Latest Odisha News

BREAKING NEWS

Browsing Category

ଅପରାଧ

କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଜଣେ ଫରେଷ୍ଟରଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି। ଭବାନୀପାଟଣା ଫରେଷ୍ଟ ରେଞ୍ଜରେ ଫରେଷ୍ଟର ଭାବରେ କାର୍ଯ୍ୟ କରୁଥିବା ଭାଗବତ ଭୂଷଣ ବେହେରାଙ୍କୁ ତଦନ୍ତ ପରେ ହେପାଜତକୁ ନିଆଯାଇଛି। ତାଙ୍କୁ ଆଜି…

Let ଟାର୍ଗେଟରେ ଲାଲକିଲ୍ଲା; ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦିଲ୍ଲୀରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ରାଜଧାନୀରେ ଏକ ବଡ଼ ଆକ୍ରମଣ ଯୋଜନା କରିଛି। ଐତିହାସିକ ଲାଲକିଲ୍ଲା ଏବଂ ଆଖପାଖର ଅନେକ ଅଞ୍ଚଳକୁ ଟାର୍ଗେଟ କରିଛି ଅଟଙ୍କି ସଂଗଠନ।…

ଭିଜିଲାନ୍ସ ଜାଲରେ ସୋରୋ ତହସିଲଦାର

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲାର ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ଗୁରୁବାର ଦିନ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ତାଙ୍କ ସହଯୋଗୀ ଦୟାନିଧି ଜେନାଙ୍କ ସହ ଜଣେ ଟ୍ରକ ମାଲିକଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି।…

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ହତ୍ୟା ଧମକ

କୋଟା: ରାଜସ୍ଥାନର କୋଟାର ଜଣେ ଯୁବକ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଛନ୍ତି। କଂଗ୍ରେସ ନେତା ପବନ ଖେରା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଧମକର ଏକ ଭିଡିଓ ସେୟାର କରିଛନ୍ତି। ଉକ୍ତ ଭିଡିଓରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ୨୫ ଜଣ…

ଦୁର୍ନୀତି ଅଭିଯୋଗରେ ପଦ୍ମପୁର ତହସିଲଦାର ନିଲମ୍ବିତ 

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି। ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି…

ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ଜିତନ୍ତୁ…

ଭୁବନେଶ୍ୱର: ଓଡ଼ିଶା ପୋଲିସ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦ (LWE) ବିରୁଦ୍ଧରେ ଏକ ପୋଷ୍ଟର ଅଭିଯାନ ଆରମ୍ଭ କରିଛି। ଯେଉଁଥିରେ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ୱାନ କରାଯାଇଥିବା ଖବର ମିଳିଛି। ତାଲିକାଭୁକ୍ତ…

ମୁଁ ଭାରତ କେବେ ଫେରିବି କହିହେବ ନାହିଁ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଅର୍ଥନୈତିକ ଅପରାଧୀ ଆଇନ ୨୦୧୮ (FEO ଆଇନ)ର ବୈଧତାକୁ ଚ୍ୟାଲେଞ୍ଜ କରି ବୁଧବାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ ସେ ୟୁନାଇଟେଡ୍ କିଙ୍ଗଡମ୍ ରୁ କେବେ ଭାରତ ଫେରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବେ ନାହିଁ। ମୁଖ୍ୟ ବିଚାରପତି…

Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି

କଟକ:ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି । ମଧୁପାଟଣା ଥାନା ଅଞ୍ଚଳରେ ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ସୌମ୍ୟରଂଜନ ଜେନା (୩୪)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ସେ ଭଲ କ୍ରିକେଟ ଖେଳନ୍ତି।…

ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ତମାଣ୍ଡୋ ଥାନା ଅଧୀନରେ ଥିବା ପାତ୍ରପଡ଼ାର ଏକ କାଫେ ବାହାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହିଂସା ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିବା ସହ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି। ତେବେ ଏହି ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ…

ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ

ଭବାନୀପାଟଣା: ଭବାନୀପାଟଣା ସହରର ମୁଖ୍ୟ ରାସ୍ତାରେ ଫୁଟିଲା ଗୁଳି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ା ନିକଟରେ ବିଳମ୍ବିତ ରାତିରେ ଗୁଳି ଫୁଟିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାହାଦୁର ବଗିଚା ପଡ଼ା ଜାତୀୟ ରାଜପଥ ୨୬ ଅଫିସ ନିକଟରେ ଏହି କାଣ୍ଡ…