Latest Odisha News

BREAKING NEWS

Browsing Category

ଅପରାଧ

ସମ୍ବଲପୁରରେ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ବଣ୍ଟି ସୁନା ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ଦିନ ପୋଲିସ ଦ୍ୱାରା କରାଯାଇଥିବା ଏକ ଏନ୍‌କାଉଣ୍ଟରରେ ଆଉ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଚାରମାଲ ଥାନା ଅଧୀନସ୍ଥ ମୋଚିବାହାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଆହତ ଅପରାଧୀ ବଣ୍ଟି ସୁନା ବୋଲି ଚିହ୍ନଟ କରାଯାଇଛି।…

କଳାହାଣ୍ଡି R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬୮ ପ୍ଲଟ୍‌

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ରହିଛି ୬୮ ପ୍ଲଟ୍‌। ୬୮ ପ୍ଲଟକୁ ମିଶାଇ ମୋଟ୍‌ ୬୫ ଏକର ଜମି ଠାବ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ୧୭ ଏକରରେ ୨ଟି ଫାର୍ମ ହାଉସ୍‌, ଭବାନୀପାଟଣାରେ ୪୫୦୦ ବର୍ଗଫୁଟର ଦ୍ବିମହଲା କୋଠା, ୪ଟି…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବକେୟା ଦରମା କରାଇଦେବାକୁ…

ମୟୂରଭଞ୍ଜ: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାଏକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ; ୫ ହଜାର ଲାଞ୍ଚ ନେଉଥିଲେ 

କେନ୍ଦ୍ରାପଡା: ସୋମବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ କେନ୍ଦ୍ରାପଡାର ମହାକାଳପଡା ନିକଟସ୍ଥ ଚଢ଼େଇଗୁଆଁ ଠାରେ ଥିବା ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛନ୍ତି। ସେ ଜଣେ କର୍ମଚାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୁକ୍ତଙ୍କ ନାମ ରଘୁନାଥ ଦାସ ବୋଲି…

କଂଗ୍ରେସ କାର୍ଯ୍ୟାଳୟରେ ଚୋରି, ଲଭ୍ ୟୁ ନୋଟ୍ ଛାଡିଲା ଚୋର

ନୂଆଦିଲ୍ଲୀ: ଛତିଶଗଡ଼ର ଅମ୍ବିକାପୁରରେ ଥିବା କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ରାଜୀବ ଭବନରେ ଏକ ଅଜବ ଚୋରି ଘଟିଛି। ଚୋରମାନେ ବାଥରୁମରୁ ଚମକଦାର ଟ୍ୟାପ୍ ଚୋରି କରିନେଇଛନ୍ତି। ପ୍ରାୟ ୭୨ଟି ଟ୍ୟାପ୍ (ନଳ) ଚୋରି ହୋଇଛି। ତେବେ ଖାସ୍ କଥା ହେଉଛି ଯେ ଚୋରି କରିବା ପରେ ଚୋରମାନେ ଚଟାଣରେ "ଲଭ୍…

ଅପରାଧୀଙ୍କୁ ଡିଜିପିଙ୍କ ଖୋଲା ଚେତାବନୀ: “ଓଡ଼ିଶାରେ ମାଫିଆଙ୍କ ପାଇଁ ସ୍ଥାନ ନାହିଁ”

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଏବଂ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ମହାନିର୍ଦ୍ଦେଶକ ଏକ ବଡ଼ ବୟାନ ଦେଇଛନ୍ତି। ଓଡ଼ିଶାରେ ଅପରାଧୀ ଓ ମାଫିଆଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି। ଯଦି କୌଣସି ଅପରାଧୀ ପୋଲିସ ଉପରକୁ ଆକ୍ରମଣ…

ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗ JE

ନୟାଗଡ଼: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମୀଣ କାର୍ଯ୍ୟ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସର ସୂଚନା ଅନୁଯାୟୀ, ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ପାଇଁ…

NEET ପେପର ଲିକ୍; ବରିଷ୍ଠ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ: NEET UG 2026 ପେପର୍ ଲିକ୍ ମାମଲାରେ ସିବିଆଇ ଆଉ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ସିବିଆଇ ପୁଣେରୁ ଜଣେ ବାୟୋଲୋଜି ଅଧ୍ୟାପିକାଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଏହି ମାମଲାର ବାୟୋଲୋଜି ଅଧ୍ୟାପିକା ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ବ୍ୟାପକ ପଚରାଉଚରା ପରେ ସିବିଆଇ…

ଅଳଙ୍କାର କିଣିଲେ ଟଙ୍କା ଦେଲେନି ଏସଡିପିଓ, ପୋଲିସ ପରିଚୟ ଦେଇ ଧମକାଇଲେ

ଭୁବନେଶ୍ୱର: ଆସ୍କାର ସବଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ସନ୍ତୋଷ କୁମାର ଜେନାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ିଶା ଗୃହ ବିଭାଗ ତୁରନ୍ତ ନିଲମ୍ବିତ କରିଛି। ସୂଚନା ଅନୁଯାୟୀ, ଆସ୍କାର ଜଣେ ଅଳଙ୍କାର ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ସନ୍ତୋଷ କୁମାର ଜେନା ସୁନା ଅଳଙ୍କାର କିଣିବା ପରେ…

ଦିଲ୍ଲୀରେ ନିର୍ଭୟା କାଣ୍ଡର ପୁନରାବୃତ୍ତି; ଚଳନ୍ତା ବସକୁ ଟେକି ନେଇ ଦୁଷ୍କର୍ମ, ୨ ଘଣ୍ଟା…

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ମାମଲା ପରି ଏକ ଭୟଙ୍କର ଘଟଣା ପୁଣି ଥରେ ରାଜଧାନୀ ଦିଲ୍ଲୀରେ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ରାଣୀ ବାଗ ଅଞ୍ଚଳରେ କାମରୁ ଘରକୁ ଫେରୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଟେକି ନେଇ ଏକ ଚଳନ୍ତା ସ୍ଲିପର ବସ୍‌ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ…