Latest Odisha News

BREAKING NEWS

Browsing Category

ଅପରାଧ

କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି କଲେଜ ସମ୍ମୁଖରେ ଗୁରୁବାର ଦିନ ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି। ଯାହାଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ପଡିଛନ୍ତି। ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା…

୧୯.୮ ଲକ୍ଷ ହେରଫେର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଗିରଫ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଦହୁଣ୍ଡା ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀଙ୍କୁ ୧୯.୮୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତ ସୁବଳ କୁମାର…

LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ନିୟନ୍ତ୍ରଣ ରେଖା (LoC) ନିକଟରେ ଥିବା ଏକ ଗୁପ୍ତ ଆଡ୍ଡାରୁ କିଛି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି M-ସିରିଜ୍ (ଏମ ୪)…

ବାଣ ଫୁଟି ପୁଣି ଗଲା ଜଣଙ୍କ ଜୀବନ

ଭୁବନେଶ୍ୱର: ବାଣ ଫୁଟି ଗଲା ପୁଣି ଜଣଙ୍କ ଜୀବନ। ଭୁବନେଶ୍ୱର କମିଶନରେଟ ବାଲିପାଟଣା ଥାନା ଅନ୍ତର୍ଗତ ନରୀଶୋ ନିଧି ସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସୂଚନା ଅନୁଯାୟୀ, ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ…

ଭୁବନେଶ୍ୱର ଷ୍ଟେସନରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ସ୍ନିଫର୍ ଡଗ୍ 

ଭୁବନେଶ୍ୱର: ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ହରିୟାଣାର ଦୁଇଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟ ବାହାରର ବୋଲି ଜଣାପଡ଼ୁଥିବା ଏହି ଦୁଇଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା ଏବଂ ଏକ K-9…

ଫୁଟବଲ୍ ପଡ଼ିଆରେ ଆଖିବୁଜା ଗୁଳିମାଡ଼, ୧୧ ମୃତ

ସାଲାମାଙ୍କା: ରବିବାର ଦିନ କେନ୍ଦ୍ରୀୟ ମେକ୍ସିକୋ ରାଜ୍ୟ ଗୁଆନାଜୁଆଟୋର ସାଲାମାଙ୍କାରେ ଏକ ଫୁଟବଲ୍ ପଡ଼ିଆରେ କିଛି ଦୁବୃର୍ତ୍ତ ମାନେ ପଶି ଗୁଳି ଚାଳନା କରିଥିଲେ। ଯେଉଁଥିରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ୧୦ ଜଣଙ୍କର ଘଟଣାସ୍ଥଳରେ…

କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…

କଟକ: କଟକ ନେତାଜୀ ବସ୍ ଟର୍ମିନାଲରୁ ଚଳାଚଳ କରୁଥିବା ୧୮ ନମ୍ବର ରୁଟ୍ ର ଖାନନଗର, ସାଇ ମନ୍ଦିର ନିକଟରେ ଆମ ବସକୁ ଭଙ୍ଗାରୁଜା କରିଛନ୍ତି ଅଟୋଚାଳକ। ଏପରିକି ବସ୍ ଚାଳକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସକାଳ ସମୟରେ କଟକରେ ଏକ ମାରାଥନ୍ ଚାଲିଥିବାରୁ ଏକ ପାର୍ଶ୍ୱ ରାସ୍ତା…

ବାଂଲାଦେଶରେ ହିନ୍ଦୁ ଯୁବକ ଜୀବନ୍ତ ଦଗ୍ଧ; ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ…

ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି। କ୍ରମାଗତ ଭାବେ ହିନ୍ଦୁମାନଙ୍କ ହତ୍ୟା ନେଇ ମଧ୍ୟ ଅଭିଯୋଗ କରାଯାଉଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶର ନରସିଙ୍ଗଡି ଜିଲ୍ଲାରେ ଏକ ଗ୍ୟାରେଜ ଭିତରେ ଜଣେ ୨୩ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା…

ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଶିଶୁକନ୍ୟାଙ୍କୁ ସୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଛନ୍ତି ନିଜେ ଶ୍ୱଶୁର। ତେବେ ଦୁହେଁ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୀଡିତା ସସ୍ମିତା ଦାସ ଆଠ ବର୍ଷ ତଳେ ସୁଶାନ୍ତ…

Odisha Vigilance: ୧୦,୦୦୦ ଲାଞ୍ଚ ନେଇ ଗିରଫ ହେଲେ ଆରଆଇ…

ଭୁବନେଶ୍ୱର: କଟକ ସଦର ତହସିଲ ଅନ୍ତର୍ଗତ କଖଡି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଜାନକୀ ରଞ୍ଜନ ମଲ୍ଲିକଙ୍କୁ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏକ ମ୍ୟୁଟେସନ୍…