Latest Odisha News

BREAKING NEWS

Browsing Category

ଅପରାଧ

କାର୍‌ରୁ ASIଙ୍କ ଦଗ୍ଧ ଦେହାବଶେଷ ଉଦ୍ଧାର, ହତ୍ୟା ଅଭିଯୋଗରେ କନଷ୍ଟେବଳ ପ୍ରେମିକା ଗିରଫ

ପାଲନପୁର: ପ୍ରେମ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ ପ୍ରେମିକା, ପ୍ରେମିକ ଅମଙ୍ଗ ହେବାରୁ ରାସ୍ତାରୁ ହଟାଇଦେଲା ପ୍ରେମିକା । ଜୀବନରୁ ମାରିଦେଇ ପ୍ରମାଣ ନଷ୍ଟ କରିବାକୁ ପୋଡିଦେଲା । ଘଟଣା ଘଟିଛି ଗୁଜରାଟ ସାବରକଣ୍ଠରେ ଥିବା ଚିତୋଡ୍ ଥାନା ଅଂଚଳରେ । ମୃତକ ହେଉଛନ୍ତି ୪୫ ବର୍ଷୀୟ ପୋଲିସ…

ବନ୍ଦେ ଭାରତରେ ଚଢ଼ିବା ମହଙ୍ଗା ପଡ଼ିଲା, ୩୬ ହଜାର ଟଙ୍କା ଫାଇନ

ନୂଆଦିଲ୍ଲୀ: ରବିବାର ଦିନ ବୈଧ ଟିକେଟ୍ ବିନା 'ବନ୍ଦେ ଭାରତ ଏକ୍ସପ୍ରେସ୍'ରେ ଚଢ଼ିବା କେତେ ବିପଜ୍ଜନକ ହୋଇପାରେ, ତାହା ୧୩ ଜଣ ଯାତ୍ରୀ ହୃଦୟଙ୍ଗମ କରିଛନ୍ତି। କାରଣ ଚଳନ୍ତା ଟ୍ରେନ୍ ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିବା ସହ ଶେଷରେ ସେମାନଙ୍କୁ ୩୬,୧୪୦ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା।…

ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ; ମାଟି ତଳୁ ମିଳିଲା କଙ୍କାଳ

ସମ୍ବଲପୁର:ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିବା ଯୁବକଙ୍କ କଙ୍କାଳ ଉଦ୍ଧାର । ମଦ୍ୟପାନ ବେଳେ ଝଗଡ଼ାକୁ କେନ୍ଦ୍ରକରି ପଥରରେ ଛେଚି ହତ୍ୟା । ସମ୍ବଲପୁର ବରେଇପାଲି ଥାନା ଆରଏମସିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ୩ ମାସ ପରେ ମାଟି ତଳୁ ମିଳିଲା ନିଖୋଜଙ୍କ ଅସ୍ଥି କଙ୍କାଳ । ମାରିବା ପରେ ପୋତି…

‘13-Year-Old Girl MASTERMIND’ ଇନଷ୍ଟାରେ ୨ମାସର ମର୍ଡର ପ୍ଲାନ୍, ଆଇଫୋନ୍ ଓ ବାଇକ୍ ପାଇଁ ୩ସାଙ୍ଗଙ୍କ ସହ ମିଶି…

କୋଟ୍ଟାୟମ୍: କେରଳମ୍ କରୁଭାଟ୍ଟା ମର୍ଡର ମଷ୍ଟ୍ରିରୁ ହଟିଲା ପର୍ଦ୍ଦା । ମାଷ୍ଟରମାଇଣ୍ଡ ହେଉଛି ୧୩ ବର୍ଷୀୟ ନାବାଳିକା ନାତୁଣୀ । ନିଜ ପାଇଁ ଆଇଫୋନ୍ ଓ ବୟଫ୍ରେଣ୍ଡକୁ ବାଇକ୍ ଗିଫ୍ଟଦେବାକୁ ଜେଜେବାପାକୁ ମାରି ଘରୁ ସୁନା ଓ ଟଙ୍କା ନେବାକୁ କରିଥିଲା ପ୍ରି-ପ୍ଲାନ୍ ମର୍ଡର । ଘଟଣାର ୮୯ ଦିନ ପରେ…

ମାଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପରେ ଛାତରୁ ଡେଇଁ ନବମ ଶ୍ରେଣୀ ଛାତ୍ର ମୃତ !

