବା ପର୍ଯ୍ୟନ୍ତ ବିବାହ ରୀତିନୀତି ଆଗକୁ…

ବଣ୍ଡି ବିଚରେ ଗୁଳିମାଡ; ୧୦ ମୃତ, ୧୬ରୁ ଅଧିକ ଆହତ

ସିଡନୀ: ଅଷ୍ଟ୍ରେଲିଆ ସିଡନୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସିଡନୀର ସବୁଠାରୁ ଲୋକପ୍ରିୟ ବେଳାଭୂମି ମଧ୍ୟରୁ ଅନ୍ୟତମ ବଣ୍ଡି ବିଚରେ ଗୁଳିମାଡ ପରେ ଆତଙ୍କ ଖେଳିଯାଇଛି। ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ବହୁ ସଂଖ୍ୟକ ଲୋକ ଜୀବନ…

କାନାଡାରେ ଦୁଇ ଭାରତୀୟ ଯୁବକଙ୍କୁ ଗୁଳି ମାଡ

ନୂଆଦିଲ୍ଲୀ: କାନାଡାରେ ପଞ୍ଜାବର ଦୁଇ ଯୁବକଙ୍କୁ ଗୁଳିମାଡ। ଦୁହେଁ ପଞ୍ଜାବ ଜଳନ୍ଧରର ବାସିନ୍ଦା ବୋଲି ଜଣାପଡିଛି। କାନାଡାର ଏଡମୋଣ୍ଟନରେ ଉଭୟ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଦୁହେଁ ଷ୍ଟଡି ଭିସାରେ କାନାଡା ଯାଇଥିଲେ। ଏହି ଘଟଣା ବୁଢ଼ଲାଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏକ ଉନ୍ନତ…

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା; ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କଟକ: କଟକ ଆଠଗଡ଼ ଅଞ୍ଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ଚୋରି କରିବା ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସେ ଆଠଗଡ଼ ବ୍ଲକର ଛଗନ ଅପଗ୍ରେଡେଡ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେବୀ ବୋଲି ରିପୋର୍ଟରୁ ଜଣାପଡ଼ିଛି।…

ସ୍କୁଲରେ ବନ୍ଧୁକ, ୯ମ ଶ୍ରେଣୀ ଛାତ୍ରଙ୍କୁ ଜେରା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଅଞ୍ଚଳର ଏକ ସରକାରୀ ହାଇସ୍କୁଲ ଭିତରେ ଜଣେ ନବମ ଶ୍ରେଣୀ ଛାତ୍ର ବନ୍ଧୁକ ସହିତ ଧରାପଡ଼ିଛି। ସୂଚନା ଅନୁଯାୟୀ, ଗଣିତ ଶ୍ରେଣୀ ସମୟରେ ଛାତ୍ରଟି ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।…

ବେଆଇନ କଫ୍‌ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ

ଭୁବନେଶ୍ବର: ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ  ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ…

ତହସିଲଦାରଙ୍କ ଗାଡ଼ି ସିଜ୍‌ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା

ଢେଙ୍କାନାଳ: ଜମି ଅଧିଗ୍ରହଣ ମାମଲାରେ ୧୩ ଲକ୍ଷ ଟଙ୍କାର କ୍ଷତିପୂରଣ ନ ଦେବାରୁ ବୁଧବାର ଢେଙ୍କାନାଳ ତହସିଲଦାର ସ୍ୱାଧୀନ କୁମାର ବେହେରାଙ୍କ ସରକାରୀ କାର, କମ୍ପ୍ୟୁଟର ଏବଂ ଅଫିସ୍ ଆସବାବପତ୍ର ଆଦି ଜବତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ତହସିଲଦାରଙ୍କ ଗାଡ଼ି ସିଜ୍‌ ପରେ ଜମି…

ଓଡ଼ିଶା ଛାତ୍ରୀଙ୍କୁ ନିର୍ଯାତନା; ଆନ୍ଧ୍ରପ୍ରଦେଶର ୨ ପ୍ରଫେସର ଗିରଫ

ଭୁବନେଶ୍ୱର: ଓଡ଼ିଶାର ଜଣେ ୨୭ ବର୍ଷୀୟ ବିଏଡ୍ ଛାତ୍ରୀ ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ବ୍ଲାକମେଲ୍ ଅଭିଯୋଗ କରିବା ପରେ ତିରୁପତି ପୋଲିସ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (NSU)ର ଦୁଇ ଜଣ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଅଭିଯୋଗକାରୀଙ୍କ ଅନୁଯାୟୀ, କେନ୍ଦ୍ରୀୟ…