Latest Odisha News

BREAKING NEWS

Browsing Category

ଅପରାଧ

ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…

ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ…

ଜମି ବିବାଦ ମାମଲାରେ କୁଚିଣ୍ଡା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ…

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ କାହିଁକି ଡେଇଁଲେ ମହିଳା…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ…

BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ, ଚାଳକ ଗିରଫ

ନୂଆଦିଲ୍ଲୀ: BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ସୋମବାର ଜଣେ ମହିଳାଙ୍କୁ ହସ୍ପିଟାଲରୁ ଗିରଫ କରିଛି। ରବିବାର ଅପରାହ୍ନରେ ଧୌଲା କୁଆଁରେ ଏହି ଘଟଣା ଘଟିଥିଲା।ଯେତେବେଳେ ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ନବଜୋତ ସିଂହ (୫୬) ତାଙ୍କ ପତ୍ନୀ ସନ୍ଦୀପ…

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ମୟୂରଭଞ୍ଜରେ ବେଆଇନ ବାଣ କାରଖାନା ଠାବ

ବାରିପଦା: ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳର ଏକ ଗାଁରେ ରବିବାର ଦିନ ପୋଲିସ ଚଢାଉ କରି ଏକ ବେଆଇନ ବାଣ କାରଖାନା ଠାବ କରିଛି। ଦୁର୍ଗାପୂଜା ଉତ୍ସବ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରି କରଞ୍ଜିଆ ପୋଲିସର ଏକ ଟିମ୍ କୁରୁଲିଆ ଗାଁରେ ଥିବା ଅନଧିକୃତ ବେଆଇନ…

ମାଲବାହୀ ଟ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଜଗତସିଂହପୁରର ପାରାଦୀପରେ ରବିବାର ଦିନ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ତାଳଚେରରୁ ଆସିଥିବା ଟ୍ରେନ୍‌ଟି ବନ୍ଦର ଭିତରେ ଥିବା ଏକ ଘରୋଇ କମ୍ପାନୀ ପରିସରକୁ ଯାଉଥିବା ବେଳେ ମୃତଦେହ ଠାବ କରାଯାଇଥିଲା। ବନ୍ଦର…

ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ଖୋଜିବା ପାଇଁ ପୁରସ୍କାର ଘୋଷଣା…

ଭୁବନେଶ୍ୱର: ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଥିବା ନେଇ ସୂଚନା ମିଳିଛି।ଯେଉଁ ବ୍ୟକ୍ତି ତାଙ୍କ ବିଷୟରେ ସୂଚନା ଦେବ କମିଶନରେଟ୍ ପୋଲିସ ତାଙ୍କୁ ୨୫୦୦୦ ଟଙ୍କା ନଗଦ ପୁରସ୍କାର ଦେବା ନେଇ ଘୋଷଣା କରିଛନ୍ତି। ଏଥିସହିତ କମିଶନରେଟ୍ ପୋଲିସ, ୟୁପିଡି…

କ୍ଷୀର ଅପମିଶ୍ରଣ ଘଟଣାର ମାଷ୍ଟରମାଇଣ୍ଡ ଓ ସହଯୋଗୀ ଗିରଫ

ଭୁବନେଶ୍ୱର: କ୍ଷୀର ଅପମିଶ୍ରଣ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଶନିବାର କଟକ ଜିଲ୍ଲାର ଗୁରୁଡିଝାଟିଆ ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟର ମାଷ୍ଟରମାଇଣ୍ଡ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଗତ ସେପ୍ଟେମ୍ବର ୧୦ରେ ସୂଚନା ପାଇ ପୋଲିସ କୁସୁପାଙ୍ଗିରେ ଏକ କ୍ଷୀର…

୮ ଛାତ୍ରଙ୍କ ଆଖିରେ ଫେଭିକ୍ବିକ୍ ଲଗାଇଦେଲେ ଅନ୍ୟ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଫିରିଙ୍ଗିଆ: କନ୍ଧମାଳ ଫିରିଙ୍ଗିଆ ବ୍ଲକର ଏକ ଆଶ୍ରମ ସ୍କୁଲରେ ଆଠ ଜଣ ଛାତ୍ରଙ୍କ ଆଖିରେ ଅନ୍ୟ ଛାତ୍ରମାନେ ଫେଭିକ୍ୱିକ୍ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କିଛି ଛାତ୍ର ରାତିରେ ଶୋଇଥିବା ସମୟରେ ସେମାନଙ୍କ ଆଖିପତାରେ ଅନ୍ୟ ସହପାଠୀ ଅଠା ଲଗାଇ ଦେଇଥିବା ଅଭିଯୋଗ ହୋଇଛି।…