ଆସାମ: ସୈତାନ ପାଲଟିଗଲା ଶୈଶବ ! ନବମ ଶ୍ରେଣୀ ଛାତ୍ରଙ୍କ ନୃଶଂସତା ! ଧାରୁଆ ଅସ୍ତ୍ରରେ ନିଜ ଜନ୍ମକଲା ମାକୁ ଆକ୍ରମଣ କଲା ୧୪ ବର୍ଷୀୟ ନାବାଳକ । ତାପରେ ଘର ଛାତରୁ ଡେଇଁପଡିଲା । ଏପରି ଦୁଃଖଦ ଘଟଣା ଘଟିଛି ଆସାମ ରାଜଧାନୀ ଗୌହାଟିରେ । ତେବେ ମା ଉପରେ କାହିଁକି ଆକ୍ରମଣ କଲା ପିଲାଟି । କଣ…

ସୁନା ତାସ୍ ପାଇଁ ଜୀବନ ଗଲା: ଲକ୍ଷ୍ମୀସାଗର ବୃଦ୍ଧା ହତ୍ୟା ମାମଲା, ବ୍ରହ୍ମଗିରିରୁ ଚୋରି ସାମଗ୍ରୀ ଜବତ, ମହିଳା ଗିରଫ

ଭୁବନେଶ୍ୱର: ବୁଦ୍ଧନଗରର ୭୬ ବର୍ଷୀୟା ବୃଦ୍ଧା କୁଂଜଲତା ନନ୍ଦ ହତ୍ୟା ମାମଲାରେ ନୂଆ ମୋଡ । ସୁନା ତାସ୍ ପାଇଁ କେୟାରଟେକର ବଳଭଦ୍ର ମହାରଣା ମାଲିକାଣୀଙ୍କୁ କରିଥିଲା ହତ୍ୟା । ବ୍ରହ୍ମଗିରିରୁ ଜବତ ହେଲା କୁଂଜଲତାଙ୍କ ଘରୁ ଚୋରି ହୋଇଥିବା ଗୋଲଡ ପ୍ଲେଟେଡ୍ ତାସ୍ , ସୁନା, ରୂପା ଗହଣା ଓ ରୂପା…

Women Objects ‘Bad Touch’: ମୁମ୍ବାଇ ଲୋକାଲ୍ ଟ୍ରେନରୁ ଠେଲି ଦିଆଗଲା, ମୁଣ୍ଡରେ ଆଘାତ, ହରାଇଲେ ହାତ

ମୁମ୍ବାଇ: ମୁମ୍ବାଇ ଲୋକାଲ୍ ଟ୍ରେନରେ ଅଘଟଣ । ବୋରିଭଲିରୁ ବିରାର ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରୁଥିବାରୁ ବିରୋଧ କରିଥିଲେ ମହିଳା । ଯୁକ୍ତିତର୍କ, ଗାଳିଗୁଲଜ ଓ ଚପଲ ଫିଙ୍ଗାଫୋପଡା ପରେ ମହିଳାଙ୍କୁ ରାଗରେ ଟ୍ରେନରୁ ତଳକୁ ଠେଲିଦେଲା ୫୩ ବର୍ଷୀୟ ଜୀତେନ୍ଦ୍ର ହିରାମୁଖେ । ମହିଳାଙ୍କ…

୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ୍; ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ 

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ଗୁରୁବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣାଙ୍କୁ ଗିରଫ କରିଛି। ସେ ୩.୦୩ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିବା ଅଭିଯୋଗରେ ଫେରାର ଥିଲେ। ଏହି ଅର୍ଥ ହେରଫେର ଘଟଣା ସାମ୍ନାକୁ…

ବରଗଡରୁ ୩୨୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବରଗଡ: ବରଗଡରେ ଅପରାଧ ଓ ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍‌ନ ନଜର । ପ୍ରଥମେ ବ୍ରାଉନସୁଗାର ଏବେ ବେଆଇନ ଭାବେ ମଦ ରନ୍ଧା, ବିକ୍ରି ଉପରେ ରୋକ୍ ଲଗାଇଛି ପୋଲିସ । ବରଗଡରେ ଲୁଚାଛପାରେ ଜୋରଦାର ଚାଲିଛି ମଦ କାରବାର । ଖବର ପାଇ ବଡ ଧରଣର ଚଢାଉ କରିଛି ପୋଲିସ । ଆମ୍ବାଭୋନା ଥାନା ଇଚ୍ଛାପୁର…

ମାଲିକାଣୀଙ୍କୁ ହତ୍ୟା ପରେ ଲୁଟ୍ ଘଟଣା; କେୟାରଟେକର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଜଣେ କେୟାରଟେକର ମାଲିକାଣୀଙ୍କୁ ହତ୍ୟା କରି ସୁନାଗହଣା ଧରି ଫେରାର ହେବା ଘଟଣାରେ କେୟାରଟେକରକୁ ଗିରଫ କରିଛି ପୁଲିସ । ତାକୁ ସୁରଟରୁ ଗିରଫ କରାଯାଇଛି। ମାଲିକାଣୀ କୁଞ୍ଜଲତା ନନ୍ଦ (୭୬)ଙ୍କୁ ହତ୍ୟା କରିଥିଲା…